ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
ପାକିସ୍ତାନ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏହି ବୈଠକ ୧୫-୧୬ ଅକ୍ଟୋବରରେ ଅନୁଷ୍ଠିତ ହେବ।ପାକିସ୍ତାନ ପାଖରେ ଏବେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ର କାଉନସିଲ୍ ଅଫ୍…