Browsing Tag

jajpurtemple

ଭକ୍ତି ଓ ପର୍ଯ୍ୟଟନର ଅଦ୍ଭୁତ ସମାହାର ମହାବିନାୟକ କ୍ଷେତ୍ର

ଓଡ଼ିଶା ର ପଞ୍ଚକ୍ଷେତ୍ର ମଧ୍ୟରେ ଅଗ୍ରଗଣ୍ୟ କ୍ଷେତ୍ର, ମହାବିନାୟକ କ୍ଷେତ୍ର ଯେଉଁଠାରେ ଶିବ, ପାର୍ବତୀ, ବିଷ୍ଣୁ ଓ ସୂର୍ଯ୍ୟ ଉପସ୍ଥିତ ହୋଇ ପ୍ରଭୁ ଶ୍ରୀ ଗଣେଶ ଙ୍କ ଜୀବନ୍ୟାସ କରାଇଥିଲେ । ପଞ୍ଚ ଦେବଙ୍କ ଉପସ୍ଥିତି କାରଣରୁ ଏହା ପଞ୍ଚ ଶୈବ କ୍ଷେତ୍ର ମଧ୍ୟରୁ ଆଦ୍ୟ କ୍ଷେତ୍ର । ଯାଜପୁର