Browsing Tag

#jagannathtemple

ଶ୍ରୀମନ୍ଦିରରେ ହେବ ଭିଡ଼ ନିୟନ୍ତ୍ରଣ କରିବା AI

ଶ୍ରୀମନ୍ଦିରରେ ଖୁବ୍ ଶୀଘ୍ର AI ମାଧ୍ୟମରେ କରାଯିବ ଭିଡ଼ ନିୟନ୍ତ୍ରଣ । ଚଳିତ ସପ୍ତାହରୁ ଶ୍ରୀମନ୍ଦିରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ପାଇଁ ଓପନ ହେବ ଫାଇନାନ୍ସିଆଲ୍ ବିଡିଂ। ଟେକ୍ନିକାଲ ଆସେସମେଣ୍ଟ, ଫାଇନାଲ ପ୍ରେଜେଣ୍ଟେସନ୍ ସରିଛି । ପ୍ରୁଫ ଅଫ୍ କନ୍ସେପ୍ଟ ଓ UI FLOAT ଶେଷ…

ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ

ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ…

୪ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

୪ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୨ ଓ ୩ ତାରିଖରେ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୫ ଓ ୬ ତାରିଖରେ ବନ୍ଦ ରହିବ ମରାମତି କାର୍ଯ୍ୟ। ଶ୍ରୀପଞ୍ଚମୀ ତଥା ବନକଲାଗି ବିଶେଷ ନୀତିକୁ ନଜରରେ ରଖି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଦିନ…

ଆଜିଠାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ

ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ସେଗୁଡିକ ପରିବର୍ତ୍ତନ କରାଯିବ । ଚଟାଣ ନୂଆ ଭାବେ କରାଯିବ । ଯେଉଁ ଦିନଠାରୁ କାମ ଆରମ୍ଭ ହେଲାଣି ସଠିକ ସମୟ ଦିଆଯାଇପାରିନି । ସେହିପରି ବିଶେଷ ଦିନ ମାନଙ୍କରେ କାମ ବନ୍ଦ ରହିଛି ।…

୨୦ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ଯେପରି ସମସ୍ୟା ନ ହେବ ସେଥିଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦ ତାରିଖରୁ ନାଟମଣ୍ଡପ ପରିସରରେ ଧାଡ଼ିଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ସେହିପରି ଏଏସ୍‌ଆଇ ପକ୍ଷରୁ ରତ୍ନଭଣ୍ଡାର…

କାଲିଠୁ ପୁଣି ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ

ଆସନ୍ତାକାଲିଠୁ ପୁଣି ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ରତ୍ନ ଭଣ୍ଡାର ଭିତରେ ୨୦ ଫୁଟ ଉଚ୍ଚର ଲୁହା ଭାରା ବନ୍ଧାଯାଇ ଡି ପ୍ଲାଷ୍ଟରିଂ ବା ଚୂନ ଛଡ଼ାଇବା କାର୍ଯ୍ୟ କରାଯାଇଥିଲା । ଅଧିକାଂଶ ଡି ପ୍ଲାଷ୍ଟରିଙ୍ଗ କାର୍ଯ୍ୟ ସରିଛି । କାଲିଠୁ ଷ୍ଟୋନ ବା ପଥର ମରାମତି କାର୍ଯ୍ୟ ଆରମ୍ଭ…

ଶ୍ରୀମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ତା କଡାକଡି

ଆଜି ଓ ଆସନ୍ତାକାଲି ଶ୍ରୀମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ମାର୍ଗଦର୍ଶିକା ଜାରି କରାଯାଇଛି । ଭୁବନେଶ୍ଵର ବ୍ରହ୍ମଗିରି କୋଣାର୍କ ପାର୍ଶ୍ବରୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ମାର୍କେଟ ଛକ ପର୍ଯ୍ୟନ୍ତ ଯିବା ପାଇଁ ଅନୁମତି ରହିଛି । ମାର୍କେଟ ଛକ ମ୍ୟୁନିସିପାଲ…

ମହାପ୍ରଭୁଙ୍କ ରତ୍ନ ପଲଙ୍କ ପାଇଁ ହେବ ୩୦୦ କେଜିରୁ ଅଧିକ ରୂପା ବ୍ୟବହାର

ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ଆରମ୍ଭ ହେଲା ରୂପା ଛାଉଣୀ କାର୍ଯ୍ୟ। ପ୍ରଥମେ ପତିତପାବନଙ୍କ ନିକଟ ପଥରର ମଣିବନ୍ଧକୁ ରୂପା ଛାଉଣୀ କରାଯାଉଛି। ସିଂହଦ୍ବାର ଗୁମଟରେ ଯେଉଁଠି ଯମଶିଳା ରହିଛନ୍ତି ଠିକ୍ ତାର ଉପରି ଭାଗ ପଥର ବନ୍ଧ ଉପରେ ରୂପା ଛାଉଣୀ କରାଯାଉଛି। ସିଂହଦ୍ବାର ଗୁମୁଟ ବନ୍ଦ ଥିବା…

ଆଜି ପୁର୍ନବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ

ଗତକାଲି ମହାପ୍ରଭୁଙ୍କ ଦିବାପହୁଡ ନୀତି ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଥିଲା।  ଆଜି ବନ୍ଧାଯାଇଥିବା ଭାରା ବ୍ୟବହାର କରି ବିଭିନ୍ନ ସ୍ଥାନରେ ଥିବା କ୍ରାକ୍ ବା ଫାଟ ମରାମତି କାର୍ଯ୍ୟ କରାଯିବ। ପ୍ରାଥମିକ ଭାବେ ଡିପ୍ଲାଷ୍ଟରିଂ ବା ଚୂନ ପ୍ଲାଷ୍ଟରକୁ ହଟାଯିବା ପରେ ଫାଟ ଥିବା…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ

ଆଜି ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ହେବ । ଏଣୁ ଦ୍ବୀତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା 6ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିପହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପରମ୍ପରା ଅନୁଯାୟୀ…