ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ
ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ପୁଣି ଘମାଘୋଟ ଚାଲିଛି । କିଛି ଦିନ ପରେ ପୁଣି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ତେଜିଲା । ଦକ୍ଷିଣ ଗାଜାରେ ରକେଟ ମାଡ଼ କରିଛି ଇସ୍ରାଏଲ । ପାଲେଷ୍ଟାଇନ ପକ୍ଷରୁ ଯୋଗାଯାଉଥିବା ଯୋଗାଯୋଗ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି । ଯୋଗାଯୋଗ ବ୍ୟାହତ ଯୋଗୁଁ…