Trending
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
Browsing Tag
#IPL
ଶ୍ରେୟସ ଆୟରଙ୍କୁ ୧୨.୨୫ କୋଟିରେ କିଣିଲା କେକେଆର
ମେଟ୍ରୋ ଟିଭି ଓଡିଶା,୧୨/୨ : ଆଇପିଏଲ ନିଲାମୀରେ ଚଢା ଦରରେ ବିକ୍ରି ହେଲେ ଶ୍ରେୟସ ଆୟର । ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨.୨୫ କୋଟିରେ କିଣିଛି । ପୂର୍ବ ବର୍ଷ ତୁଳନାରେ ୭୫ ପ୍ରତିଶତ ଅଧିକ ଦାମରେ ଶ୍ରେୟସ ବିକ୍ରି ହୋଇଛନ୍ତି ।ପୂର୍ବଥର!-->!-->!-->…
ଆଇପିଏଲ ନିଲାମୀ: ପଞ୍ଜାବ କିଣିଲା ଧାୱନଙ୍କୁ ଓ ଅଶ୍ୱୀନଙ୍କୁ ରାଜସ୍ଥାନ ରୟାଲ୍ସ
ମେଟ୍ରୋ ଟିଭି ଓଡିଶା,୧୨/୨ : ଆରମ୍ଭ ହୋଇଛି ଆଇପିଏଲ ନିଲାମୀ । ଭାରତୀୟ ଦଳର ବରିଷ୍ଠ ଓପନର ବ୍ୟାଟସମ୍ୟାନ୍ ଶିଖର ଧାଓ୍ୱନଙ୍କୁ କିଣିଛି କିଙ୍ଗସ ଏକାଦଶ ପଞ୍ଜାବ । ୮ କୋଟି ୨୫ ଲକ୍ଷ୍ୟ ଟଙ୍କାରେ ପଞ୍ଜାବ ତାଙ୍କୁ କିଣିଛି ।
pic credit-CAଧାଓ୍ୱନଙ୍କୁ ନେଇ ପ୍ରଥମେ ଦିଲ୍ଲୀ!-->!-->!-->!-->!-->!-->!-->…
ଚାଲିଛି ଆଇପିଏଲର ମେଗା ନିଲାମ
ମେଟ୍ରୋ ଟିଭି ଓଡିଶା,୧୨/୨ : ଆଜି ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୨ ସଂସ୍କରଣ ପାଇଁ ଦୁଇ ଦିନ ଧରି ମେଗା ଖେଳାଳି ନିଲାମ ବେଙ୍ଗାଲୁରୁରେ ଆୟୋଜିତ ହେବ । ନିଲାମୀରେ ସାମିଲ ହେବେ ମୋଟ୍ ୫୯୦ ଖେଳାଳି । ଏଥିରେ ଅଛନ୍ତି ୩୭୦ ଜଣ ଘରୋଇ ଏବଂ ୨୨୦ ବିଦେଶୀ ଖେଳାଳି । ପୁଣି!-->!-->!-->…