ରାଜସ୍ଥାନକୁ ୭ ରନ୍ରେ ହରାଇଲା ବାଙ୍ଗାଲୋର
ବାଙ୍ଗାଲୋର: ଏକ ରୋମାଂଚକର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ରନ୍ରେ ପରାସ୍ତ କରିଛି। ୧୯୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ପାଳି ଖେଳିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୮୨ ରନ୍ରେ ଅଟକି ଯାଇଛି। ଦୁଇ ଦଳ ମଧ୍ୟରେ…