ଆଜି ଠାରୁ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍ର ଚତୁର୍ଥ ସଂସ୍କରଣ
ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ) ଚତୁର୍ଥ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ପ୍ରତିଯୋଗିତା ନବି ମୁମ୍ବଇର ଡି.ୱାଇ. ପାଟିଲ ଷ୍ଟାଡିୟମ ଓ ବରୋଦାରେ ଖେଳାଯିବ। ଏଥିରେ ୫ଟି ଦଳ ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜ୍ୟାଣ୍ଟ୍ସ, ମୁମ୍ବଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ…