Browsing Tag

#india

ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ…

ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି। ଏହି ପରିପ୍ରେକ୍ଷୀରେ ମହାପ୍ରଭୁ ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି। ତ୍ରୟୋଦଶୀ ତିଥି ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ସମ୍ପନ୍ନ ହୋଇଛି। ହେଲେ ମହାପ୍ରଭୁଙ୍କ…

ହିମାଳୟରେ ପିତମ୍ବ୍ରା ମା’ ଭାବରେ ଗୁମ୍ଫାରେ ବାସ କରୁଛନ୍ତି ଏହି ଅଭିନେତ୍ରୀ

ଭାରତୀୟ ଟେଲିଭିଜନର ଜଣେ ପରିଚିତ ଚେହେରା ନୁପୁର ଅଳଙ୍କାର ଏକ ଆଧ୍ୟାତ୍ମିକ ପଥ ଗ୍ରହଣ କରିଛନ୍ତି। ସେ ତାଙ୍କର ଅଭିନୟ କ୍ୟାରିଅର, ବିବାହ ଏବଂ ସାଂସାରିକ ଜୀବନକୁ ପଛରେ ପକାଇ ଦେଇଛନ୍ତି। ବର୍ତ୍ତମାନ ହିମାଳୟରେ ପିତମ୍ବ୍ରା ମା’ ଭାବରେ ଗୁମ୍ଫାରେ ବାସ କରୁଛନ୍ତି। ସେ ଦାନ ଏବଂ ଧ୍ୟାନରେ ବଞ୍ଚି…

ଏଣିକି ଟିକେଟ୍ ବାତିଲ କିମ୍ବା ସଂଶୋଧନ କରିବା ପାଇଁ କୌଣସି ଅତିରିକ୍ତ ଶୁଳ୍କ ଲାଗୁ କରାଯିବ ନାହିଁ

ସରକାର ବିମାନ ଯାତ୍ରୀଙ୍କ ପାଇଁ ଏକ ଆଶ୍ବସ୍ତିକର ଯୋଜନା କରୁଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ନୂତନ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ଜାରି କରିଛି।ଏଥିରେ ଉଲ୍ଲେଖ ରହିଛି କି, ଯାତ୍ରୀମାନେ ଏଣିକି ଟିକେଟ ବୁକିଂ କରିବାର ୪୮ ଘଣ୍ଟା ମଧ୍ୟରେ ଯଦି ସେମାନଙ୍କର ଟିକେଟ୍ ବାତିଲ କିମ୍ବା…

୧୯ ବର୍ଷରୁ କମ୍ ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ପାଇଁ ରାହୁଲ ଦ୍ରାବିଡ଼ଙ୍କ ସାନ ପୁଅ ଅନଭ୍ୟ ଦ୍ରାବିଡ ସାମିଲ

କିମ୍ବଦନ୍ତୀ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଖେଳାଳିଙ୍କ ମଧ୍ୟରୁ ଜଣେ। ସେ ପ୍ରଶିକ୍ଷକ ଭାବରେ ମଧ୍ୟ ଭାରତକୁ ICC ଟ୍ରଫି ବିଜୟୀ କରାଇଛନ୍ତି। ତାଙ୍କର ଦୁଇ ପୁଅ ମଧ୍ୟ କ୍ରିକେଟ୍ ଖେଳନ୍ତି। ଦ୍ରାବିଡଙ୍କ ସାନ ପୁଅ ଅନଭ୍ୟ ଦ୍ରାବିଡ କିଛି ସମୟ ଧରି ଖବରରେ…

ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା  ଆରମ୍ଭ

୯ ରାଜ୍ୟ ଏବଂ ୩ କେନ୍ଦ୍ରଶାସିତ ଅଞ୍ଚଳରେ ଆଜିଠାରୁ ସ୍ବତନ୍ତ୍ର  ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା  ଆରମ୍ଭ ହେବ ।  ଭୋଟର ତାଲିକାରେ ସ୍ବଚ୍ଛତା ଆଣିବାପାଇଁ ନିର୍ବାଚନ କମିସନ୍‌ ଆରମ୍ଭ କରିଥିବା ଏହି ଏସ୍‌ଆଇଆର ନିକଟରେ ବିହାରରେ ଫଳପ୍ରଦ ଭାବେ ଶେଷ ହୋଇଛି । ବିହାର ପରେ ଦ୍ବିତୀୟ…

ଆଜିର ରାଶିଫଳ

ମେଷ: ଆତ୍ମଶକ୍ତିକୁ ଜାଗ୍ରତ କରି ତା’ ଉପରେ ବିଶ୍ବାସ ରଖନ୍ତୁ। ଦେଖିବେ ଆପଣ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଗତି କରିବେ। ଠାକୁରଙ୍କ ଅପାର କରୁଣା ଅଛି। ପ୍ରଚୁର ଧନାଗମ ଓ ସରକାରୀ କୃପା ମିଳିବ। ବୃଷ: ଧୀ’ଶକ୍ତି ସମ୍ପନ୍ନ ହେବେ। ‘ବସୁଧା’ ତୁଲ୍ୟ ସହିଷ୍ଣୁ ମନୋଭାବର ହୋଇପାରନ୍ତି।…

ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା

ରାଜ୍ୟକୁ ଏବେ ବର୍ଷା ଭୟ ନାହିଁ। ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ ବାକି ସମସ୍ତ ଜିଲାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ରାୟଗଡ଼ା ଓ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ…

ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବିଜେପି, କଂଗ୍ରେସ, ଜେଡିୟୁ, ଆରଜେଡି ସହ ଅନ୍ୟଦଳମାନଙ୍କର ପ୍ରଚାର ଜୋରଦାର ଚାଲିଛି | ନେତାମାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ…

ପୁଣି ଥରେ ଏକ ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ଆଫଗାନିସ୍ତାନ

ଆଫଗାନିସ୍ତାନରେ ପୁଣି ଥରେ ଏକ ଶକ୍ତିଶାଳୀ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରବିବାର ବିଳମ୍ବିତ ରାତିରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୬.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି, ଯାହା ଫଳରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା…

,‘ଚକ୍ ଦେ! ଇଣ୍ଡିଆ’ର ଦ୍ୱିତୀୟ ଭାଗ ପାଇଁ ଜୋର ଧରିଲା ଦାବି

ଭାରତୀୟ ମହିଳା କ୍ରିକେଟ୍ ଦଳର ଐତିହାସିକ ବିଶ୍ୱକପ୍ ବିଜୟ ପରେ, ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ ଏହି କାହାଣୀକୁ ନେଇ ଶାହାରୁଖ ଖାନ୍‌ଙ୍କ ଅଭିନୀତ ହିଟ୍ ଚଳଚ୍ଚିତ୍ର ‘ଚକ୍ ଦେ! ଇଣ୍ଡିଆ’ର ଦ୍ୱିତୀୟ ଭାଗ (Sequel) ନିର୍ମାଣ ହେବା ଦରକାର। ଏହି ବିଜୟ ପରେ ଦଳର କୋଚ୍ ଅମୋଲ…