Browsing Tag

#india

ମା ହେଲେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଜୋନ୍‌ସ

ମେଟ୍ରୋ ଟିଭି ଓଡିଶା,୨୨/୧ : ଲୋକପ୍ରିୟ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ ନିକଟରେ ମାତା ପିତା ବନିଛନ୍ତି। ଫଳରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିଭାବକ କ୍ଲବ୍ ସାମିଲ ହୋଇଛନ୍ତି। ଶୁକ୍ରବାର ପ୍ରିୟଙ୍କା ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ମା’ ବନିଥିବା ନେଇ

ଦିନିକିଆରେ ଭାରତର ପରାଜୟ ସହ ସିରିଜ୍ ହାତଛଡା

ମେଟ୍ରୋ ଟିଭି ଓଡିଶା,୨୨/୧ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ଆଶା ବି ହରାଇଛି ଭାରତ । ଦିନିକିଆରେ ହୋଇଥିବା ୨ୟ ମ୍ୟାଚରେ ୭ୱିକେଟରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଫଳରେ ଟେଷ୍ଟ ସିରିଜ୍ ୨-୧ରେ ହାରିବା ସହ ୩ ଟିକିଆ ଦିନିକିଆ ସିରିଜ୍କୁ ୦-୨ରେ

ଆଜିଠୁ ହେବ ମନୋନୟନପତ୍ର ଯାଞ୍ଚ

ମେଟ୍ରୋ ଟିଭି ଓଡିଶା,୨୨/୧ : ସରିଲା ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲ । କାଲି ଶେଷ ଦିନରେ ବହୁ ପ୍ରାର୍ଥୀ ମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କୋଭିଡ କଟକଣା ଭିତରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଦାଖଲ କରିଛନ୍ତି

ପୁଣି ବର୍ଷାରେ ଭିଜିବ ଓଡିଶା

କମିବ ଶୀତ ମେଟ୍ରୋ ଟିଭି ଓଡିଶା,୨୨/୧ : ବର୍ଷାରେ ପୁଣି ଭିଜିବ ଓଡିଶା । ପୁଣି ବର୍ଷା ପ୍ରଭାବରେ ଓଡିଶାକୁ ଭିଜାଇବ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ । ଏହାର ପ୍ରଭାବରେ ଶନିବାର ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖ ପର୍ଯ୍ୟନ୍ତ

ମହିଳାଙ୍କ ରାଗରୁ ୮ଲକ୍ଷର କ୍ଷତି

ମେଟ୍ରୋ ଟିଭି ଓଡିଶା,୨୦/୧ : କ୍ରୋଧରୁ କ୍ଷତି ଏହା ଅନେକ ସମୟରେ କୁହାଯାଇଛି । କ୍ରୋଧ ଆସିଲେ ମଣିଷ ତାର ହିତାହତ ଜ୍ଞାନ ହରାଇବସେ ଓ ଏମିତି କିଛି କରିବସେ ଯାଗାକୁ ପରେ ଭାବିଲେ ଦୁଃଖି ହୁଏ । ଏହିପରି ଜଣେ ମହିଳା ରଗିକି କିଛି ବିଚିତ୍ର କାମ କରିଛନ୍ତି । ଚୀନର ଜଣେ ଯୁବତୀଙ୍କ କ୍ରୋଧ

୩୦ଲକ୍ଷ ପାଇଁ ନିଜକୁ ଅପହରଣ କଲା ଯୁବକ

ମେଟ୍ରୋ ଟିଭି ଓଡିଶା,୨୦/୧ : ଅପହରଣ କଥା ଶୁଣିଲେ ସମସ୍ତଙ୍କୁ ଡର ଲାଗେ । କିଏ କେବେ ନିଜକୁ କଣ ଅପହରଣ କରିପାରିବ କିନ୍ତୁ ଜଣ ଯୁବକ ଏପରି କରିଛି ।ନିଜ ବାପାଠୁ ୩୦ଲକ୍ଷ ହାତେଇବା ପାଇ ଏପରି କାମ କରିଛି ଯୁବକ ଜଣଙ୍କ । ସୂଚନା ଅନୁସାରେ ଚେନ୍ନାଇର ଯୁବକ ଜଣଙ୍କ ନିଜର ମିଛ ଅପହରଣ ନାଟକ କରି

ସୋସିଆଲ ମିଡିଆକୁ ଫେରିଲେ ରୋମାଣ୍ଟିକ କିଙ୍ଗ

ମେଟ୍ରୋ ଟିଭି ଓଡିଶା,୨୦/୧ : ବଲିଉଡର ବାଦଶାହା କିଙ୍ଗ ଖାନ ପୁଣି ସୋସିଆଲ ମିଡିଆକୁ ଫେରିଛନ୍ତି । ଗତ କିଛି ଦିନ ହେବ ସେ ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ । ତାଙ୍କର ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ଯୋଗୁ ତାଙ୍କ ସମୟ ବହୁତ ଚ୍ୟାଲେଞ୍ଜିଙ୍ଗ ଥିଲା । ବହୁ ପରିସ୍ଥିତର ସାମ୍ନା କରି କିଙ୍ଗ

ନାହାନ୍ତି ପ୍ରେଞ୍ଚ ସେଲିବ୍ରେଟ୍ ଗ୍ୟାସପର୍ଡ ଉଲିଏଲ

ମେଟ୍ରୋ ଟିଭି ଓଡିଶା,୨୦/୧ : ପ୍ରେଞ୍ଚ ସିନେ ଜଗତର ଅଭିନେତା ଗ୍ୟାସପର୍ଡ ଉଲିଏଲ ଆଉ ନାହାନ୍ତି । ତାଙ୍କ ପ୍ରଶଂସକ ମାନେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବରଫ ସ୍କେଟ୍ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ବଡ ବଡ ଅଭିନେତା ଏହି ଖବର ଶୁଣି ଶ୍ରଦ୍ଧାଞ୍ଜଳି

ବ୍ରହ୍ମୋସ ମିସାଇଲ ସଫଳ ପରୀକ୍ଷଣ କଲା ଭାରତ

ମେଟ୍ରୋ ଟିଭି ଓଡିଶା,୨୦/୧ : ଭାରତ ଆଉ ଏକ ମିସାଇଲର ଉତକ୍ଷେପଣରେ ସଫଳ ହୋଇଛି । ଦେଶ ସାରିକ ଅସ୍ତ୍ର ଶସ୍ତ୍ରରେ ବିକଶିତ ହେବା ପାଇଁ ବିଭିନ୍ନ ମିସାଇଲର ପରୀକ୍ଷା କରୁଛି । ଏବେ ବୌଜ୍ଞାନିକ ମାନେ ବ୍ରହ୍ମୋସ ମିସାଇଲ ନୂଆ ଭର୍ସନର ସଫଳ ଉତକ୍ଷେପଣ କରିଛନ୍ତି । ବ୍ରହ୍ମୋସ ସୁପରସୋନିକ୍

ଗ୍ୟାସ ହେଲା ଶସ୍ତା

ମେଟ୍ରୋ ଟିଭି ଓଡିଶା,୨୦/୧ : କରୋନା ମହାମାରୀ ପରେ ଅର୍ଥନୀତିର ଅବସ୍ଥା ଅସନ୍ତୁଳିତ ହୋଇଯାଇିଛି । ଏହି ସବୁ ମଧ୍ୟରେ ସବୁ ଜିନିଷର ଦରଦାମ ବଢିବାରେ ଲାଗିଛି । ପରିବା ରୋଷେଇ ଗ୍ୟାସ ସିଲିଣ୍ଡର ଆଦିର ଦର ଆକାଶ ଛୁଆଁ ହୋଇଛି । ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ଏଥିରେ ବିଶେଷ ଭାବେ ପ୍ରଭାବିତ