Browsing Tag

#india

ଜଗନ୍ନାଥଙ୍କର କ୍ଷୁଦ୍ରତମ ଚିତ୍ର ଅଙ୍କନ କରି ଅନ୍ତର୍ଜାତୀୟ ରେକର୍ଡସରେ ଶୁବ୍ରଜିତ ପଣ୍ଡା

ମେଟ୍ରୋ ଟିଭି ଓଡିଶା,୩୦/୧ : ଅନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡସରେ ସାମିଲ ହୋଇଛନ୍ତି କଟକ ଜିଲ୍ଲା କହ୍ନେଇପୁରର ଶୁବ୍ରଜିତ ପଣ୍ଡା। କଉଡ଼ି ଉପରେ ବିଶ୍ୱର ସର୍ବକ୍ଷୁଦ୍ରତମ ଶ୍ରୀଜଗନ୍ନାଥ ଅଙ୍କନ କରି ସେ ଏହି ଅନ୍ତର୍ଜାତୀୟ ରେକର୍ଡସରେ ସାମିଲ ହୋଇଛନ୍ତି। ୨.୫ ସେମି ଦୈର୍ଘ୍ୟ ଓ ୧.୪ ସେମି

ବିଶ୍ୱ କୁଷ୍ଠ ନିରାକରଣ ଦିବସ : ରାଜ୍ୟରେ ଅବହେଳିତ ଅବସ୍ଥାରେ କୁଷ୍ଠ ରୋଗୀ

ମେଟ୍ରୋ ଟିଭି ଓଡିଶା,୩୦/୧ : ଆଜି ବିଶ୍ୱ କୁଷ୍ଠ ନିରାକରଣ ଦିବସ । ଏହି ଅବସରରେ ସାରା ବିଶ୍ୱରେ ଏହି ରୋଗକୁ ନେଇ ସଚେତନା କରାଯାଉଥିବା ଜଣାପଡିଛି । ଏଭଳି ସ୍ଥଳେ ଏମ୍‌ଡିଟି ଖାଆନ୍ତୁ କୁଷ୍ଠ ହଟାନ୍ତୁ । କୁଷ୍ଠ ହଟିନି କିନ୍ତୁ ଅବ୍ୟବସ୍ଥା ବଢିଛି । ହେଲେ ଅନେକ ସ୍ଥାନରେ ଏବେବି କୁଷ୍ଠ ରୋଗୀ

ମନେପଡୁଛନ୍ତି ମହାତ୍ମା ଗାନ୍ଧୀ

ମେଟ୍ରୋ ଟିଭି ଓଡିଶା,୩୦/୧ : ସାରା ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେପକାଉଛନ୍ତି । ଦେଶ ପାଇଁ ଗାନ୍ଧୀ ଦେଇଥିଲେ ବଳିଦାନ । ତାଙ୍କର ଏହି ବଳିଦାନ ଆଜି ବି ଲୋକଙ୍କ ମନରେ ଉଜୁପିତ ହୋଇ ରହିଛି । ସେହି ମହାନ ପୁରୁଷରଙ୍କର ଆଜି ଶ୍ରାଦ୍ଧ ଦିବସ । ଭାରତର ସ୍ୱାଧୀନତା

ଚୀନର ନୂଆ ନିୟମ : ପିଲା ଜନ୍ମ କର ପଇସା ନିଅ

ମେଟ୍ରୋ ଟିଭି ଓଡିଶା,୩୦/୧ : ଜନସଂଖ୍ୟା ଅଭିବୃଦ୍ଧିର ମନ୍ଥର ଗତିକୁ ନେଇ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଚୀନ୍ ସରକାର ପରିବାର ଯୋଜନା ନିୟମକୁ କୋହଳ କରିଛନ୍ତି । ଏହି ନୂଆ ନିୟମ ଅନୁୟାୟୀ ବର୍ତ୍ତମାନ ଚାଇନାରେ ଦମ୍ପତ୍ତି ତିନୋଟି ସନ୍ତାନ ଜନ୍ମ କରିପାରିବେ ।

ରାଜ୍ୟରେ ୧୦ ଡିଗ୍ରୀ ତଳେ ରହିଛି ୧୦ ସହର

ମେଟ୍ରୋ ଟିଭି ଓଡିଶା,୩୦/୧ : ନୂଆବର୍ଷର ମାସ ଶେଷରେ ଥରାଉଛି ହାଡଭଙ୍ଗା ଶୀତ । ଆହୁରି ୨୪ଘଣ୍ଟା ଶୀତ ଲହରୀ ଲାଗିରହିବ। ୧୦ ଡିଗ୍ରୀ ସେଲସିୟସ ତଳେ ୧୦ ସହରର ରାତି ତାପମାତ୍ରା ରହିଛି । ପଶ୍ଚିମାଝଡ଼ ପ୍ରଭାବ କମିବା ସହ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ ଏବେ

ଦ୍ରୁତତମ ଇଲେକ୍ଟ୍ରିକ ବିମାନ

ମେଟ୍ରୋ ଟିଭି ଓଡିଶା,୨୮/୧ : ବିଶ୍ୱର ବୃହତ୍ତମ କମ୍ପାନୀ ରୋଲ୍ସ-ରୋଏସ ଦ୍ରୁତତମ ଇଲେକ୍ଟ୍ରିକ ବିମାନ ପ୍ରସ୍ତୁତ କରିଛନ୍ତି । ଏହି ବିମାନ ୬୨୩କି.ମି ବେଗରେ ଉଡିପାରେ । ଏହି ବିମାନର ନାମ ହେଉଛି ସ୍ପିରିଟ ଅଫ ଇନୋଭେସନ । ସୂଚନା ଅନୁସାରେ ପରୀକ୍ଷଣରେ ଏହି ବିମାନଟି ମାତ୍ର ୧୧ମିନିଟରେ

ଭାରତରେ ଓପୋ ଲଞ୍ଚ କରିବ ପ୍ରଥମ ସେନ୍ସର କ୍ୟାମେରା ଫୋନ୍‌

ମେଟ୍ରୋ ଟିଭି ଓଡିଶା,୨୮/୧ : ଓପୋ ରେନୋ କମ୍ପାନୀ ମାର୍କେଟରେ ଲଞ୍ଚ କରିବ ଏହାର ୫ଜି ସ୍ମାର୍ଟଫୋନ୍ । ଭାରତରେ ଓପୋ ରେନୋ ଏହାର ୭ ସିରିଜ୍ ୫ଜି ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ଓପୋ ଏହାର ଅଫିସିଆଲ୍ ୱେବସାଇଟ୍ ଏବଂ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ଏକ ଭିନ୍ନ ପ୍ରକାରର ମାଇକ୍ରୋସାଇଟ୍

ପରିବର୍ତ୍ତନ ହେଲା ରାଧେ ଶ୍ୟାମର ରିଲିଜ ଡେଟ୍ : ଓଟିଟିରେ ଷ୍ଟ୍ରିମିଂରେ ନୁହେଁ ସିନେମାରେ ମୁକ୍ତିଲାଭ ହେବ

pic credit-times of india ମେଟ୍ରୋ ଟିଭି ଓଡିଶା,୨୮/୧ : ସାଉଥ୍ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍ଡେଙ୍କ ଅଭିନୀତ ବିଗ୍ ବଜେଟ୍ ଫିଲ୍ମ ‘ରାଧେ ଶ୍ୟାମ’କୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ। ଜାନୁୟାରୀ ୧୪ରେ ଏହା ରିଲିଜ୍ ହେବାର ଥିଲା। ହେଲେ ମହାମାରୀ କରୋନା

ମହାନଦୀରେ ବିଶାଳକାୟ କୁମ୍ଭୀର : ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ମେଟ୍ରୋ ଟିଭି ଓଡିଶା,୨୮/୧ : ମହାନଦୀରେ କୁମ୍ଭୀର । ମଧୁସୂଦନ ସେତୁ ପାଖରେ ଥିବା ବାଲି ପାଖରେ ଶୋଇଛି ବିଶାଳ କୁମ୍ଭୀର । ଦେଖିବାକୁ ମିଳିଛି କଟକ ଜିଲ୍ଲାର ଚୌଦ୍ୱାରରେ । ଯାହାକୁ ନେଇ ଆଖାପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସୂଚନାନୁସାରେ, ଶୁକ୍ରବାର ମହାନଦୀର ମଧୁସୁଦନ

ଭାରତ-ୱେଷ୍ଟଇଣ୍ଡିଜ ସିରିଜରେ ଭାଷ୍ୟକାର ପଦରୁ ବାଦ୍ ପଡିଲେ ରବି ଶାସ୍ତ୍ରୀ

ମେଟ୍ରୋ ଟିଭି ଓଡିଶା,୨୮/୧ : ବିସିସିଆଇ ଆଗାମୀ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ସିରିଜ ପାଇଁ ଜାରି କରିଥିବା ଭାଷ୍ୟକାର ତାଲିକାରେ ରବି ଶାସ୍ତ୍ରୀଙ୍କ ନାଁ ନାହିଁ । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।ଆସନ୍ତା ଭାରତ-ୱେଷ୍ଟଇଣ୍ଡିଜ୍ ସୀମିତ ଓଭର କ୍ରିକେଟ୍ ସିରିଜ ପାଇଁ ବିସିସିଆଇ ପକ୍ଷରୁ ୭ଜଣିଆ