Browsing Tag

#india

ପଶ୍ଚିମାଝଡ ପ୍ରଭାବରେ ଫେବ୍ରୁଆରୀରେ ପୁଣି ବର୍ଷା

ମେଟ୍ରୋ ଟିଭି ଓଡିଶା,୩୧/୧ : ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩ ତାରିଖରୁ ଫେବ୍ରୁଆରୀରେ ବର୍ଷା ସମ୍ଭାବନା । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । । ୪ ଓ ୫ ତାରିଖରେ ବର୍ଷା ପରିମାଣ ବଢ଼ିବ । ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା,

ରାଜ୍ୟରେ ଶହୀଦ ଦିବସ ପାଳିତ

ମେଟ୍ରୋ ଟିଭି ଓଡିଶା,୩୦/୧ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଆଜି ଶହୀଦ ଦିବସ ଏବଂ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଏହି

ବର୍ଷର ପ୍ରଥମ ମନ କି ବାତ୍‌ରେ ପଦ୍ମ ସମ୍ମାନୀ ମାନଙ୍କୁ ମୋଦୀଙ୍କ ପ୍ରଶଂସା

ମେଟ୍ରୋ ଟିଭି ଓଡିଶା,୩୦/୧ : ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ‘ମନ କି ବାତ୍’ରେ ମୋଦୀଙ୍କ ପ୍ରଶଂସା । ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରି କିଛି ଲୋକଙ୍କୁ ପଦ୍ମ ସମ୍ମାନ ଦିଆଯାଉଛି, ଯେଉଁମାନେ କି ବିଶେଷ ପରିଚିତି ପାଇନଥିଲେ ବି ସାଧାରଣ ପରିସ୍ଥିତିରେ ଅସାଧାରଣ କାମ କରିଛନ୍ତି ।

କଚା ବାଦାମ ଗୀତ ଗାଇ ଟ୍ରୋଲ ହେଲେ ରାନୁ ମଣ୍ଡଳ

ମେଟ୍ରୋ ଟିଭି ଓଡିଶା,୩୦/୧ : ସୋସିଆଲ ମିଡିଆରେ ବଙ୍ଗାଳୀ ଗୀତ ‘କଚା ବାଦାମ’ ପୂରା ଛାଇ ଯାଇଛି। ଏହି ଗୀତ ଖୁବ୍ ଟ୍ରେଣ୍ଡରେ ଅଛି। ଅନେକ ସେଲିବ୍ରିଟି ଏବଂ ସାଧାରଣ ଲୋକ ଏହି ଗୀତରେ ଡ୍ୟାନ୍ସ କରି ଏହାର ଭିଡିଓ ସେୟାର କରିଛନ୍ତି। ‘କଚା ବାଦାମ’ ଗୀତକୁ ପଶ୍ଚିମବଙ୍ଗର ବାଦାମ ବିକ୍ରେତା

ପ୍ରଚାର ମୈଦାନରେ ପ୍ରାର୍ଥିନୀଙ୍କ ସହ ବିଧାୟକ

ମେଟ୍ରୋ ଟିଭି ଓଡିଶା,୩୦/୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତରେ ଏବେ ସରଗରମ ଦେଖିବାକୁ ମିଳିଲାଣି। ଯେତେ ପାଖେଇ ଆସୁଛି ନିର୍ବାଚନ,ସେତେ ଗାଁରେ ଘରକୁ ଘର ବୁଲୁଛନ୍ତି ପ୍ରାର୍ଥୀ ପ୍ରାର୍ଥିନୀ । ଆମେ କହୁଛୁ କୁଜଙ୍ଗ ବ୍ଲକର ମଙ୍ଗରାଜପୁର ପଞ୍ଚାୟତରେ ତିନି ସରପଞ୍ଚ

ଡେଲ୍ଟା ନୁହେଁ ଆମେରିକାରେ ଓମିକ୍ରନରେ ଅଧିକ ମୃତ୍ୟୁ

ମେଟ୍ରୋ ଟିଭି ଓଡିଶା,୩୦/୧ : କରୋନା ମହାମାରୀ ଦୁଇବର୍ଷ ଲୋକଙ୍କ ନିଦ ହଜାଇ ଦେଇଥିଲା । ନିଜ ଆତ୍ମୀୟ ଲୋକଙ୍କୁ ବି ଛୁଇଁବା ପାଇଁ ଡର ଲାଗୁଥିଲା । କାରଣ ବାହାରେ ରହୁଥିବା ପରିବାର ବର୍ଗଙ୍କ ଠାରୁ ସାମାଜିକ ଦୂରତା ରଖିବାକୁ ପଡୁଥିଲେ । ସେତେବେ ଲୋକେ ଲକଡାଉନ ସଟଡାଉନରେ ଛନ୍ଦି ହୋଯାଇଥିଲେ ।

୫ ଆତଙ୍କବାଦୀଙ୍କୁ ନିହତ କରିଛି ଜମ୍ମୁ-କାଶ୍ମୀର ସେନା

ମେଟ୍ରୋ ଟିଭି ଓଡିଶା,୩୦/୧ : ଜମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା ମିଳିଛି । ଏନକାଉଣ୍ଟରରେ ୫ ପାକିସ୍ତାନୀ ଆତଙ୍କବାଦୀ ନିହତ କରିଛି ସେନା। ଜମ୍ମୁ-କାଶ୍ମୀରରେ ୧୨ ଘଣ୍ଟାରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏନକାଉଣ୍ଟରରେ ୫ଜଣ ଆତଙ୍କବାଦୀ ମୃତ୍ୟୁ ହୋଇଛି। ବଡଗାମରେ ସୁରକ୍ଷାକର୍ମୀଙ୍କ

ଜଗନ୍ନାଥଙ୍କର କ୍ଷୁଦ୍ରତମ ଚିତ୍ର ଅଙ୍କନ କରି ଅନ୍ତର୍ଜାତୀୟ ରେକର୍ଡସରେ ଶୁବ୍ରଜିତ ପଣ୍ଡା

ମେଟ୍ରୋ ଟିଭି ଓଡିଶା,୩୦/୧ : ଅନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡସରେ ସାମିଲ ହୋଇଛନ୍ତି କଟକ ଜିଲ୍ଲା କହ୍ନେଇପୁରର ଶୁବ୍ରଜିତ ପଣ୍ଡା। କଉଡ଼ି ଉପରେ ବିଶ୍ୱର ସର୍ବକ୍ଷୁଦ୍ରତମ ଶ୍ରୀଜଗନ୍ନାଥ ଅଙ୍କନ କରି ସେ ଏହି ଅନ୍ତର୍ଜାତୀୟ ରେକର୍ଡସରେ ସାମିଲ ହୋଇଛନ୍ତି। ୨.୫ ସେମି ଦୈର୍ଘ୍ୟ ଓ ୧.୪ ସେମି

ବିଶ୍ୱ କୁଷ୍ଠ ନିରାକରଣ ଦିବସ : ରାଜ୍ୟରେ ଅବହେଳିତ ଅବସ୍ଥାରେ କୁଷ୍ଠ ରୋଗୀ

ମେଟ୍ରୋ ଟିଭି ଓଡିଶା,୩୦/୧ : ଆଜି ବିଶ୍ୱ କୁଷ୍ଠ ନିରାକରଣ ଦିବସ । ଏହି ଅବସରରେ ସାରା ବିଶ୍ୱରେ ଏହି ରୋଗକୁ ନେଇ ସଚେତନା କରାଯାଉଥିବା ଜଣାପଡିଛି । ଏଭଳି ସ୍ଥଳେ ଏମ୍‌ଡିଟି ଖାଆନ୍ତୁ କୁଷ୍ଠ ହଟାନ୍ତୁ । କୁଷ୍ଠ ହଟିନି କିନ୍ତୁ ଅବ୍ୟବସ୍ଥା ବଢିଛି । ହେଲେ ଅନେକ ସ୍ଥାନରେ ଏବେବି କୁଷ୍ଠ ରୋଗୀ

ମନେପଡୁଛନ୍ତି ମହାତ୍ମା ଗାନ୍ଧୀ

ମେଟ୍ରୋ ଟିଭି ଓଡିଶା,୩୦/୧ : ସାରା ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେପକାଉଛନ୍ତି । ଦେଶ ପାଇଁ ଗାନ୍ଧୀ ଦେଇଥିଲେ ବଳିଦାନ । ତାଙ୍କର ଏହି ବଳିଦାନ ଆଜି ବି ଲୋକଙ୍କ ମନରେ ଉଜୁପିତ ହୋଇ ରହିଛି । ସେହି ମହାନ ପୁରୁଷରଙ୍କର ଆଜି ଶ୍ରାଦ୍ଧ ଦିବସ । ଭାରତର ସ୍ୱାଧୀନତା