ସ୍ୱର ସାମ୍ରାଜ୍ଞୀ ଲତାଙ୍କ ଜୀବନୀ
ମେଟ୍ରୋ ଟିଭି ଓଡିଶା,୬/୨ : ଆଉ ନାହାନ୍ତି ହିନ୍ଦୀ ସିନେମା ଜଗତର ଲତା ଦିଦି । ୯୨ ବର୍ଷ ବୟସରଙ୍କ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସକାଳେ ତାଙ୍କର ମୃତ୍ୟୁ ଖବର ଜାତୀୟ ଗଣମାଧ୍ୟମରୁ ଜଣାପଡିଛି ।
ଲତା ମଙ୍ଗେସକରଙ୍କ ଜନ୍ମ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟ!-->!-->!-->!-->!-->…