Browsing Tag

#india

ଦେଶର ଶେଷ ଗାଁ ଫଟୋ ଟୁଇଟ କରି ଚର୍ଚ୍ଚାରେ ଆନନ୍ଦ ମହିନ୍ଦ୍ରା

ମେଟ୍ରୋ ଟିଭି ଓଡିଶା,୯/୨ : ସୋସିଆଲ ମିଡିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଟୁଇଟ କରିଥାନ୍ତି । ନିକଟରେ ସେହିଭଳି କିଛି ସେ ମଜାଦାର ଟୁଇଟ କରିଥିବା ଦେଖିବାକୁ ମିଳିଛି । ଗୁରୁବାର ଆନନ୍ଦ

ନିର୍ବାଚନ ଲଢୁଛନ୍ତି ଦିବ୍ୟାଙ୍ଗ ପ୍ରତାପ ଚନ୍ଦ୍ର

ମେଟ୍ରୋ ଟିଭି ଓଡିଶା,୯/୨ : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଗାଁ ଦାଣ୍ଡ ପ୍ରଚାର ସରଗରମ ଦେଖିବାକୁ ମିଳୁଛି । ବିଭିନ୍ନ ଦଳ ର ସମର୍ଥନ, ସରପଞ୍ଚ ଓ ନୋମିନି ପ୍ରାଥୀ ଘର କୁ ଘର ଯାଇଁ ଭୋଟ ମାଗୁଛନ୍ତି । ଆମେ କହଚୁ ନୂଆଗଡ ପଂଚାୟତ କଥା , ତିନି ସରପଞ୍ଚ ପାର୍ଥୀ

ରାଜଧାନୀର ପ୍ରତିଷ୍ଠିତ ହୋଟେଲରେ ସମ୍ପନ୍ନ ହେଲା ରଜା ଝିଅ ବାହାଘର

ମେଟ୍ରୋ ଟିଭି ଓଡିଶା,୯/୨ : ସରିଲା ରଜା ଝିଅ ବାହାଘର । ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିଲେ ଗଜପତିଙ୍କ ଝିଅ। ରାଜଧାନୀର ଏକ ପ୍ରତିଷ୍ଠିତ ହୋଟେଲରେ ସମ୍ପନ୍ନ ହୋଇଛି ରାଜକୀୟ ବାହାଘର। ରାଜାଘର ପରମ୍ପରା ଅନୁଯାୟୀ ଗଜପତି ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ରାଜକୁମାରୀ ଦେବେଶୀ

ପୁଣି ପଡିଆକୁ ଫେରିବେ ଶ୍ରୀସନ୍ଥ , ଖେଳିବେ ରଣଜୀ ଟ୍ରଫି

ମେଟ୍ରୋ ଟିଭି ଓଡିଶା,୯/୨ : ରଣଜୀ ଟ୍ରଫି ସିଜିନ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରଣଜୀ ଟ୍ରଫିରେ ଅନେକ ଜଣାଶୁଣା କ୍ରିକେଟର ପୁଣି ମଇଦାନରେ ଯାଦୁ ଦେଖାଇବାକୁ ଯାଉଛନ୍ତି। ଏଥିରେ ମୁମ୍ବାଇ ଟିମ ଆଜିଜ୍ଞ୍ୟ ରାହାଣେ । ସୂଚନା ଅନୁସାରେ, ରଣଜୀ ଟ୍ରଫି ଜରିଆରେ ଟିମ୍

ପୁଷ୍ପା ଗୀତକୁ ଇଂରାଜୀରେ ଗାଇଲେ ଏମା ହିଷ୍ଟର୍ସ

ମେଟ୍ରୋ ଟିଭି ଓଡିଶା,୯/୨ : ନିକଟରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ପୁଷ୍ପାଙ୍କ କ୍ରେଜ ସାରା ବିଶ୍ବରେ ଚହଳ ପଡିଛି । ଏହି ଫିଲ୍ମ ସହିତ ତା ଗୀତ ଗୁଡିକ ମଧ୍ୟ ସେତେ ହିଟ୍ ହୋଇଛି । ଛୋଟରୁ ବଡ ଯାଏ ସମସ୍ତେ ଗୀତରେ ନାଛିକି ଭିଡିଓ ବନାଉଛନ୍ତି । ଯାହା ସୋସିଆଲ

kl Rahul ଝୁକେଗା ନେହିଁ ପୋଷ୍ଟରେ ଟ୍ରୋଲ ହେଲେ ରାହୁଲ

ମେଟ୍ରୋ ଟିଭି ଓଡିଶା,୯/୨ : ଚଳିତବର୍ଷ ଆଇପିଏଲ୍ ସିଜନରେ ନୂଆ ଟିମ୍ ଲକ୍ଷ୍ମୌ ସୁପରଜିଆଣ୍ଟ ସ୍ଥାନ ପାଇଛି । ଆଉ ଏହି ଟିମ୍ ଦାୟିତ୍ୱ ନେବେ କେଏଲ ରାହୁଲ। ଟିମରେ ରାହୁଲଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋନିସ ଏବଂ ରବି ବିଶ୍ନୋଇ ରହିଛନ୍ତି । ଆସନ୍ତା ଶନିବାର ଓ ରବିବାର

ଆଜି ପୁରୀ ଗଜପତିଙ୍କ ଝିଅ ବାହାଘର

pic credit-odisha news in english ମେଟ୍ରୋ ଟିଭି ଓଡିଶା,୯/୨ : ଆଜି ରାଜା ଝିଅ ବାହାଘର । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନଝିଅ ରାଜକୁମାରୀ ଦେବେଶୀ ଦେବୀଙ୍କ ବାହାଘର । ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ରାଜକୀୟ ରୀତିନୀତିରେ ବାହାଘର ହେବ । ବର୍ଦ୍ଧମାନ ରାଜାଙ୍କ

ରାମ ସେତୁର ଭାସମାନ ପଥରରେ ନିର୍ମାଣ ହେବ ଘର ଓ ବିଜ୍ର

ମେଟ୍ରୋ ଟିଭି ଓଡିଶା,୯/୨ : ଉଜ୍ଜୟିନୀର ବିକ୍ରମ ବିଶ୍ୱବିଦ୍ୟାଳୟ ନିକଟରେ ରାମ ଚରିତ ମାନସ ବିଜ୍ଞାନ ନାମରେ ଏକ ସାର୍ଟିଫିକେଟ୍ ପାଠ୍ୟକ୍ରମ ଆରମ୍ଭ କରିଛି । ଅନୁସନ୍ଧାନରେ କୁହାଯାଇଛି ତାହା ଉପରେ ଗବେଷଣା କରାଯିବ। ରାମ ସେତୁ ପଥର ଉପରେ ଚାଲିଛି ଗବେଷଣା । ଯଦି ସେହି ପଥର ଗୁଡିକର ଗଠନ

କଟକରେ ଉଦ୍‌ଘାଟନ ହେଲା ଆମ ସାହି ଲାଇବ୍ରେରୀ

ମେଟ୍ରୋ ଟିଭି ଓଡିଶା,୯/୨ : କମିଶନରେଟ ପୋଲିସ ପକ୍ଷରୁ କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଆମ ସାହି ଲାଇବ୍ରେରି । ପୋଲିସ କମିଶନର ଏହି ଉଦ୍‌ଘାଟନୀ ଉତ୍ସବ ରେ ଯୋଗଦେଇ ଏହି ଲାଇବ୍ରେରୀ କୁ ଉଦ୍‌ଘାଟନୀ କରିଥିଲେ। ପିଲା ମାନଙ୍କ ମଧ୍ୟରେ ପଢିବାର ଆଗ୍ରହ ଓ ଶିକ୍ଷାର ବ୍ୟାପକତା

ଆହତ ଯୁବକଙ୍କୁ ବଞ୍ଚାଇ ଚର୍ଚ୍ଚାରେ ସୋନୁ ସୁଦ

ମେଟ୍ରୋ ଟିଭି ଓଡିଶା,୯/୨ : ଅଭିନେତା ସୋନୁ ସୁଦ ନିଜର ସାମାଜିକ କାମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ନିଜର ସାମାଜିକ କାମ ପାଇଁ ଭିଡିଓ ଭାଇରଲ ହୋଇଥାଏ। ଠିକ୍ ଏପରି ଏକ କାମ ପାଇଁ ପୁଣି ଥରେ ପ୍ରଶଂସା ସାଉଁଟିଛନ୍ତି ସୋନୁ ସୁଦ। କାର ଦୁର୍ଘଟଣାରେ ଆହତ