Browsing Tag

#india

ସନ୍‌ବର୍ଣ୍ଣ କଷ୍ଟରୁ ମୁକ୍ତି ଦେବ ୫ଟି ଘରୋଇ ଉପଚାର

ମେଟ୍ରୋଓଡିଶା(୧୩.୩.୨୦୨୨): ଖରାଦିନେ ସାଧାରଣତଃ ଲୋକମାନେ ସନ୍‌ବର୍ଣ୍ଣ ସମସ୍ୟାର ସାମ୍ନା କରନ୍ତି। ଯଦିଓ ଏବେ ବର୍ଷା ଋତୁ ଚାଲିଛି, ତଥାପି କିଛି ଲୋକ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ତେବେ ଏହାକୁ ନେଇ ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ସନ୍‌ବର୍ଣ୍ଣ ଯୋଗୁ ହେଉଥିବା କଷ୍ଟକୁ