Browsing Tag

#india

ଆଜି ଠାରୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଆସିବେ। ଗସ୍ତ ଅବସରରେ ସେ ନବମୀ ଓ ଦଶମୀରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି। ଏଥିସହ ଦଶହରା ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧୨ ଶନିବାର ଅପରାହ୍ନ…

ମାଲବାହୀକୁ ଧକ୍କା ଦେଲା ବାଗମତୀ ଏକ୍ସପ୍ରେସ୍‌

ତାମିଲନାଡ଼ୁର ତିରୁବଲ୍ଲୁରରେ ଆଜି ରାତିରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ବିହାରର ଦରଭଙ୍ଗା ଯାଉଥିବା ବାଗମତୀ ଏକ୍ସପ୍ରେସ୍ (୧୨୫୭୮) ସହ ମାଲବାହୀ ଟ୍ରେନ୍‌ର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଗମତୀ ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ ହେବା ସହ  ଦୁଇଟି ବଗିରେ ନିଆଁ ଲାଗିଯାଇଛି।…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ କିଏ ହେଲେ ଉପ ଅଧିନାୟକ ?

ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି।  ବାଂଲାଦେଶ ସହ ବିଜୟ ପରେ ଟିମ୍ ଭାରତ ଏବେ ଭଲ ଫର୍ମରେ ରହିଛି  । ୧୫ ଜଣିଆ ଟିମରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି।  ବାଂଲାଦେଶ…

ମୋଦି ଦାନ ଦେଇଥିଲେ ଚୋର ନେଇଗଲେ ମା ଦେବୀ କାଳୀଙ୍କର ମୁକୁଟ

ବାଂଲାଦେଶରେ ହିନ୍ଦୁ ମନ୍ଦିରରେ କଣ ସବୁ ଚାଲିଛି ତାକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିଛି । ହିନ୍ଦୁ ଦେବାଦେବୀ ମନ୍ଦିର ଆକ୍ରମଣ ବାରମ୍ବାର ହେଉଛି । ମୂର୍ତ୍ତି ଭଂଗା ଯାଉଥିବା ବେଳେ ମନ୍ଦିର ଭଂଗାଯାଉଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ମନ୍ଦିରର ମା କାଳୀଙ୍କୁ ସୁନାର ମୁକୁଟ…

ତାମିଲନାଡ଼ୁରେ ରେଳ ଦୁର୍ଘଟଣା:୨ ବଗିରେ ନିଆଁ, ୧୨ ବଗି ଲାଇନ୍‌ଚ୍ୟୁତ

ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୨୫୭୮) ଚେନ୍ନାଇ ଡିଭିଜନର କବରାରାପେଟ୍ଟାଇଠାରେ ଲାଇନଚ୍ୟୁତ ହୋଇଛି। ଲାଇନଚ୍ୟୁତ ହେବା ପରେ ଟ୍ରେନଟି ଅଟକି ରହିଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା।  ଏହି ଧକ୍କା ପରେ ୫ଟି ବଗି ଲାଇନଚ୍ୟୁତ ହେବା ସହ କେତେକ ବଗିରେ ନିଆଁ…

ରାଉରକେଲାରେ ରାମ ଦୋଳି ଛିଡ଼ି ପଡ଼ିଲା

ଶାରଦୀୟ ଦୁର୍ଗାପୂଜା ପାଇଁ ଇସ୍ପାତନଗରୀ ‘ରାଉରକେଲା’ ଉତ୍ସବମୁଖର ହୋଇ ଉଠିଥିବାବେଳେ ଏକ ଅଘଟଣ ଘଟିଛି । ପରିବାରର ସ୍ବାମୀ, ସ୍ତ୍ରୀ ଏବଂ ୧୨ ବର୍ଷର ଝିଅ ଦୁର୍ଗାପୂଜା ମେଳା ଦେଖି ବାହାରିଥିଲେ। ସନ୍ଧ୍ୟାରେ ଟେଲିଫୋନ୍‌ ଭବନରେ ମିଆଁମାର ବୁଦ୍ଧ ମନ୍ଦିର ତୋରଣ ଦେଖିଥିଲେ। ତାପରେ ମାଆଙ୍କ…

ଏୟାର ଇଣ୍ଡିଆ ବିମାନ ଦୁଇ ଘଣ୍ଟା ଚକର କାଟିବା ପରେ ସୁରକ୍ଷିତ ଲ୍ୟାଣ୍ଡି କଲା ବିମାନ

ମଝି ଆକାଶରେ ବାଜି ଲାଗିଥିଲା ଜୀବନ। ତ୍ରିଚି ବିମାନ ବନ୍ଦରରୁ ଶାରଜାହ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖାଦେବାରୁ ମଝି ଆକଶରେ ଦୁଇ ଘଣ୍ଟା ଚକର କାଟିଥିଲା ବିମାନ। ସୂଚନା ଅନୁଯାୟୀ, ବିମାନରେ ଥିବା ହାଇଡ୍ରୋଲିକ ବ୍ୟବସ୍ଥା କାର୍ଯ୍ୟ କରୁନଥିଲା । ପାଇଲଟ ବିମାନବନ୍ଦର…

ନିହୋନ ହିଡ଼ାନକିୟୋଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଜାପାନର ସଂଗଠନ ନିହୋନ ହିଡ଼ାନକିୟୋ 2024 ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଜିତିଛି । ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ବୋମା ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଦେଖାଶୁଣା ସୁନିଶ୍ଚିତ କରୋ ପରମାଣୁ ଅସ୍ତ୍ର ଆଉ ଯେମିତି ବ୍ୟବହାର ନହୁଏ ସେ ଦିଗରେ ଏହି ଜାପାନୀ…

ତୋପ ଗୋଳା ବିସ୍ଫୋରଣ ହେବାରୁ ଦୁଇ ଜଣ ଅଗ୍ନିବୀରଙ୍କ ମୃତ୍ୟୁ

ନାଶିକ ମିଲିଟାରୀ ସେଣ୍ଟରରେ ନିୟମିତ ତାଲିମ ସମୟରେ ବିସ୍ଫୋରଣ ଯୋଗୁ ଦୁଇଜଣ ଅଗ୍ନିବୀରଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡିଛି। ଲାଇଭ ଫାୟାର ଆର୍ଟିଲରିଅଭ୍ୟାସ ସମୟରେଏହି ଦୁର୍ଘଟଣା ଘଟିଛି।ଏହି ବିସ୍ଫୋରଣ ଘଟିଥିଲା ଯେତେବେଳେ ସୈନିକମାନେ ଆର୍ଟିଲିରିରୁ ଗୁଳି ଚଳାଇବା ଅଭ୍ୟାସ କରୁଥିଲେ,…

ହିନ୍ଦୁମାନଙ୍କୁ ଏକଜୁଟ ହେବାକୁ ଆହ୍ଵାନ ଦେଲେ ଗିରିରାଜ ସିଂ

ବିଜେପିର ଫାୟାରବ୍ରାଣ୍ଡ ନେତା ତଥା ବେଗୁସରାଇ ସାଂସଦ ଗିରିରାଜ ସିଂ ୧୮ ଅକ୍ଟୋବର ୨୦୨୪ରୁ ବିହାରରେ ହିନ୍ଦୁ ସ୍ୱାଭିମାନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟ ୧୮ ଅକ୍ଟୋବରରେ ଭାଗଲପୁରରୁ ଆରମ୍ଭ ହୋଇ ୨୨ ଅକ୍ଟୋବରରେ କିଶାନଗଞ୍ଜରେ ଶେଷ ହେବ | କେନ୍ଦ୍ର…