Browsing Tag

#india

ଆଜି ନାମାଙ୍କନ ଭରିବେ ୪ ବିଜେଡି ପାର୍ଥୀ…

ମେଟ୍ରୋ ଟିଭି ଓଡିଶା (୩୧.୫.୨୦୨୨ ) ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡିର ୪ ପାର୍ଥୀ । ଜୁନ୍ ୨ ତାରିଖ ନାମାଙ୍କନ ପାଇଁ ଶେଷ ତାରିଖ ଥିବା ବେଳେ ଆଜି ନାମାଙ୍କନ ଭରିବେ । ବିଜେଡିର ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ନାମାଙ୍କନ

ଜୁନ ୧ରୁ ସପ୍ତାହକୁ ୪ ଦିନ କାମ କରିବେ କର୍ମଚାରୀ: ଜାଣନ୍ତୁ କେଉଁଠି ଲାଗୁ ହେବ ଏହି ନିୟମ

ମେଟ୍ରୋ ଟିଭି ଓଡିଶା (୩୦.୫.୨୦୨୨ ) ସପ୍ତାହକୁ ୪ ଦିନ କାମ କରିବା ଫର୍ମୁଲାକୁ ନେଇ ଅନେକ ଦେଶ ଆଲୋଚନା ଜାରି ରଖିଛନ୍ତି । ଏହାକୁ ଫୋର ଡେ ୱାର୍କ ୱିକ ବୋଲି କୁହାଯାଏ । ତେବେ ଆସନ୍ତା ଜୁନ ୧ ତାରିଖରୁ ଏହି ଫର୍ମୁଲା ଆପଣେଇବ ବ୍ରିଟେନ । ଦେଶର ମୋଟ ୬୦ ବଡ କମ୍ପାନୀ ଏହି ଦିନରୁ ୪ ଦିନିଆ

ଭାଷା ବିବିଧତା ଆମକୁ ଏକତ୍ର କରିଛି : ମୋଦୀ

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍‍ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶର ବିବିଧତା ଆମ ସମସ୍ତଙ୍କୁ ଏକତ୍ର କରିବା ସହ ମଜଭୁତ କରିଛି। ସେ କର୍ଣ୍ଣାଟକରେ ପଢ଼଼ୁଥିବା ୧୦ମ ଶ୍ରେଣୀର ଛାତ୍ରୀ କଳ୍ପନା ବିଷୟରେ କହିବାକୁ ଯାଇ ତାଙ୍କ ଏକ

୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ବ୍ୟାଙ୍କ ସହ ଜଡ଼ିତ ଅଧିକାଂଶ କାମ ଆଜିକାଲି ଅନଲାଇନରେ ହେଉଛି । କିନ୍ତୁ ଏପରି କିଛି କାମ ରହିଛି, ଯେଉଁଥିପାଇଁ ଆପଣଙ୍କୁ ବେଳେବେଳେ ବ୍ୟାଙ୍କ ଯିବାକୁ ପଡିଥାଏ । ଯଦି ଆପଣ ଜୁନ ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ ପାଇଁ ବ୍ରାଞ୍ଚ ଯିବାକୁ ଯୋଜନା

ଆଇପିଏଲ ଫାଇନାଲ ଦେଖିବାକୁ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ଆଇପିଏଲ୨୦୨୨ର ଫାଇନାଲ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଏହି ମୁକାବିଲକୁ ଦେଖିବା ଲାଗି ଲକ୍ଷାଧିକ ପ୍ରଶଂସକଙ୍କ ଭିଡ଼ ଷ୍ଟାଡିୟମରେ ଦେଖିବାକୁ ମିଳିବ। ଏହବାଦ୍

ନେପାଳରେ ବିମାନ ନିଖୋଜ

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ନେପାଳରେ ଆଜି ଏକ ବିମାନ ନିଖୋଜ ହୋଇଯାଇଛି। ସେଥିରେ ୨୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଥିବା ସୂଚନା ମିଳିଛି | ସୂଚନା ଅନୁସାରେ- ଘରୋଇ ବିମାନ ତାରା ୯ ଏନଏଇଟି ସହ ବିମାନବନ୍ଦରର ସମ୍ପର୍କ ହୋଇପାରୁନି । ବିମାନରେ କ୍ରୁ ମେମ୍ବର

୩୧ରେ ଚାଷୀଙ୍କୁ ମିଳିବ ଟଙ୍କା

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ଆସନ୍ତା ୩୧ରେ ଚାଷୀଙ୍କୁ ମିଳିବ ପିଏମ୍ କିଶାନ ଟଙ୍କା। ପିଏମ୍ କିଶାନ୍ ସମ୍ମାନ ନିଧିର ଏକାଦଶ କିସ୍ତି ଅର୍ଥ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଚାଷୀଙ୍କ ଆକାଉଣ୍ଟଙ୍କୁ ୨୧ ହଜାର କୋଟି ଟଙ୍କା ବଣ୍ଟନ ନେଇ ପିଏମ୍ଓ ସୂଚନା ଦେଇଛି। ମିଳିଥିବା ସୂଚନା

ମୟୁର ଅଣ୍ଡା ସହ ଲାଗିବା ଯୁବତୀଙ୍କୁ ପଡିଗଲା ମହଙ୍ଗା, ଭାଇରାଲ ଭିଡିଓ

ମେଟ୍ରୋ ଟିଭି ଓଡିଶା (୨୭.୫.୨୦୨୨) ମଣିଷ ହୁଅନ୍ତୁ କି ପଶୁ ପକ୍ଷୀ । ଗୋଟିଏ ମା ତା ଛୁଆର ସୁରକ୍ଷା ପାଇଁ କିଛି କରିବାକୁ ସାହସ ରଖିଥାଏ । ଛୁଆର ମଙ୍ଗଳ ପାଇଁ ଜୀବନ ଦେବାକୁ କୁଣ୍ଠାବୋଧ କରେନି । ଆଉ ଦରକାର ପଡିଲେ ଦୁନିଆର ସବୁ ଶକ୍ତି ସହ ଲଢିଯିବାର ସାହସ ରଖିଥାଏ ଗୋଟିଏ ମାଆ । ସେହିଭଳି