Browsing Tag

#india

ମେ’ରେ ଜିଏସ୍‌ଟି ଆଦାୟ ୧, ୪୦, ୮୮୫ କୋଟି

ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨) ଦେଶରେ ଜିଏସ୍‌ଟି ରାଜସ୍ୱ ଆଦାୟ ପରିମାଣ ବୃଦ୍ଧି ପାଇଛି । ଗତ ମେ’ ମାସରେ ମୋଟ ଜିଏସ୍‌ଟି ରାଜସ୍ୱ ଆଦାୟ ପରିମାଣ ୧, ୪୦, ୮୮୫ କୋଟି ଟଙ୍କା ହୋଇଛି । ସେଥିରୁ ସିଜିଏସ୍‌ଟି ୨୫, ୦୩୬ କୋଟି ଟଙ୍କା ହୋଇଥିବାବେଳେ ଏସଜିଏସ୍‌ଟି ୩୨, ୦୦୧ କୋଟି ଓ

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨) ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ପୁରୀ ପୌର ସଦନରେ ପ୍ରସ୍ତୁତି ବୈଠକ ବସିଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ଏଥିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ସୂଚନା ଓ

ଫାଇଭ-ଟି ହାଇସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨) ଫାଇଭ-ଟି ହାଇସ୍କୁଲ ରୂପାନ୍ତରଣ ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖିବ ଓଡ଼ିଶା | ଆଜି ରାଜ୍ୟର ୫ ଜିଲ୍ଲାରେ ୫୩୨ଟି ସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ସାଢେ ୫ଟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ

ବାରବାଟୀରେ ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨) ବାରବାଟୀ ଷ୍ଟାଡିୟମରେ ହବାକୁ ଥିବା ଟି-୨୦ ମ୍ୟାଚ୍‌ ବନ୍ଦ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି । ଢେଙ୍କାନାଳ ଜିଲ୍ଲା ଭୁବନର ଜନୈକ ବ୍ୟକ୍ତି ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଟି-୨୦ ମ୍ୟାଚ ବନ୍ଦ କରିବାକୁ ହାଇକୋର୍ଟରେ ଜନ ସ୍ୱାର୍ଥ

କମିଲା ଏଲପିଜି ଦର

ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨) ଆଜିଠାରୁ ୧୯ କେ.ଜି. ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ହ୍ରାସ ପାଇଛି । ଦେଶର ତୈଳ ବିପଣନକାରୀ କମ୍ପାନି ସବୁ ଏହି ଘୋଷଣା କରିଛନ୍ତି | ସୂଚନା ଅନୁସାରେ, ଆଜିଠାରୁ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଆଗ ଅପେକ୍ଷା ୧୩୫ ଟଙ୍କା କମିଛି।

ଜୁନ ମାସରେ ଓଡିଶାରେ ପ୍ରବଳ ଛେଚିବ

ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨ ) ଚଳିତ ବର୍ଷ ଜୁନ୍ ମାସରେ ଓଡ଼ିଶାରେ ଅଧିକ ବର୍ଷା ହେବ । ଏପରିକି ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ

ଚାଷୀଙ୍କୁ ମିଳିଲା ପିଏମ୍ କିଷାନ ଯୋଜନାର ୧୧ କିସ୍ତି ଟଙ୍କା

ମେଟ୍ରୋ ଟିଭି ଓଡିଶା (୩୧.୫.୨୦୨୨ ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିମଳା ଗସ୍ତରେ ଯାଇ ଦେଶର ଅଭାବୀ ଚାଷୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଆଜି ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ୮ ବର୍ଷ

ବ୍ରାଜିଲରେ ବନ୍ୟା, ଭୂ-ସ୍ଖଳନ,୯୧ ମୃତ୍ୟୁ,୨୪ ନିଖୋଜ

ମେଟ୍ରୋ ଟିଭି ଓଡିଶା (୩୧.୫.୨୦୨୨ ) ବ୍ରାଜିଲରେ ବନ୍ୟା ଓ ତତ୍ ଜନିତ ଭୂ-ସ୍ଖଳନ ମୃତ୍ୟୁ ସଂଖ୍ୟା ୯୧କୁ ପାଇଛି। ଏହି ସୂଚନା ପେରନୋମବୁକୋ ରାଜ୍ୟର ଅଧିକାରୀମାନେ ଦେଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ଏବେବି ୨୪ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସରକାରୀ ବୟାନ ଅନୁସାରେ ରାଜ୍ୟ

ଜୁନ୍‍ ରେ ଭଲ ବର୍ଷା

ମେଟ୍ରୋ ଟିଭି ଓଡିଶା (୩୧.୫.୨୦୨୨ ) ଅସହ୍ୟ ଗରମ ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସମସ୍ତେ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଏବେ ବର୍ଷାକୁ ନେଇ ଆଶ୍ୱସ୍ତିକର ଖବର ମିଳିଛି । ଜୁନ୍‍ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ | ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ

ମରାମତି ହେବ ସ୍ନାନବେଦୀ

ମେଟ୍ରୋ ଟିଭି ଓଡିଶା (୩୧.୫.୨୦୨୨ ) ଆସନ୍ତା ୧୪ ତାରିଖରେ ସ୍ନାନ ପୂର୍ଣ୍ଣିମା | ଏହା ପୂର୍ବରୁ ମରାମତି ହେବ ସ୍ନାନବେଦୀ । ଏଥିପାଇଁ ଏଏସଆଇ ସହ ଆଜି ଆଲୋଚନା ହୋଇଛି। ଖୁବଶୀଘ୍ର ମରାମତି ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ସେହିପରି ବିଶ୍ଵ