Browsing Tag

#india

ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ 

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଁଚିଛନ୍ତି । ବିମାନବନ୍ଦରରେ ପହଁଚିବା ପରେ ତାଙ୍କୁ ବିଜେପି ପକ୍ଷରୁ ଜୋରଦାର ସ୍ବାଗତ କରାଯାଇଛି । ପ୍ରଥମେ ରାଜ୍ୟ ଅତିଥି ଭବନରେ ବିଜେପି ନେତାଙ୍କୁ ଭେଟିଛନ୍ତି । ସେଠାରେ ବିଜେପି ବିଧାୟକ ଏବଂ ସାଂସଦମାନେ

ମୁଖ୍ୟମନ୍ତ୍ରୀଙ୍କ ଦ୍ବିତୀୟ ବାହାଘର : ଭୋଜିର ମେନୁ ଭାଇରାଲ

 ମୁଖ୍ୟମନ୍ତ୍ରୀ ମାନ୍ ଦ୍ବିତୀୟ ଥର ପାଇଁ ବିବାହ କରିଛନ୍ତି । ପୁଣି ମାନଙ୍କ ଦେହରେ ହଳଦୀ ଲାଗିଛି । ପଂଜାବୀ ରୀତି ନୀତିରେ ହାତଗଣ୍ଠି ପଡିଛି । ବାହାଘର ହୋଇଛି । ଚଣ୍ଡିଗଡ଼ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦ୍ବିତୀୟ ଥର ପାଇଁ ବିବାହ ଅନୁଷ୍ଠିତ ହୋଇଛି । ବିବାହରେ ଦିଲ୍ଲୀ

ବିଶ୍ବ ଚକୋଲେଟ୍ ଡେରେ ଚକୋଲେଟ ଖାଆନ୍ତୁ

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଆଜି ବିଶ୍ବ ଚକୋଲେଟ ଡେ । ଆଜିର ଦିନରେ ଚକୋଲେଟ ଖାଇବାର ଉପକାର ବିଷୟରେ ଆପଣ ନିହାତି ଜାଣିବା କଥା । ଆଜିକାଲି ଜୀବନରେ ମଣିଷ ଏତେ ଚିନ୍ତାରେ ରହୁଛି ଯେ ସ୍ବାସ୍ଥ୍ୟର ଯନ୍ତ୍ର ନେବା ଭୁଲି ଯାଉଛି ଏଭଳି ଷ୍ଟ୍ରେସରେ ରହୁଥିବା ମଣିଷ ପାଇଁ ଚକୋଲେଟ

ଆସୁଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁ

ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଆସୁଛନ୍ତି ଓଡ଼ିଶା । ଓଡ଼ିଶା ଗସ୍ତବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜୋରଦାର ସ୍ବାଗତ ପାଇଁ ଅପେକ୍ଷାରେ ଅଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ରାଜ୍ୟ ଅତିଥି ଭାବେ ଦ୍ରୈାପଦୀ

କାଶୀବାସୀଙ୍କୁ ୧୮୦୦ କୋଟି ପ୍ରକଳ୍ପର ଉପହାର ଦେବେ ମୋଦି

୧୮୦୦ କୋଟି ପ୍ରକଳ୍ପର ଉପହାର ଦେବେ ମୋଦି । ଉତ୍ତର ପ୍ରଦେଶ ଆଜି ଗସ୍ତ କରିବା ବେଳେ ଏହି ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି । ବିଧାନସଭା ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ କ୍ଷେତ୍ର ବାରାଣସୀକୁ ପ୍ରଥମ ଥର ପାଇଁ ଆଜି ଗସ୍ତ କରୁଛନ୍ତି । ଏହି ଗସ୍ତକାଳରେ

ଆଜି ବି ପ୍ରବଳ ବର୍ଷିବ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ କଟକ ଓ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଜି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପନ୍ତ ଟେଷ୍ଟରେ ପଞ୍ଚମ ସ୍ଥାନକୁ ଡେଇଁଲେ

ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାର ସମାପ୍ତି ପରେ ୱିକେଟ୍‌ରକ୍ଷକ ଋଷଭ ପନ୍ତଙ୍କୁ ମିଳିଛି ବଡ଼ ସଫଳତା । ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍‌ର ପ୍ରଥମ ପାଳିରେ ୧୪୬ ଏବଂ ଦ୍ବିତୀୟ ପାଳିରେ ୫୭ ରନ୍‌ କରିଥିବା ପନ୍ତ୍‌ ବୁଧବାର ପ୍ରକାଶିତ ବ୍ୟାଟର୍‌ଙ୍କ ମାନ୍ୟତାରେ ପଞ୍ଚମ ସ୍ଥାନକୁ ଲମ୍ଫ

ଆଶ୍ରିତାଙ୍କ ବୟ ଫ୍ରେଣ୍ଡଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଏମ୍‌ସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ଆଶ୍ରିତାଙ୍କ ବୟଫ୍ରେଣ୍ଡକୁ ଗିରଫ କଲା କମିଶନରେଟ ପୁଲିସ । ଆଶ୍ରିତାଙ୍କ ସୁଇସାଇଡ୍ ନୋଟକୁ ଭିତ୍ତି କରି ତାଙ୍କୁ ଗିରଫ କରିଛି ପୁଲିସ । ଗତକାଲି ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାରର

ଆସିଲା ନୂଆ ସୌର ଚୁଲା : ରାତିରେ କରିପାରିବେ ରୋଷେଇ

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଗ୍ୟାସ ଦର ବଢ଼ିଲେ ଆଉ ସମସ୍ୟା ନାହଁ । ବଜାରକୁ ଆସୁଛି ଏମିିତି ସୈାର ଚୁଲା ଯାହା ଦ୍ବାରା ମେଘୁଆ ପାଗ ହେଉ କି ରାତି , ସବୁ ସମୟରେ ଆପଣ ରୋଷେଇ କରିପାରିବେ । ଚା ତିଆରି କରିପାରିବେ । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଏହି ସୌର ଚୁଲା ପ୍ରସ୍ତୁତ କରି

ବଢ଼ିଲା ଏଲପିଜି ସିଲିଣ୍ଡର ଦର

ମେଟ୍ରୋ ଟିଭି ଓଡିଶା (୬.୭.୨୦୨୨) କିଛି ଦିନର ବ୍ୟବଧାନ ପରେ ପୁଣି ଘରୋଇ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି ।୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ୫ କେଜିର ଛୋଟ ସିଲିଣ୍ଡରର ଦାମ ୧୮ଟଙ୍କା ବୃଦ୍ଧି କରାଯାଇଛି । ବର୍ତ୍ତମାନର ଦରବୃଦ୍ଧି ଯୋଗୁ