Browsing Tag

#india

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସୁଛନ୍ତି

ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନ ବନ୍ଦରରେ ଆସନ୍ତାକାଲି ରାତିରେ ପହଞ୍ଚିବା ପରେ ସେ ରାତ୍ରିଯାପନ କରିବେ। ଅଗଷ୍ଟ ୮ ତାରିଖ ଶ୍ରାବଣ ମାସ ଶେଷ ସୋମବାର ସକାଳ ସମୟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ଶାହ । କଟକ ଠାରେ ଥିବା ନେତାଜୀ ସୁବାଷ

ଯୋଗୀଙ୍କ ରାକ୍ଷୀପୂର୍ଣ୍ଣିମା ଭେଟି

ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ଉତ୍ତରପ୍ରଦେଶ ମହିଳାଙ୍କୁ ଯୋଗୀ ସରକାରଙ୍କ ବଡ ଭେଟି । ରାକ୍ଷୀପୂର୍ଣ୍ଣିମାରେ ଉତ୍ତରପ୍ରଦେଶ ମହିଳାଙ୍କ ପାଇଁ ସରକାରୀ ବସରେ ମାଗଣା ଯାତ୍ରା ପାଇଁ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ଅଥାର୍ତ ରାକ୍ଷୀ ପୂର୍ଣ୍ଣିମା ଦିନ ଉତ୍ତରପ୍ରଦେଶରେ ମହିଳା ମାନେ ବିନା

ଉପରାଷ୍ଟ୍ରପତି ପାଇଁ ଚାଲିଛି ମତଦାନ

 ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ଚାଲିଛି। କେବଳ ସଂସଦର ଲୋକସଭା ଏବଂ ରାଜ୍ୟସଭା ସଦସ୍ୟ ଭୋଟ୍ ଦେଇ ଦେଶର ନୂଆ ଉପରାଷ୍ଟ୍ରପତି ନିର୍ବାଚିତ କରିବେ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଓ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କୁ ଭୋଟ ଦେଉଛନ୍ତି ସଦସ୍ୟମାନେ । ପ୍ରଥମେ

ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଉଦୟ ଉମେଶ ଲଲିତ୍

ଭାରତୀୟ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନ ଭି ରମନ୍ନାଙ୍କ କାର୍ଯ୍ୟକାଳ ଚଳିତମାସ ୨୬ ତାରିଖରେ ସମାପ୍ତ ହେବାକୁ ଯାଉଛି । ତାଙ୍କ ପରେ ତାଙ୍କର ଉତ୍ତରାଧିକାରୀ ଭାବେ ସେ ଜଷ୍ଟିସ ୟୁ ୟୁ ଲଲିତଙ୍କ ନାମ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିଛନ୍ତି । ଏହି କ୍ରମରେ ଜଷ୍ଟିସ

ବଢ଼ିଲା ରେପୋ ରେଟ୍

ରେପୋରେଟ ବୃଦ୍ଧି କରିଲା ଆରବିଆଇ। ମୁଦ୍ରାସ୍ପୀତି ଚାପକୁ ଦୂର କରିବା ପାଇଁ ରିର୍ଜବ ବ୍ୟାଙ୍କ ଅଫ ଇଣ୍ଡିଆ ଶୁକ୍ରବାର ଦିନ ପଲିସି ରେପୋ ହାରକୁ ବୃଦ୍ଧି କରିଛନ୍ତି । ସୁଧହାର ବୃଦ୍ଧି ସହିତ ଏହା ତୃତୀୟ ବୃଦ୍ଧି ଅଟେ। ରେପୋ ରେଟରେ ୫୦ ବେସିକ ପଏଣ୍ଟ ବୃଦ୍ଧି କରାଯାଇଛି । ଯାହାଫଳରେ ରେପୋ ରେଟ

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ

ଆଗାମୀ ଉପ-ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ବିଜୟୀ ହେବା ସୁନିଶ୍ଚିତ । କାରଣ ଏନଡିଏ ପାଖରେ ବହୁମତ ରହିଛି । ତେବେ ମିଳିତ ବିରୋଧୀ ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ ବଢ଼ୁଛି । ଏବେ ଟିଆରଏସ ତାର ସମର୍ଥନ ଜଣାଇଛି । ଟିଆରଏସ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ

ଲମ୍ବଡିଆଁରେ ରୌପ୍ୟ ଜିତିଲେ ଶ୍ରୀଶଙ୍କର:ଭାରତକୁ ମୋଟ୍‌ ୨୦ ପଦକ

ପୁରୁଷ ବର୍ଗ ଲଙ୍ଗ ଜମ୍ପ ଇଭେଣ୍ଟରେ ଶ୍ରୀଶଙ୍କର ପଦକ ଜିତି ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ପୁରୁଷ ଭାବେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଲଙ୍ଗ ଜମ୍ପ ଇଭେଣ୍ଟ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାକୁ ମିଶାଇ ଚଳିତ ପ୍ରତିଯୋଗିତାରେ ଭାରତକୁ ମୋଟ୍‌ ୨୦ ପଦକ ମଳିଛି । ଯୋଗ୍ୟତା

ସିସିପିଏର ଆମାଜନ୍‌କୁ ଲକ୍ଷେ ଟଙ୍କାର ଜରିମାନା ତଲବ

ସିସିପିଏ ଦେଶରେ ଉପଭୋକ୍ତା ସୁରକ୍ଷା ପରିଦୃଶ୍ୟ ଉପରେ କ୍ରମାଗତ ଭାବେ ନଜର ରଖିଛି । ନିକଟରେ, ସିସିପିଏ ସମସ୍ତ ଇ – କମର୍ସ ପ୍ଲାଟଫର୍ମକୁ ଡ୍ରଗ୍ସ ଏବଂ କସମେଟିକ୍ସ ନିୟମର ଅନୁସୂଚୀ ଇ (୧)ରେ ତାଲିକାଭୁକ୍ତ ସାମଗ୍ରୀକୁ ନେଇ ଆୟୁର୍ବେଦିକ, ସିଦ୍ଧ ଏବଂ ୟୁନାନୀ ଔଷଧ

ପୁରୀ- ଦୀଘା ଏକ୍ସପ୍ରେସ ଓ ପୁରୀ- ହାୱଡା ଶତାବ୍ଦୀ ଏକ୍ସପ୍ରେସ ପୁଣି ଆରମ୍ଭ କରିବ ଚଳାଚଳ

ଦକ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷ ଏହି ଟ୍ରେନଗୁଡିକର ସେବା ପୁଣି ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନିମ୍ନପ୍ରଦତ୍ତ ସୂଚୀ ଅନୁଯାୟୀ ଏହି ସେବା ଆରମ୍ଭ ହେବା । ୨୨୮୯୦/୨୨୮୮୯ ପୁରୀ-ଦୀଘା-ପୁରୀ ସାପ୍ତାହିକ ଏକ୍ସପ୍ରେସ ଅଗଷ୍ଟ ୬,୨୦୨୨ରୁ ପୁରୀ ଠାରୁ ଓ ଅଗଷ୍ଟ ୭,୨୦୨୨ରୁ

ଜଷ୍ଟିସ ୟୁୟୁ ଲଲିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ଜଷ୍ଟିସ ଉଦୟ ଉମେଶ ଲଲିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ଜଷ୍ଟିସ ୟୁୟୁ ଲଲିତଙ୍କୁ ଉତ୍ତରାଧିକାରୀ ଭାବେ ଚୟନ କରିଛନ୍ତି ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା। ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା ଚଳିତ ମାସ ୨୬ ତାରିଖରେ ଅବସର ଗ୍ରହଣ କରିବେ । କେନ୍ଦ୍ର ଆଇନ