ପୁଣି ଥରେ ବାପା ହେଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା
ପୁଣି ଥରେ ବାପା ହେଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା। ପୂର୍ବରୁ ତାଙ୍କର ଝିଅ ଥିବା ବେଳେ ଏବେ ସେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ଏବିଷୟରେ ରୋହିତ ଓ ତାଙ୍କ ପତ୍ନୀ ରିତିକା ସଜଦେହ ଘୋଷଣା କରିନଥିଲେ ବି ଦୁହିଁଙ୍କ ସହ ଜଡ଼ିତ ଜଣେ ସମ୍ପର୍କୀୟଙ୍କ ସୂତ୍ରରୁ ଏହି…