Browsing Tag

#india

୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଯୁବପିଢ଼ିଙ୍କୁ ଆହ୍ୱାନ

କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ୧୩ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଯୁବପିଢ଼ିଙ୍କୁ ଆହ୍ୱାନ କରିଛନ୍ତି । ସେ କହିଥିଲେ ଯେ, ଆଜି ‘‘ଅଗଷ୍ଟ କ୍ରାନ୍ତି’’

ଭାରତୀୟ ପୁରୁଷ ହକି ଦଳକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିତିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍‍ 

ବାପୁଙ୍କ ନେତୃତ୍ୱରେ ଭାରତଛାଡ ଆନ୍ଦୋଳନ ଭାଗ ନେଇଥିବା ବ୍ୟକ୍ତିମାନଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ବାପୁଙ୍କ ନେତୃତ୍ୱରେ ଭାରତଛାଡ ଆନ୍ଦୋଳନରେ ଭାଗ ନେଇ ଆମ ସ୍ୱାଧୀନତା ସଂଗ୍ରାମକୁ ମଜବୁତ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଛନ୍ତି ।

ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

କିଛି ଦିନର ନିରବତା ପରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର । ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । https://twitter.com/ANI/status/1556955412523798528 ଏନଡିଏ ସହ ମେଣ୍ଟ ଭାଙ୍ଗିବା ସଂପର୍କରେ ନୀତୀଶ

ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ

ଶପଥ ନେଲେ ବିଧାୟକ। ଦୀର୍ଘ ୪୦ ଦିନ ପରେ ଆଜି ବହୁ ପ୍ରତୀକ୍ଷିତ ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ହେଇଛି । ପୂର୍ବାହ୍ନ ୧୧ଟାରେ ରାଜଭବନରେ ଶପଥପାଠ ଉତ୍ସବ ଆରମ୍ଭ ହେଇ ଯାଇଛି । ଏଥିସହିତ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ମିଳିଥିବା ସୂଚନା ଅନୁଯାୟୀ

ରାଜଧାନୀ ଭୁବନେଶ୍ୱରରେ ମୋଦୀ@20

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ମୋଦୀ@20 : ଡ୍ରିମ୍ସ ମିଟ୍‌ ଡିଲିଭରୀର ଓଡ଼ିଶା ଚାପ୍ଟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର

ଉପରାଷ୍ଟ୍ରପତିଙ୍କ ପାଇଁ ରାଜ୍ୟସଭାରେ ବିଦାୟୀ ଅଭିଭାଷଣ

ରାଜ୍ୟସଭା ସଭାପତି ତଥା ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ବିଦାୟୀ ଦିଆଯାଇଛି । ଆସନ୍ତା ୧୦ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ରାଜ୍ୟସଭାରେ ତାଙ୍କ ପାଇଁ ବିଭିନ୍ନ ଦଳ ପକ୍ଷରୁ ବିଦାୟୀ ଅଭିଭାଷଣ ରଖାଯାଇଛି । ସୋମବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ

ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦେଶକ ହେଲେ ଡ. ଏନ କଲାଇସେଲ୍‌ଭି

ବରିଷ୍ଠ ବୈଜ୍ଞାନିକ ଡକ୍ଟର ଏନ କଲାଇସେଲ୍‌ଭିଙ୍କୁ ଏକ ବଡ଼ ଦାୟିତ୍ବ ପ୍ରଦାନ କରାଯାଇଛି। କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ(ସିଏସଆଇଆର)ର ମହାନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଡ. କଲାଇସେଲ୍‌ଭି। ସେ ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦେଶକ। ଏହା

ସ୍ବର୍ଣ୍ଣ ଜିତିଲେ ପିଭି ସିନ୍ଧୁ

ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ଜିତିଛନ୍ତି ପିଭି ସିନ୍ଧୁ । ଫାଇନାଲ ମୁକାବିଲାରେ କାନାଡା ପ୍ରତିଯୋଗୀଙ୍କୁ ହରାଇଛନ୍ତି ପିଭି ସିନ୍ଧୁ । ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ଏକତରଫା ବିଜୟ ହାସଲ କରିଛନ୍ତି ସିନ୍ଧୁ । କାନାଡାର ଭେଟେରାନ୍‌ ବ୍ୟାଡମିଣ୍ଟନ ତାରକା ମିଚେଲି ଲି’

ଇସ୍ତଫା ଦେଲେ ବିଧାୟକ କୋମାତିରେଡ୍ଡୀ, ବିଜେପିରେ ହେବେ ସାମିଲ

ଅନେକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସକୁ ତେଲେଙ୍ଗାନାରେ ମଧ୍ୟ ଝଟ୍‌କା ଲାଗିଛି। ଦଳର ବିଧାୟକ କୋମାତିରେଡ୍ଡୀ ରାଜଗୋପାଲ ରେଡ୍ଡୀ ସୋମବାର ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଖୁବ ଶୀଘ୍ର ବିଜେପିରେ ଯୋଗଦେବେ ବୋଲି କୁହାଯାଉଛି। ତେଲେଙ୍ଗାନା ବିଧାନସଭା ବାଚସ୍ପତି ପୋଚାରାମ ଶ୍ରୀନିବାସ