ଝାଡ଼ଖଣ୍ଡ , ମହାରାଷ୍ଟ୍ର ମତଦାନ ଆରମ୍ଭ: ବିଜେପି, କଂଗ୍ରେସ ଉପରେ ନଜର
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏଥର କିଏ ମାରିବ ବାଜି? । ବିଜେପି ଅଧିକ ଆସନ ପାଇବ କି କଂଗ୍ରେସ ଅଧିକ ଆସନ ପାଇବ? କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ଏସବୁ ପ୍ରଶ୍ନ ଭିତରେ ଚାଲିଛି ମହାରାଷ୍ଟ୍ରରେ ମତଦାନ । ସେହିପରି ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଅବଶିଷ୍ଟ…