Browsing Tag

#india

ପ୍ରବଳ ବର୍ଷା ନେଇ ୫ ରାଜ୍ୟକୁ ରେଡ ଆଲର୍ଟ

ପ୍ରବଳ ବର୍ଷା ନେଇ ୫ ରାଜ୍ୟକୁ ରେଡ ଆଲର୍ଟ ହୋଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆସାମ ଓ ମେଘାଳୟ ରାଜ୍ୟକୁ ରେଡ ଆଲର୍ଟ ଜାରି କରାଯାଇଛି । ସୁସ୍ପଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ଆଲର୍ଟ କରାଯାଇଛି ।ସୂଚନା ଅନୁସାରେ ଦେଶର ଉଭୟ ପଶ୍ଚିମ ଏବଂ ପୂର୍ବ ଭାଗରେ ଦୁଇଟି ଲଘୁଚାପ…

ଆଜିର ରାଶିଫଳ

ମେଷ:  ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ସ୍ବକର୍ମ ପାଇଁ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେବାକୁ ପଡ଼ିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବୃଷ: ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ।…

ଆଜି ଠାରୁ ପୁଣି ଥରେ ଚାରିଧାମ ପାଇଁ ଆରମ୍ଭ ହେଲା ହେଲିକପ୍ଟର ସେବା

ଚାରିଧାମ ପାଇଁ ମଙ୍ଗଳବାରଠାରୁ ହେଲିକପ୍ଟର ସେବା ପୁନଃ ଆରମ୍ଭ ହୋଇଛି। ଜୁନ୍ ୧୫ ତାରିଖରେ କେଦାରନାଥ ଧାମ ଅଞ୍ଚଳରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣା ପରେ ଚାରିଧାମ ପାଇଁ ହେଲି ସେବା ବନ୍ଦ କରିଦିଆଯାଇଥିଲା। ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣର ସିଇଓ ସୋନିକା କହିଛନ୍ତି…

4 ଦିନିଆ ହୋଇପାରେ ଟେଷ୍ଟ ମ୍ୟାଚ

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଆଇସିସି ୨୦୨୭-୨୯ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ବା ଡବ୍ଲ୍ୟୁଟିସି ଚକ୍ରରେ କ୍ରିକେଟ ଖେଳୁଥିବା ଛୋଟ ଦେଶଗୁଡ଼ିକ ପାଇଁ ୪ ଦିନିଆ ଟେଷ୍ଟ ମ୍ୟାଚ୍ ଅନୁମୋଦନ କରିବାକୁ ପ୍ରସ୍ତୁତ ହେଉଛି । ଏହି ପରିବର୍ତ୍ତନ ଦ୍ୱାରା ଛୋଟ  କ୍ରିକେଟ ରାଷ୍ଟ୍ରଗୁଡ଼ିକ ଅଧିକ ଟେଷ୍ଟ ଓ…

ଦକ୍ଷିଣ ଆଫ୍ରିକାରେ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା, ୧୨ ମୃତ

ଦକ୍ଷିଣ ଆଫ୍ରିକାରେ କ୍ୱାଜୁଲୁ-ନାଟାଲ ପ୍ରଦେଶରେ ଏକ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣଙ୍କୁ ଗୁରୁତର…

ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଆମ୍ବୁଲାନ୍ସ ସେବା

ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଆମ୍ବୁଲାନ୍ସ ସେବା। ଓଡ଼ିଶା ଯାତ୍ରୀ ଆପ୍‌ରେ ଯୋଡ଼ିହେବ ଆମ୍ବୁଲାନ୍ସ ସେବା । ଅନଲାଇନ୍‌ରେ ବୁକ୍ ହେବ ଆମ୍ବୁଲାନ୍ସ । ଘରୋଇ ଆମ୍ବୁଲାନ୍ସଗୁଡ଼ିକ ଓଡ଼ିଶା ଯାତ୍ରୀ ସହ ଯୋଡ଼ି ହେବେ ଏବଂ ଅନ୍‌ଲାଇନ୍‌ରେ ଆମ୍ବୁଲାନ୍ସ ବୁକ୍ କରିପାରିବେ ରୋଗୀ କିମ୍ବା ତାଙ୍କ…

ନିଜ ନାମରୁ ଆହୁଜା ହଟାଇଲେ ଗୋବିନ୍ଦାଙ୍କ ପତ୍ନୀ ସୁନିତା

ବଲିଉଡ଼ର ସବୁଠାରୁ ଲୋକପ୍ରିୟ ଦମ୍ପତି ମଧ୍ୟରେ ସୁନୀତା ଆହୁଜା ଏବଂ ଗୋବିନ୍ଦା ଅନ୍ୟତମ। ହେଲେ ଗତ କିଛି ମାସ ହେବ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। କିଛି ଦିନ ପୂର୍ବରୁ, ଗୋବିନ୍ଦା ଏବଂ ସୁନୀତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ଏବଂ ଉଭୟ ଛାଡପତ୍ର ନେବାକୁ ଯୋଜନା…

ଏୟାର ଇଣ୍ଡିଆ ପାଇଁ ଏବେ ସମୟ ଭଲ ନାହିଁ,ଆଜି ଦିନ ୬ଟି ଅନ୍ତର୍ଜାତୀୟ ବିମାନ ବାତିଲ

ଟାଟା ଗ୍ରୁପ ଅନ୍ତର୍ଗତ ଏୟାର ଇଣ୍ଡିଆ ପାଇଁ ଏବେ ସମୟ ଭଲ ନାହିଁ । ଅହମଦାବାଦରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା ପରେ ବି କମ୍ପାନିର ସମସ୍ୟା ଦିନକୁ ଦିନ ଆହୁରି ବଢିଚାଲିଛି । ଏୟାର ଇଣ୍ଡିଆ ବିଭିନ୍ନ କାରଣ ଯୋଗୁଁ ମଙ୍ଗଳବାର ଦିନ ୬ଟି ଅନ୍ତର୍ଜାତୀୟ ବିମାନ ବାତିଲ କରିଛି। ଏହି କାରଣଗୁଡ଼ିକ…

ଗୋପାଳପୁର ଗଣଦୁଷ୍କର୍ମ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଗୋପାଳପୁର ଗଣଦୁଷ୍କର୍ମ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖା ତଦନ୍ତ କରିବା ନେଇ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ଆଇଜି ଏସ.ସାଇନିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ହେବ । କହିରଖୁଛୁ ଗୋପାଳପୁର ବେଳାଭୂମିରେ…

ଇରାନ ଜି-୭ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲର ପକ୍ଷ ନେଉଥିବା ଅଭିଯୋଗ

ଇରାନ ଜି-୭ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲର ପକ୍ଷ ନେଉଥିବା ଅଭିଯୋଗ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକାଇ ଇସ୍ରାଏଲ-ଇରାନ ବିବାଦ ଉପରେ ଜି-୭ ମିଳିତ ବିବୃତ୍ତିକୁ ସମାଲୋଚନା କରି କହିଛନ୍ତି ଯେ ଏହା ଇସ୍ରାଏଲର ସ୍ପଷ୍ଟ ଆକ୍ରମଣ, ପରମାଣୁ ସ୍ଥାନ ଉପରେ ବେଆଇନ ଆକ୍ରମଣ…