ନିୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଭାରତ ୪ ୱିକେଟରେ ବିଜୀୟ
ନୂଆ ବର୍ଷରେ ବିଜୟରୁ ଯାତ୍ରା ଆରମ୍ଭ କଲା ଟିମ୍ ଇଣ୍ଡିଆ। ଛକା ମାରି ମ୍ୟାଚ୍ ଜିତାଇଲେ କେଏଲ୍ ରାହୁଲ। ରବିବାର ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯାଉଥିବା ନିୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଭାରତ ୪ ୱିକେଟରେ ବିଜୀୟ ହୋଇଛି। ୪୯ ଓଭରର ଶେଷ ବଲ୍ରେ କେଏଲ୍ ରାହୁଲ ଛକ୍କା ମାରି…