ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି
ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ଆଣି ଦିଲ୍ଲୀର ଆପ୍ ସରକାରକୁ ଟାର୍ଗେଟ କରି ଆସୁଛି ବିଜେପି । ଆଉ ଏସବୁ ଭିତରେ ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଅରବିନ୍ଦ କେଜ୍ରିୱାଲ ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହାକୁ ନେଇ ଆପ୍ ସରକାରକୁ ଘେରିଛି ବିଜେପି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ!-->…