Browsing Tag

#india

ରାଜ କୁନ୍ଦ୍ରାଙ୍କ ବାସଭବନ ଇଡ଼ିର ଚଢଉ

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିନ ଅଶ୍ଳୀଳ ନେଟୱାର୍କ ସହ ଜଡିତ ଅର୍ଥ ହେର୍‌ଫେର୍‌ ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବାସଭବନ ତଥା କାର୍ଯ୍ୟାଳୟରେ ଚଢ଼ଉ କରିିଛି। କେନ୍ଦ୍ରୀୟ ଏଜେନ୍ସି ଏହି ତଦନ୍ତ ଆରମ୍ଭ କରି…

ଆସୁଛି ବାତ୍ୟା 12 ଜିଲ୍ଲାକୁ ଆଲର୍ଟ ଜାରି

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଶୁକ୍ରବାର ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଥିବା ବେଳେ ଭୁବନେଶ୍ବର ସମେତ ଜିଲାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଯାଇଛି। ତେବେ ଶନିବାର ତାମିଲନାଡୁ-ଆନ୍ଧ୍ର…

ଭୁୁବନେଶ୍ୱରରେ  ଆରମ୍ଭ ହେଲା ଡିଜିପି ସମ୍ମିଳନୀ

ଭୁୁବନେଶ୍ୱରରେ  ଆରମ୍ଭ ହେଲା ଡିଜିପି ସମ୍ମିଳନୀ । ସମ୍ମିଳନୀରେ ଉପସ୍ଥିତ ଅଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ସବୁ ରାଜ୍ୟର ଡିଜିପି ମଧ୍ୟ ଉପସ୍ଥିତ ଅଛନ୍ତି । ସମ୍ମିଳନୀକୁ ଉଦଘାଟନ କଲେ ଶାହ । ତିନି ଦିନ ଧରି ଚାଲିବ ଏହି ସମ୍ମିଳନୀ । ଆରମ୍ଭ ହୋଇଛି ୫୯ ତମ ଡିଜି-ଆଇଜି ସମ୍ମିଳନୀ । ଏହି…

ମୋଦୀଙ୍କ ସୁରକ୍ଷାରେ ମହିଳା କମାଣ୍ଡୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ସମ୍ପୃକ୍ତ ଥିବା ଜଣେ ମହିଳା ଏସ୍ ପିଜି କମାଣ୍ଡୋଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ  ନେଇ ଅନ୍‌ଲାଇନରେ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପ୍ରଥମ ଥର ପାଇଁ ଜଣେ ମହିଳା…

ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ରାଜ୍ୟ ସରକାର ଓଏଏସ୍‌ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମୋଟ ୧୯ଜଣ ଓଏଏସ୍‌ ଅଫିସରଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି। ଏନେଇ ଗୁରୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର…

ରାଜ୍ୟରେ ୧ ଲକ୍ଷ ୩୬ ହଜାର ୬୨୨ କୋଟି ନିବେଶକୁ  ଅନୁମୋଦନ

ରାଜ୍ୟରେ ୧ ଲକ୍ଷ ୩୬ ହଜାର ୬୨୨ କୋଟି ନିବେଶକୁ  ଅନୁମୋଦନ କରିଛି ହାଇଲେବୁଲ କ୍ଲିୟରାନ୍ସ ଅଥରଟି । ଗୁରୁବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିଥିଲା, ୨୦ଟି ଶିଳ୍ପ ପ୍ରକଳ୍ପରେ ଏହି ନିବେଶ ହେବ । ଏହାଦ୍ୱାରା ୭୪ ହଜାର ୩୫୦ ନିଯୁକ୍ତି ସୃଷ୍ଟି ହେବ । ଇସ୍ପାତ,…

ଆଜିଠୁ ଆରମ୍ଭ ତିନିଦିନଆ ଡ଼ିଜିପି ସମ୍ମିଳନୀ

ଆସୁଛନ୍ତି ମୋଦୀ-ଶାହା, ଦଳୀୟ ମନ୍ତ୍ରୀ, ସାଂସଦ, ବିଧାୟକ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର । ଓଡ଼ିଶାରେ ବିଜେପି ସରକାର ଗଠନକୁ ୬ ମାସ ପୂରିବାକୁ ଯାଉଥିବା ବେଳେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଶୀର୍ଷ ନେତୃତ୍ବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହା । ଏହାକୁ ନେଇ…

ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ମଙ୍ଗ ଧରିଲେ ହେମନ୍ତ ସୋରେନ

ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ମଙ୍ଗ ଧରିଲେ ହେମନ୍ତ ସୋରେନ । ଏଥର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ସହ ମିଶି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବହୁମତ ହାସଲ କରିଥିଲା । ଏହାପରେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ହେମନ୍ତ ସୋରେନ । ଆଜି ବିଧିବଦ୍ଧ ଭାବରେ ତାଙ୍କୁ ପଦ ଓ…

15 ଦିନ ମଧ୍ୟରେ ଶେଷ ସୁଭଦ୍ରା ଯୋଜନା ଯାଞ୍ଚ୍

ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇଛି। ତେବେ ଆବେଦନ କରିଥିବା ବହୁ ସଂଖ୍ୟକ ମହିଳାଙ୍କ ବ୍ୟାଙ୍କ ଖାତାରେ ଏପର୍ଯ୍ୟନ୍ତ ଟଙ୍କା ପହଞ୍ଚିନାହିଁ।କେତେକଙ୍କର ଆବେଦନ ସ୍ଥିତି ଅଣ୍ଡର ପ୍ରୋସେସ୍ ଦେଖାଉଥିବାବେଳେ ଅନ୍ୟ କେତେକଙ୍କର କୌଣସି ଜମିଜମା ଅବା ସରକାରଙ୍କ…

ଆଜି ରାତିରୁ ରାଜ୍ୟରେ ଶୀତ କମିବ

ଗତ କିଛି ଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଆଜି ରାତିରୁ ରାଜ୍ୟରେ ଶୀତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାତିର ତାପମାତ୍ରା ପ୍ରାୟ ୪ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଭୁବନେଶ୍ୱର…