Browsing Tag

#india

୨୦୨୨ ବର୍ଷର ଶେଷ ସୂର୍ଯ୍ୟପରାଗ ଆଜି

ବର୍ଷର ଶେଷ ସୂର୍ଯ୍ୟପରାଗ ଆଜି ଲାଗୁଛି। ଆଜିର ସୂର୍ଯ୍ୟପରାଗର ସୂତକ କାଳ ସକାଳ ୦୩.୧୭ ରୁ ଆରମ୍ଭ ହୋଇଛି। ସୂର୍ଯ୍ୟପରାଗର ସମାପ୍ତି ସହିତ ସୂତକ କାଳ ଶେଷ ହେବ। ସୂର୍ଯ୍ୟପରାଗ ପାଇଁ ସମସ୍ତ ମନ୍ଦିର ଦ୍ବାର ବନ୍ଦ ଅଛି । ସୂର୍ଯ୍ୟପରାଗ ସରିଲେ ମନ୍ଦିର ପୂଜା ଆରମ୍ଭ ହେବ । ସୂର୍ଯ୍ୟପରାଗ ପାଇଁ

ବିଜେପିରେ ସାମିଲ ହୋଇପାରନ୍ତି ୨୨ ଶିବସେନା ବିଧାୟକ

ସରୁନି ମହାରାଷ୍ଟ୍ରର ରାଜନୈତିକ ସଙ୍କଟ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଦେବେନ୍ଦ୍ର ଫଡନାଭିସ ଦେଇପାରନ୍ତି ଝଟ୍‌କା। ଶିବସେନାର ୪୦ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୨୨ ଜଣ ବିଜେପିରେ ସାମିଲ ହୋଇପାରନ୍ତି। ଏନେଇ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାର ପତ୍ରିକା

ରୋମାଞ୍ଚକର ମ୍ୟାଚରେ ଭାରତ ୪ ଓ୍ବିକେଟରେ ବିଜୟୀ

ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପରେ ଭାରତ ଶେଷ ଓଭରର ଶେଷ ବଲରେ ବିଜୟୀ ହୋଇଛି । ବିରାଟ କୋହଲି ୮୨ ରନ କରି ଏକ ମ୍ୟାଚ ବିଜୟୀ ପାଳି ଖେଳିଛନ୍ତି । ଶେଷ ବଲରେ ଭାରତ ୨ ରନର ଦରକାର କରୁଥିବାବେଳେ  ବୋଲର ମହମ୍ମଦ ନଓ୍ବାଜ ଗୋଟିଏ ଓ୍ବାଇଡ୍ ପକାଇବାରୁ

ଗୃହ ମନ୍ତ୍ରାଳୟ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରିଛି

କେନ୍ଦ୍ର ସରକାର ରବିବାର ଗାନ୍ଧୀ ପରିବାର ସହ ଜଡିତ ସଂସ୍ଥା ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରିଛି । ଗୃହ ମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଆନୁସାରେ

ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ

ଆଜି ଟି-୨୦ ବିଶ୍ୱକପରେ ମହାମୁକାବିଲା । ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଜଣେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିବା ବେଳେ ଆଉ ଜଣେ ରେକର୍ଡ ଧାରା ବଜାୟ ରଖିବାକୁ ଭରପୁର ପ୍ରୟାସ କରିବ । ଆଉ ମେଲବର୍ଣ୍ଣରେ ଖଚାଖଚ ଦର୍ଶକଙ୍କ ଭିଡ ଭିତରେ

ଇସ୍ରୋର ବାହୁବଳୀ ମିଶନ ସଫଳ

ଇସ୍ରୋର ବାହୁବଳୀ ମିଶନ ସଫଳ । ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ଗଲା ଏଲଭିଏମ୩-ଏମ୨ । ଯେଉଁଥିରେ ଥିଲା ୩୬ଟି ବ୍ରଡବ୍ର୍ୟାଣ୍ଡ ଯୋଗଯୋଗ ଉପଗ୍ରହ । ଏହାର ଓଜନ ସବୁଠାରୁ ଅଧିକ ଥିବାରୁ ଏହାକୁ ମିଶନ ବାହୁବଳି କୁହାଯାଏ । ଏହି

ଦୀପ ଉତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା

ଦୀପ ଉତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା । ଚଳିତ ବର୍ଷ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି ଚାଲିଛି । ଏବେଠୁ ଆଲୋକ ମାଳାରେ ଝଲସୁଛି ଅଯୋଧ୍ୟ ସହର । ଅଯୋଧ୍ୟର ରାମ କି ପେଡିରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ହେଉଛି । ରବିବାର ସନ୍ଧ୍ୟାରେ ଦୀପ ଆଲୁଅରେ ଆଲୋକିତ ହେବ ୪୦ଟି ଘାଟ ।

ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ୨ ମୃତଦେହ ଉଦ୍ଧାର

ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁର୍ଘଟଣାସ୍ଥଳରୁ ୨ ମୃତଦେହ ଉଦ୍ଧାର ହୋଇଛି । ହେଲିକପ୍ଟରରେ ଥିବା ଅନ୍ୟ ୩ ଜଣଙ୍କୁ ଖୋଜା ଚାଲିଛି । ଅପର ସିଆଙ୍ଗ ଜିଲ୍ଲା ଅନ୍ତର୍ଗତ ମିଙ୍ଗିଙ୍ଗ ଗ୍ରାମ ନିକଟରେ ହେଲିକପ୍ଟର କ୍ରାସ ହୋଇଥିବା ଖବର ମିଳିଛି । ତୁତିଙ୍ଗ

ବାବା କେଦାରନାଥଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ଗସ୍ତରେ ଯାଇ ବାବା କେଦାରନାଥଙ୍କୁ ଦର୍ଶନ କରିଛନ୍ତି । ଏହା ସହ ସେଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଚ୍ଚ ପାହାଡରେ ଶ୍ରଦ୍ଧାଳୁଙ୍କ ସହଜ ଯିବା ଆସିବା ପାଇଁ

କଂଗ୍ରେସ ନେତା ଶିିବରାଜ ପାଟିଲଙ୍କ ବିବାଦୀୟ ବୟାନ

ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ସିଂ ପାଟିଲଙ୍କ ଏକ ବୟାନକୁ ନେଇ ବଡ଼ ଧରଣର ବିବାଦ ଦେଖାଦେଇଛି । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଜିହାଦ ସହ ଭଗବାନ କୃଷ୍ଣ ଓ ଭଗବଦ ଗୀତାକୁ ଯୋଡ଼ି ବିବାଦୀୟ ବୟାନ ଦେଇଛନ୍ତି । ନିଜ ମନ୍ତବ୍ୟରେ ପାଟିଲ