Browsing Tag

#india

ହକି ଇଣ୍ଡିଆର ବଡ଼ ଘୋଷଣା କଲେ ଦିଲ୍ଲୀପ ତିର୍କି

ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଏବଂ ସେକ୍ରେଟେରୀ ଜେନେରାଲ ଭୋଲନାଥ ସିଂଙ୍କ ନେତୃତ୍ୱରେ ହକି ଇଣ୍ଡିଆ ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ଏବଂ ସହାୟତା କର୍ମଚାରୀଙ୍କ ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହାକୁ ସବୁ ମହଲରେ ସ୍ବାଗତ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କର ଆଜି ହେଉଛି ଅନ୍ତିମ କାର୍ଯ୍ୟ ଦିବସ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କର ଆଜି ହେଉଛି ଅନ୍ତିମ କାର୍ଯ୍ୟ ଦିବସ । ବୁଧବାର ଜଷ୍ଟିସ ୟୁୟୁ ଲଳିତ ଅବସର ନେବେ । ତେବେ ଆଜିର ଏହି ଶେଷ ଦିନରେ ମୋଟ ୬ଟି ବଡ ମାମଲାରେ ନିଷ୍ପତ୍ତି ଶୁଣାଇବେ ଜଷ୍ଟିସ ୟୁୟୁ ଲଳିତ । ତାଙ୍କର ଅବସର ପରେ ବରିଷ୍ଠ ବିଚାରପତି ୱାଇଭି

ଇଡବ୍ଲ୍ୟୁଏସ କୋଟା ଉପରେ ଉଚ୍ଚତମ ନ୍ୟାୟାଳୟ ଶୁଣାଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

ଆର୍ଥିକ ଭାବେ ଦୁର୍ବଳ ବର୍ଗର ଲୋକଙ୍କୁ ମିଳୁଥିବା ଇଡବ୍ଲ୍ୟୁଏସ କୋଟା ଉପରେ ଉଚ୍ଚତମ ନ୍ୟାୟାଳୟ ଶୁଣାଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଅଦାଲତ ଏହି ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ୧୦ ପ୍ରତିଶତ ସଂରକ୍ଷଣକୁ ବୈଧ୍ୟ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ଵାଧୀନ

ଗୋକର୍ଣ୍ଣନାଥ ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ । ସମାଜବାଦୀ ପାର୍ଟି କୁ ସମସ୍ତ ବିରୋଧୀ ଦଳ ସାହାର୍ଯ୍ୟ କରିଥିଲେ ମଧ୍ୟ ପରାଜିତ କରିପାରିନାହାଁନ୍ତି । ବିଜେପିର ବିଜୟ ସମେତ ସମସ୍ତ ବିରୋଧୀ ଦଳଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି। ବିଜେପିର ଏହି ବିଜୟ

ଶିବସେନା ବିରୋଧରେ ନେଇଥିବା ନିଷ୍ପତ୍ତି ଠିକ୍ କହିଲେ ଫଡନବୀସ

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ର ରାଜନୀତିକୁ ନେଇ ଏକ ମଜାଳିଆ ଉତ୍ତର ରଖିଛନ୍ତି । ପୂର୍ବରୁ ଉଦ୍ଧବ ଠାକରେ, ବିଜେପି ସହ ବିଶ୍ୱାସଘାତକତା କରିଥିବାରୁ ଏବେ ସେ ଯାହା କରିଛନ୍ତି ସେଥିରେ କିଛି ଭୁଲ ନାହିଁ । ରାଜ୍ୟବାସୀ ଯେଉଁ ଜନମତ ଦେଇଥିଲେ ଉଦ୍ଧବ ଠାକରେ

ହିମାଚଳ ଜିତିବା ପାଇଁ ବିଜେପି ଜାରିକଲା ସଂକଳ୍ପ ପତ୍ର

ଆଗକୁ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ବି ସଂକଳ୍ପପତ୍ର ଜାରି କରିଛି । ବିଜେପି ତାର ସଂକଳ୍ପପତ୍ରରେ ପୁଣି ସରକାର ଗଠନ କଲେ କଣ କଣ କରିବ ତାହାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଛି । ଏହି ସଂକଳ୍ପ ପତ୍ର ଘରେ ଘରେ ପହଁଚାଇବା ପାଇଁ ବିଜେପି ଘୋଷଣା

ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ

ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଦିନକୁୁ ଦିନ ନୂଆ ମୋଡ ନେଉଛି । ଦ୍ରୁତ ଗତିରେ ଗାଡି ଚଳାଇବା ଏବଂ ଲେନ ପରିବର୍ତ୍ତନ କରିବା ବେଳେ ଅସାବଧାନତା ଯୋଗୁ ଏପରି ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ବେଆଇନ ଭାବେ ଗାଡି ଚଳାଇବାକୁ ନେଇ ଡାକ୍ତର

ପୁଣି ଭାରତୀୟଙ୍କୁ ପ୍ରଶଂସା କଲେ ପୁଟିନ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ପରେ ଏବେ ପୁଣିଥରେ ଭାରତୀୟଙ୍କୁ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତୀୟଙ୍କୁ ଖୁବ୍ ପରିଶ୍ରମୀ କହିବା ସହ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପ୍ରିତିଭାକୁ ପ୍ରଶଂସା କରିଛନ୍ତି । ବର୍ଷ ବର୍ଷ ଧରି ଭାରତ -ଋଷ ଭଲ ବନ୍ଧୁ

ପେନସନ ଯୋଜନାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ପେନସନ ଯୋଜନାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୨୦୧୪ର ଏହି ଯୋଜନାକୁ ସର୍ବୋଚ୍ଚ ଅଦାଲତ ଆଇନସମ୍ମତ ଏବଂ ବୈଧ ବୋଲି କହିଛନ୍ତି । ଏହା ସହ ବୃହତ ସଂଖ୍ୟକ କର୍ମଚାରୀଙ୍କୁ ଆଶ୍ୱସ୍ତ ଦେଇ ନ୍ୟାୟାଳୟ କହିଛନ୍ତି ଯେ, ଯେଉଁମାନେ ଏହି ଯୋଜନାରେ ଅଦ୍ୟାବଧି

ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦକୁ ନେଇ ଆଜି ପୁଣି ଟ୍ରିବ୍ୟୁନାଲରେ ଶୁଣାଣି କରାଯିବାର ତାରିଖ ରହିଛି । କରୋନା ପରେ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗ ହେବ ପ୍ରତ୍ୟକ୍ଷ ଶୁଣାଣି । ଓଡିଶା ପକ୍ଷରୁ ମାମଲାର ଚତୁର୍ଥ ସାକ୍ଷୀ ଭାବେ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ‘ର ପୂର୍ବତନ ନିର୍ଦ୍ଦେଶକ