ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆର୍ଥ ଆୱର ଇଣ୍ଡିଆ-୨୦୨୩ ପାଇଁ ଗୁଡ୍ୱିଲ୍ ଆମ୍ବାସଡର୍
ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆର୍ଥ ଆୱର ଇଣ୍ଡିଆ-୨୦୨୩ ପାଇଁ ‘ଗୁଡ୍ୱିଲ୍ ଆମ୍ବାସଡର୍’ ମନୋନୀତ ହୋଇଛନ୍ତି। ଡବ୍ଲୁଡବ୍ଲୁଏଫ୍ ଇଣ୍ଡିଆ ପକ୍ଷରୁ ଶନିବାର ଦିନ ଏହି ଘୋଷଣା କରାଯାଇଛି। ଶ୍ରୀ ପଟ୍ଟନାୟକଙ୍କ ସହ ଜଣାଶୁଣା ସେଫ୍ ରଣବୀର ବ୍ରାର ଓ…