Browsing Tag

#india

ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ

ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ । ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚକୁ ସ୍ବତନ୍ତ୍ର କରିଛନ୍ତି ବିରାଟ। ୱେଷ୍ଟଇଣ୍ଡିଜ ବିପକ୍ଷ ତ୍ରିନିଦାଦ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ ୧୨୧ ରନର ଶତକୀୟ ଇନିଂସ୍‌ ଖେଳିଛନ୍ତି।  ବିଶ୍ୱ କ୍ରିକେଟରେ ସର୍ବାଧିକ ଅନ୍ତର୍ଜାତୀୟ ରନ ସ୍କୋର କରିଥିବା ଶ୍ରେଷ୍ଠ-୫…

୭୦ ହଜାରରୁ ଅଧିକନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପ୍ରାୟ ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ। ଏହି ରୋଜଗାର ମେଳା ଦେଶର ୪୪ଟି ସ୍ଥାନରେ ଆୟୋଜିତ ହେବ। ଏହି ନିଯୁକ୍ତି କେନ୍ଦ୍ର ସରକାରଙ୍କ ବିଭାଗ ତଥା ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ…

ଆପଲ୍ ଆଇଫୋନ୍‌ ୧୫, ଚାରୋଟି ଭାରିଏଣ୍ଟ ବଜାରକୁ ଆସିଲା

ନୂଆଦିଲ୍ଲୀ – ଆପଲ୍‌ ଆଇଫୋନ୍‌କୁ  ଫୋନ୍‌ ବ୍ୟବହାରକାରୀମାନେ ବେଶ୍‌ ପସନ୍ଦ କରନ୍ତି । ଏବେ ଭାରତରେ ଆପଲ୍‌ ଆଇଫୋନ୍‌ର ଉତ୍ପାଦନ ହେଉଛି ।ଚଳିତ ବର୍ଷ ଆପଲ୍‌ ଆଇଫୋନ୍‌ ୧୫ ବଜାର ପ୍ରବେଶ କରିବାକୁ ଯାଉଛି । ଏଥିରେ ପଛଭାଗରେ ତିନୋଟି ହାଇରେଜୋଲ୍ୟୁସନ୍‌ କ୍ୟାମେରା ରହିଛି । ଆପଲ୍ ଆଇଫୋନ୍‌ ୧୫,…

ଟମାଟୋ ଦର କମାଇଲେ କେନ୍ଦ୍ର ସରକାର, ଆସନ୍ତାକାଲିଠାରୁ ୭୦ ଟଙ୍କାରେ ବିକ୍ରି ହେବ

ନୂଆଦିଲ୍ଲୀ:  ଆସନ୍ତାକାଲି ଠାରୁ କମିବ ଟମାଟୋ ଦର । ହୁତୁ ହୁତୁ ବଢ଼ିଚାଲିଥିବା ଦରରେ ବ୍ରେକ ଲାଗିବ ।  କିଲୋପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରିକରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏନସିସିଏଫ୍ ଏବଂ ନାଫେଡ ଜରିଆରେ ଲୋକେ କିଣିପାରିବେ । ଦରବୃଦ୍ଧି ଉପରେ ଅଙ୍କୁଶ…

୫,୦୦୦ ସ୍କ୍ରିନରେ ରିଲିଜ୍ ହେବ ସାଲାର୍

ବଢ଼ୁଛି ସାଉଥ ସୁପରଷ୍ଟାର ପ୍ରଭାସଙ୍କ କ୍ରେଜ୍। ୫,୦୦୦ସ୍କ୍ରିନରେ ରିଲିଜ୍ ହେବ ସାଲାର। ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ସଲାର: ପାର୍ଟ ୧ ସିଜଫାୟାର’ ରିଲିଜ୍ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ନିକଟରେ ଫିଲ୍ମର ଟିଜର ଲଞ୍ଚ…

ଭିନେଶ ଓ ବଜରଙ୍ଗଙ୍କୁ ସିଧାସଳଖ ଏସିଆଡ୍‌ ଟିକେଟ୍‌

ନୂଆଦିଲ୍ଲୀ: ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତଙ୍କୁ ଏସୀୟ କ୍ରୀଡ଼ା ପାଇଁ ସିଧାସଳଖ ଟିକେଟ୍‌ ମିଳିଛି। ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ଆଡ୍‌ ହକ୍‌ ପ୍ୟାନେଲ୍‌ ଏହି ଅନୁମତି ଦେଇଛି।  ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଆଡ୍‌ ହକ୍‌ ପ୍ୟାନେଲ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ ବଜରଙ୍ଗଙ୍କୁ…

ହିଣ୍ଡେନ୍‌ବର୍ଗ ରିପୋର୍ଟ ଭାବମୂର୍ତ୍ତି ନଷ୍ଟ କରିବା ଉଦ୍ଦେଶ୍ୟ ଥିଲା

ନୂଆଦିଲ୍ଲୀ: ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ମିଛ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ରିପୋର୍ଟ ପଛର ଉଦ୍ଦେଶ୍ୟ ଥିଲା ଗ୍ରୁପ୍‌ର ଭାବମୂର୍ତ୍ତିକୁ ନଷ୍ଟ କରି ସେଥିରୁ ଲାଭ ହାସଲ କରିବା। ରିପୋର୍ଟରେ କରାଯାଇଥିବା ସମସ୍ତ ଅଭିଯୋଗକୁ ଆମେ ଦୃଢ଼ ଭାବେ…

‘ପ୍ରୋଜେକ୍ଟ କେ’ରେ ଦୀପିକାଙ୍କ ପ୍ରଥମ ଲୁକ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ରୋଜେକ୍ଟ କେ’ରେ ଦୀପିକା ପାଦ୍ୟୁକୋନଙ୍କ ପ୍ରଥମ ଲୁକ୍‌ ଭାଇରାଲ ହୋଇଛି।‘ପ୍ରୋଜେକ୍ଟ କେ’ ପ୍ରଥମ ଭାରତୀୟ ଫିଲ୍ମ ଭାବେ ସାନ ଡିଏଗୋ କମିକ-କନ (ଏସ୍‌ଡିସିସି) ୨୦୨୩ରେ ପ୍ରଦର୍ଶିତ ହେବ। ଏହାପୂର୍ବରୁ ଟାଇମ୍ସ ସ୍କୋୟାରରେ ‘ପ୍ରୋଜେକ୍ଟ କେ’ର ଏକ ବିଲବୋର୍ଡ…

ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର ବିଜେପି‌କୁ ଫେରିଲେ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ବିଜେପି । ଅନ୍ୟ ଦଳ ଓ ନେତାଙ୍କୁ ନିଜ ଦଳରେ ମିଶାଉଛି । ଏହି କ୍ରମରେ  ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଫେରିଲେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କ ଦଳ ସୁହେଲଦେବ ଭାରତୀୟ…

୬୪ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା । ୪୬ ଜଣଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ

ରାଜ୍ୟରେ କେଉଁ ବିଧାୟକଙ୍କ ବିରୋଧରେ କେତେ ଅପରାଧିକ ମାମଲା ରହିଛି, ତାର ରିପୋର୍ଟ ପ୍ରକାଶ କରିଛି ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ବା ଏଡିଆର । ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ୪୪ ପ୍ରତିଶତ ଅର୍ଥାତ ୬୪ ଜଣଙ୍କ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା ।  ଓଡ଼ିଶାର ୧୪୫…