ଥିଲେ ଆର୍ଯ୍ୟନ ହେଲେ ଅନନ୍ୟା
ପୂର୍ବତନ ଭାରତୀୟ କ୍ରିକେଟର ତଥା ବ୍ୟାଟିଂ ପ୍ରଶିକ୍ଷକ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ପୁଅରୁ ଝିଅ ହୋଇଛନ୍ତି । ଏଥିଲାଗି ସେ 10 ମାସ ତଳୁ ହର୍ମୋନ ଥେରାପି ନେବା ଆରମ୍ଭ କରିଥିଲେ । ଏବେ ଇନଷ୍ଟାଗ୍ରମାରେ ନିଜ ନୂଆ ରୁପର ରିଲ ଛାଡ଼ି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ନିଜ ନାଁ ଅନନ୍ୟା…