Browsing Tag

#india

କଞ୍ଚା କ୍ଷୀର ଶରୀର ପାଇଁ ହାନିକାରକ ହୋଇପାରେ

ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ଅନେକ ପ୍ରକାର ଭିଟାମିନ ଓ ମିନେରାଲ ରହିଛି, ଯାହା ଆମ ଶରୀର ପାଇଁ ଆବଶ୍ୟକ। ତେବେ ଆମେ ଏଗୁଡ଼ିକୁ କେମିତି ଖାଇବା କଥା, ତାହା ମଧ୍ୟ ଜାଣି ରଖିବା ଉଚିତ। କେତେକ ଲୋକ କହନ୍ତି ଯେ ସେମାନେ କଞ୍ଚା କ୍ଷୀର ପିଅନ୍ତି। ସେମାନେ ଯୁକ୍ତି କରନ୍ତି ଯେ କ୍ଷୀରକୁ କଞ୍ଚା…

ଆହୁରି ବଢିବ ଶୀତ

ଗତ ୨ଦିନ ହେବ ପାରଦ ତଳମୁହଁା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇଛି। ଶନିବାର ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୧.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ରାଜ୍ୟର ପ୍ରାୟ ୩୦ ସ୍ଥାନରେ ପାରଦ ୨୦ ଡିଗ୍ରୀ ସେଲସିୟସ୍‌ରୁ କମ୍‌ ରେକର୍ଡ କରାଯାଇଛି।…

ରାସ୍ତା ନିର୍ମାଣରେ ନୂଆ ନୀତି ଆସିବ,ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା ଲାଗୁ  

ରାସ୍ତା ନିର୍ମାଣରେ ନୂଆ ନୀତି ଆସିବ। ଏନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ନୀତି ପ୍ରଣୟନ ପାଇଁ ଗୁରୁତ୍ୱ ଦିଆଯାଉଛି। ପୁରୁଣା ରାସ୍ତା ମରାମତି ପାଇଁ ଗଠନ କର୍ପସ ପାଣ୍ଠି ହେବ। ୨୦୨୯ ସୁଦ୍ଧା ଶହେ…

ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ନାତକ ଏବଂ ପ୍ରଫେସନାଲମାନଙ୍କୁ ଦୁଇ ବର୍ଷ ଅଷ୍ଟ୍ରେଲିଆରେ କାମ କରିବାର ସୁଯୋଗ ଦିଆଯିବ

ଅଷ୍ଟ୍ରେଲିଆରେ କାମ କରିବାର ସ୍ୱପ୍ନ ଦେଖୁଥିବା ଦକ୍ଷ ଭାରତୀୟ ଯୁବକମାନଙ୍କୁ ସୁଯୋଗ ଦେବା ପାଇଁ ସେଠାରେ ସରକାର ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି। ମୋବିଲିଟି ଆରେଞ୍ଜମେଣ୍ଟ୍ ଫର ଟ୍ୟାଲେଣ୍ଟେଡ୍ ଆର୍ଲି-ପ୍ରଫେସନାଲ୍ ସ୍କିମ୍ (MATES) ନାମକ ଏହି କାର୍ଯ୍ୟକ୍ରମ ଅଧୀନରେ ଭାରତୀୟ…

କଟକ ଏସସିବି ପ୍ରସ୍ତୁତ – ଆସନ୍ତ 3 ମାସରେ ହେବ ହୃଦୟ ପ୍ରତିରୋପଣ

ବହୁ ଦିନର ପ୍ରତୀକ୍ଷା ବାସ୍ତବତାର ରୂପ ନେବାକୁ ଯାଉଛି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଲିଭର, କିଡ଼ନୀ ଓ ବୋନମ୍ୟାରୋ ପ୍ରତିରୋପଣ ସଫଳତାର ସହ ହୋଇଥିବା ବେଳେ ଆସନ୍ତା ୩ ମାସ ମଧ୍ୟରେ ହୃଦ ପ୍ରତିରୋପଣ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବା ଲାଗି ପ୍ରକ୍ରିୟା ଆରମ୍ଭ…

ଦିନକୁ କେତେ ଥର ଖାଇବା ଶରୀର ପାଇଁ କେତେ ଠିକ୍,

ଆମ ଦେଶରେ ପ୍ରାୟ ସମସ୍ତ ଘରେ ଖାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ଏକ ସାଧାରଣ ଭାରତୀୟ ପରିବାରରେ ଦିନକୁ ଦୁଇରୁ ତିନିଥର ଭାତ ଓ ରୁଟି ଖାଆନ୍ତି। ଚା' ଏବଂ ଜଳଖିଆ କେତେ ଥର ଖାଉ, ତାହାର କୌଣସି ହିସାବ ନଥାଏ। ହେଲେ ଦିନକୁ ଏତେ ଥର ଖାଇବା ଶରୀର…

ପୁଣି ଥରେ ବାପା ହେଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା

ପୁଣି ଥରେ ବାପା ହେଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା। ପୂର୍ବରୁ ତାଙ୍କର ଝିଅ ଥିବା ବେ‌ଳେ ଏବେ ସେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ଏବିଷୟରେ ରୋହିତ ଓ ତାଙ୍କ ପତ୍ନୀ ରିତିକା ସଜଦେହ ଘୋଷଣା କରିନଥି‌ଲେ ବି ଦୁହିଁଙ୍କ ସହ ଜଡ଼ିତ ଜଣେ ସମ୍ପର୍କୀୟଙ୍କ ସୂତ୍ରରୁ ଏହି…

ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ନେଇ ପ୍ରତିକ୍ରିୟା ରଖିଛି ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର। ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜ୍ୟ ପ୍ରତିଯୋଗିତା କରୁଛନ୍ତି। ତେଣୁ ବାହାରକୁ ଯାଇ ରୋଡ଼ ସୋ କରିବାର ଆବଶ୍ୟକତା ଅଛି। ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଯାଇଛନ୍ତି। ‘ଇଜ…

୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

ବିଦେଶରୁ ଓଡ଼ିଶାକୁ ଆସିବ ନିବେଶ। ସିଙ୍ଗାପୁରରେ ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏ ନେଇ ସେ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ମଧ୍ୟ ରହିଛନ୍ତି। ସିଙ୍ଗାପୁର…

ପୁଣି ଏକ ୱେବ୍‌ ସିରିଜ୍‌ରେ ଭିନ୍ନ ରୂପରେ ଗାର୍ଗୀ ମହାନ୍ତି

ବଡ଼ ପରଦା, ଛୋଟ ପରଦା ଓ ୱେବ୍ ସିରିଜରେ ନଜର ଆସିଥିବା ଅଭିନେତ୍ରୀ ଗାର୍ଗୀ ମହାନ୍ତି ପୁଣି ଏକ ୱେବ୍‌ ସିରିଜ୍‌ରେ ଭିନ୍ନ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି। ‘ନାଲି ଚା: ଦ ଟେଷ୍ଟ ଅଫ୍ ଲାଇଫ୍’ରେ ଗାର୍ଗୀଙ୍କୁ ମମତା ଚରିତ୍ରରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶକ ହେଲେ ସ୍ନେହାଶିଷ…