ହାଇଦ୍ରାବାଦସ୍ଥିତ ଗଚିବୋଭଲି ଘରୁ କନ୍ନଡର ଟେଲିଭିଜନ ଅଭିନେତ୍ରୀ ଶୋଭିତାଙ୍କ ମୃତଦେହ ମିଳିଛି
ହାଇଦ୍ରାବାଦରେ ବସବାସ କରୁଥିବା କନ୍ନଡ଼ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ଗଚିବୋଭଲିର ଶ୍ରୀରାମ କଲୋନିର ଘରୁ କନ୍ନଡର ଟେଲିଭିଜନ ଅଭିନେତ୍ରୀ ଶୋଭିତା ଶିବନ୍ନାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଛି।…