Browsing Tag

#india

ମୁମ୍ବାଇ ଗେଟ ପାଖରେ ବୁଡ଼ିଲା ଡ଼ଙ୍ଗା , 25 ମୃତ

କଙ୍ଗୋର ମାଇ-ଏନଡୋମ୍ବ ପ୍ରଦେଶର ଫିମି ନଦୀରେ ଏକ ଡଙ୍ଗା ବୁଡ଼ି ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨ରୁ ଅଧିକ ଲୋକ ନିଖୋଜ ଅଛନ୍ତି। କଙ୍ଗୋର ରାଜଧାନୀ କିନସାସାର ଉତ୍ତର-ପୂର୍ବରେ ଅବସ୍ଥିତ ଇନୋଙ୍ଗୋ ସହର ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଧିକାରୀ ଏବଂ ସ୍ଥାନୀୟ…

୨୦୨୪ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା: ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ପୁରସ୍କାର

୨୦୨୪ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ସାହିତ୍ୟ ଏକାଡେମୀ ପୁରସ୍କାର । ଭୂତି ଭକ୍ତି ବିଭୂତି ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ ମିଳିବ ପୁରସ୍କାର । ଏହି ପୁସ୍ତକଟି ଆଧ୍ୟାତ୍ମିକ ଚିନ୍ତନ, ବିଶ୍ବଦୃଷ୍ଟି ଓ ମାନବିକତାରେ…

ଇଣ୍ଡିଆନ୍ ଆଇଡ଼ଲରେ ଜ୍ୟୋତିପ୍ରକାଶ ଓଝାଙ୍କ କମାଲ

ଜାତୀୟ ଚ୍ୟାନେଲ୍ ପ୍ରସ୍ତୁତ ଇଣ୍ଡିଆନ୍ ଆଇଡ଼ଲରେ ନିଜର ଜାଦୁଗରୀ ଗୀତ ଶୁଣାଇ ସମସ୍ତ ଦର୍ଶକଙ୍କୁ ବିମୋହିତ କରିଛନ୍ତି ଓଡ଼ିଆ ପୁଅ ଜ୍ୟୋତିପ୍ରକାଶ ଓଝା। ସେ ଏକାଧାରାରେ ଜଣେ ଗୀତିକାର ହେବାସହ ଶାସ୍ତ୍ରୀୟ ସଂଗୀତଜ୍ଞ ଏବଂ ଚତ୍ମକାର କଣ୍ଠଶୀଳ୍ପୀ ଅଟନ୍ତି। ନିକଟରେ ଇଣ୍ଡିଆନ୍ ଆଇଡ଼ଲରେ ହିନ୍ଦୀ…

ହଟିଲେ ବିବାଦୀୟ ବିଷ୍ଣୁପଦ ସେଠୀ , ଆଜି ଦିନ ୧୨ଟା ରେ ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦେଶ

ଟେଣ୍ଡର ଫିକ୍ସିଂକୁ ନେଇ ସିବିଆଇ ସମନ ପାଇ ଚର୍ଚ୍ଚାରେ ଥିବା ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ମଙ୍ଗଳବାର ଦାୟିତ୍ବରୁ ହଟାଇ ଦେଇଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଭିନ୍ନକ୍ଷମ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ…

ଦିବା ପହୁଡ଼ ନୀତି : ୩ ଘଣ୍ଟା ଦର୍ଶନ ବନ୍ଦ

ଦିବା ପହୁଡ଼ ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ପରେ ଆପାତତଃ ଅପରାହ୍ଣ ୨ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିବା ପହୁଡ଼ ନୀତି ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପହିଲି ଭୋଗ…

 ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗକୁ ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ ଏବଂ ପୁଡୁଚେରୀରେ ବର୍ଷାର ସମ୍ଭାବନା ରହିଛି। ଓଡ଼ିଶାରେ ପାଗ କୋହଲା ରହିବା ସହ ବୁଧବାର ଦକ୍ଷିଣ…

ଲୋକସଭାରେ ଆଗତ ପରେ ଜେପିସିକୁ ଗଲା ଏକକ ନିର୍ବାଚନ ବିଲ

ସଂସଦରେ ଆଗତ ପରେ ଯୁଗ୍ମ ସଂସଦୀୟ କମିଟି ବା ଜେପିସିକୁ ଯାଇଛି ଏକକ ନିର୍ବାଚନ ବିଲ। ବିଲ୍ ସପକ୍ଷରେ ୨୬୯ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଛି ୧୯୮ ଭୋଟ। ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସମ୍ବିଧାନ ସଂଶୋଧନ ବିଲ ଲୋକସଭାରେ ଆଗତ କରିଛନ୍ତି। ବିଲ ଆଗତ ପରେ ଏହାକୁ ଜେପିସିକୁ ପଠାଇ…

ପ୍ରେମ ବିବାହ କରିଥିଲେ ଜାକିର ହୁସେନ

ଜାକିର ହୁସେନ ଦେଶବିଦେଶର ସଙ୍ଗୀତ ଜଗତରେ ବେଶ୍‌ ପରିଚିତ। ୭ ବର୍ଷ ବୟସରେ ବିଚକ୍ଷଣ ଶିଶୁ ଜାକିର ତବଲା ବଜାଇବାର କଳାକୁ ଦକ୍ଷତାର ସହ ହାସଲ କରିପାରିଥିଲେ। ଜାକିର କଥକ ନୃତ୍ୟଶିଳ୍ପୀ ଆଣ୍ଟୋନିଆ ମିନେକୋଲାଙ୍କୁ ବିବାହ କରିଥିଲେ। ପନ୍ନୀ ମିନେକୋଲା ମଧ୍ୟ ଜାକିର ହୁସେନଙ୍କ ମ୍ୟାନେଜର…

ବିଷାକ୍ତ ଗ୍ୟାସ ଯୋଗୁ ଶ୍ବାସରୁଦ୍ଧ ହୋଇ ଜର୍ଜିଆରେ ୧୧ ଭାରତୀୟ ମୃତ

ୟୁରୋପୀୟ ଦେଶ ଜର୍ଜିଆରେ ୧୧ ଭାରତୀୟଙ୍କ ମୃତ୍ୟୁ। ଜର୍ଜିଆର ରାଜଧାନୀ ତିବଲିସରେ ଭାରତୀୟ ରାଷ୍ଟ୍ରଦୂତ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ବିଷାକ୍ତ ଗ୍ୟାସ ଯୋଗୁ ଶ୍ବାସରୁଦ୍ଧ ହୋଇ ସମସ୍ତ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଜର୍ଜିଆ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଥମିକ…

କ୍ରିପ୍ଟୋକରେନ୍ସି ବିଟ୍‌କଏନ୍ ଦାମ୍ ଲକ୍ଷେ ଡ଼ଲାର ଟପିଲା

ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍ ଦାମ୍ ୧,୦୬,୦୦୦ ଡଲାର ହୋଇଯାଇଛି। ଏହା ହେଉଛି ବିଟ୍‌କଏନ୍‌ ମୂଲ୍ୟରେ ସର୍ବକାଳୀନ ରେକର୍ଡ। ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚିତ ହେବା ପରଠାରୁ ଏହାର ଦାମ୍ ନିୟମିତ ଭାବେ ବଢ଼ୁଛି। ସେ…