Browsing Tag

#india

ମା’ ହେଲେ ଗୋପୀ ବୋହୂ ଦେବୋଲିନା

ମା’ ହେଲେ ଲୋକପ୍ରିୟ ଟେଲି ଅଭିନେତ୍ରୀ ତଥା ଗୋପୀ ବୋହୂ ଦେବୋଲିନା ଭଟ୍ଟାଚାର୍ଜୀ। ବିବାହର ୨ବର୍ଷ ପରେ ମା’ ହେଲେ ଟେଲି ଅଭିନେତ୍ରୀ । ବୁଧବାର ଅଭିନେତ୍ରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାଯାଇଛି। ମା’ ହେବା ପରେ ଅଭିନେତ୍ରୀ ନିଜେ ଏହି ଖୁସି ଖବର ଜଣାଇଛନ୍ତି। ଦେବୋଲିନା…

କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଂଜ ଖସିଲା

ଆଜି ଷ୍ଟକ ମାର୍କେଟ କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ଖସିବାରେ ଲାଗିଥିଲା ।  ବର୍ତ୍ତମାନ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ଏକ ହଜାର ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୯ ହଜାର ୧୭୧ରେ ପହଞ୍ଚିଛି । ନ୍ୟାସନାଲ ଷ୍ଟକ୍ ଏକ୍ସେଚଂଜରେ ମଧ୍ୟ ୩୦୨ ପଏଣ୍ଟ ହ୍ରାସ ହୋଇ ୨୩…

ବନ୍ଦର ବିକାଶ ଲାଗି 54 ହଜାର କୋଟି

ବନ୍ଦରଭିତ୍ତିକ ଶିଳ୍ପାୟନ, ବନ୍ଦର ଆଧୁନିକୀକରଣ ଓ ବନ୍ଦରକୁ ରାସ୍ତା ସଂଯୋଗ ପ୍ରଦାନ କରିବା ଲାଗି ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ୫୪ ହଜାର କୋଟି ଟଙ୍କାର ୫୩ଟି ପ୍ରକଳ୍ପ ହାତକୁ ନିଆଯାଇଛି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ରାଜ୍ୟସଭାରେ ଏହି ସୂଚନା…

ଏନ୍‌କାଉଣ୍ଟର୍‌ରେ ୫ ଆତଙ୍କବାଦୀ ନିହତ

ଆଜି ସକାଳେ ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହେବା ପରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହିତ ବେଳେ ଦୁଇ ସୈନିକ ମଧ୍ୟ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ବୁଧବାର ରାତିରେ ଜିଲ୍ଲାର ବେହବାଗ…

22 ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ବାୟୁର ଦିଶା ପରିବର୍ତ୍ତନକୁ ନେଇ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହୋଇପାରେ । ଆଜି…

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ରାଜସ୍ଥାନ ଓ ଦିଲ୍ଲୀ ଗସ୍ତ

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ରାଜସ୍ଥାନ ଓ ଦିଲ୍ଲୀ ଗସ୍ତରେ ଯିବେ । ଆଜିଠୁ ୨୧ ଯାଏଁ ରାଜସ୍ଥାନରେ ରହିବେ ପରେ ଦିଲ୍ଲୀରେ ୫୫ତମ ଜିଏସଟି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ୨୧ତାରିଖ ଦିନ ସେ ରାଜସ୍ଥାନରୁ ଦିଲ୍ଲୀ ଗସ୍ତ କରିବେ  । ୨୧, ୨୨ ଓ ୨୩ ତାରିଖ ଦିଲ୍ଲୀରେ ରହିବେ…

ମୁମ୍ବାଇ ଗେଟ ପାଖରେ ବୁଡ଼ିଲା ଡ଼ଙ୍ଗା , 25 ମୃତ

କଙ୍ଗୋର ମାଇ-ଏନଡୋମ୍ବ ପ୍ରଦେଶର ଫିମି ନଦୀରେ ଏକ ଡଙ୍ଗା ବୁଡ଼ି ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨ରୁ ଅଧିକ ଲୋକ ନିଖୋଜ ଅଛନ୍ତି। କଙ୍ଗୋର ରାଜଧାନୀ କିନସାସାର ଉତ୍ତର-ପୂର୍ବରେ ଅବସ୍ଥିତ ଇନୋଙ୍ଗୋ ସହର ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଧିକାରୀ ଏବଂ ସ୍ଥାନୀୟ…

୨୦୨୪ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା: ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ପୁରସ୍କାର

୨୦୨୪ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ସାହିତ୍ୟ ଏକାଡେମୀ ପୁରସ୍କାର । ଭୂତି ଭକ୍ତି ବିଭୂତି ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ ମିଳିବ ପୁରସ୍କାର । ଏହି ପୁସ୍ତକଟି ଆଧ୍ୟାତ୍ମିକ ଚିନ୍ତନ, ବିଶ୍ବଦୃଷ୍ଟି ଓ ମାନବିକତାରେ…

ଇଣ୍ଡିଆନ୍ ଆଇଡ଼ଲରେ ଜ୍ୟୋତିପ୍ରକାଶ ଓଝାଙ୍କ କମାଲ

ଜାତୀୟ ଚ୍ୟାନେଲ୍ ପ୍ରସ୍ତୁତ ଇଣ୍ଡିଆନ୍ ଆଇଡ଼ଲରେ ନିଜର ଜାଦୁଗରୀ ଗୀତ ଶୁଣାଇ ସମସ୍ତ ଦର୍ଶକଙ୍କୁ ବିମୋହିତ କରିଛନ୍ତି ଓଡ଼ିଆ ପୁଅ ଜ୍ୟୋତିପ୍ରକାଶ ଓଝା। ସେ ଏକାଧାରାରେ ଜଣେ ଗୀତିକାର ହେବାସହ ଶାସ୍ତ୍ରୀୟ ସଂଗୀତଜ୍ଞ ଏବଂ ଚତ୍ମକାର କଣ୍ଠଶୀଳ୍ପୀ ଅଟନ୍ତି। ନିକଟରେ ଇଣ୍ଡିଆନ୍ ଆଇଡ଼ଲରେ ହିନ୍ଦୀ…

ହଟିଲେ ବିବାଦୀୟ ବିଷ୍ଣୁପଦ ସେଠୀ , ଆଜି ଦିନ ୧୨ଟା ରେ ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦେଶ

ଟେଣ୍ଡର ଫିକ୍ସିଂକୁ ନେଇ ସିବିଆଇ ସମନ ପାଇ ଚର୍ଚ୍ଚାରେ ଥିବା ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ମଙ୍ଗଳବାର ଦାୟିତ୍ବରୁ ହଟାଇ ଦେଇଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଭିନ୍ନକ୍ଷମ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ…