Browsing Tag

#india

ଶ୍ରୀମନ୍ଦିର ଭିତରେ ଗଣ୍ଡଗୋଳ , 2 ସବାୟତଙ୍କୁ କାରଣ ଦର୍ଶାଅ ନୋଟିସ

ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ୨ଜଣ ସେବାୟତଙ୍କୁ ଶନିବାର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନେ ହେଲେ ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆ। ଶ୍ରୀମନ୍ଦିର ଆଇନ ୨୧(କ) ଧାରା ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ…

କୁଏତରେ ପ୍ରଧାନମନ୍ତ୍ରୀ , ଦ୍ବିପାକ୍ଷିକ ବୈଠକରେ ହେବେ ସାମିଲ

ଦୁଇଦିନିଆ କୁଏତ୍ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୪୩ ବର୍ଷ ପରେ ପ୍ରଥମଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ କୁଏତ ଗସ୍ତ କରିଛନ୍ତି ମୋଦି। ଗତକାଲି କୁଏତ୍ ବିମାନବନ୍ଦରରେ ପହଞ୍ଚିବା ପରେ ମୋଦୀଙ୍କୁ ରେଡ୍ କାର୍ପେଟରେ ପାଛୋଟି ନେଇଥିଲେ କୁଏତ ପ୍ରିନ୍ସ ଶେଖ ମେଶାଲ ।…

ବଙ୍ଗୋପସାଗରରେ ଦୁର୍ବଳ ହେଲା ଅବପାତ

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇ ଦୁର୍ବଳ ହୋଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ପୂର୍ବର-ଉତ୍ତରପୂର୍ବ ଆଡକୁ ଗତି କରି ଅବପାତ ସମୁଦ୍ର ଭିତରେ ଦୁର୍ବଳ ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେଣୁ ଗତ ଦୁଇ ଦିନ ହେଲା ଜାରି ରହିଥିବା ଲଗାଣ ବର୍ଷା ଆଜିଠୁ…

ମୋ ସ୍କୁଲ ବଦଳରେ ଲାଗୁ ହେବ ‘ପଞ୍ଚସଖା ଶିକ୍ଷା ସେତୁ’

ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଭିତ୍ତିଭୂମି ବିକାଶ କରିବାକୁ ରାଜ୍ୟ ସରକାର ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ପୁରାତନ ଛାତ୍ରଛାତ୍ରୀ, ଗୋଷ୍ଠୀ ସହଭାଗିତା ମା‌ଧ୍ୟମରେ ବିଦ୍ୟାଳୟର ଉନ୍ନତି କରାଯିବ। ତେଣୁ ପୂର୍ବରୁ ଥିବା ‘ମୋ ସ୍କୁଲ ଅଭିଯାନ’ର ନାମ…

ମଙ୍ଗଳସୂତ୍ରକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ କୀର୍ତ୍ତି

ମଙ୍ଗଳସୂତ୍ରକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ କୀର୍ତ୍ତି  । ବିବାହ ପରେ ତାଙ୍କ ବେକରେ ଏବେ ମଙ୍ଗଳସୂତ୍ର ସଦାବେଳେ ଦେଖିବାକୁ ମିଳୁଛି ।  ସୋସିଆଲ ମିଡିଆରେ ତାଙ୍କୁ ନେଇ ଏବେ ଆଲୋଚନା ଜୋର ଧରିଛି । କାହିଁକି ନା କୀର୍ତ୍ତିଙ୍କ ମଙ୍ଗଳସୂତ୍ର ଫଟୋ ଭାଇରାଲ ହେଉଛି । ଦକ୍ଷିଣଭାରତୀୟ…

ଜିଏସଟି ପରିଷଦର ୫୫ତମ ବୈଠକ: ଶସ୍ତା ହେବନି ସ୍ବାସ୍ଥ୍ୟ ବୀମା

ଶସ୍ତା ହେବନି ସ୍ବାସ୍ଥ୍ୟ ବୀମା  । ଅର୍ଥମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି । ରାଜସ୍ଥାନର ଜୟସେଲମେରରେ ଜିଏସଟି ପରିଷଦର ୫୫ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଉପସ୍ଥିତ ଥିଲେ ।…

ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ମୋଦୀ, ମିଳିଲା ଭବ୍ୟ ସ୍ବାଗତ

ସଂସଦର ଶୀତ ଅଧିବେଶନ ସରିଛି । ଏହାପରେ  ପ୍ରଧାନମନ୍ତ୍ରୀ ମୋଦି ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯାଇ ପହଞ୍ଚିଛନ୍ତି। ୪୩ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଇଥିବାରୁ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । କୁଏତର ଆମିର ଶେଖ ମେଶଲ ଅଲ…

ଜର୍ମାନୀର ମାଗ୍‌ଡେବର୍ଗରେ ଖ୍ରୀଷ୍ଟମାସ ବଜାର ଉପରେ ହିଟ୍ ଆଣ୍ଡ ରନ୍ ,2 ମୃତ ୭୦ରୁ ଅଧିକ ଆହତ

ଖ୍ରୀଷ୍ଟମାସ ବଜାରରେ ଲୋକଙ୍କ ଭିଡ ଥିଲା । କାର ଆସି ଲୋକଙ୍କ ଉପରେ ଚଢ଼ିଗଲା ।  ଜର୍ମାନୀର ମାଗ୍‌ଡେବର୍ଗରେ ହିଟ୍ ଆଣ୍ଡ ରନ୍ ,2 ମୃତ ୭୦ରୁ ଅଧିକ ଆହତ । ଜର୍ମାନୀର ମାଗ୍‌ଡେବର୍ଗରେ ଦୁର୍ଘଟଣାକୁ ଗଭୀର ଶୋକ ପ୍ରକାଶ ପାଇଛି  । ଖ୍ରୀଷ୍ଟମାସ୍‌ ବଜାରରେ ବଡ଼ ଅଘଟଣ । ଦ୍ରୁତଗତିରେ କାର୍‌ ଆସି…

ସଂସଦରେ ଠେଲାପେଲା ଘଟଣାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ସଂସଦରେ ଠେଲାପେଲା ଘଟଣାକୁ ନେଇ ସଂସଦରୁ, ପାନ ଦୋକାନ ଚର୍ଚା ହେଉଛି । କିଏ କାହାକୁ ଠେଲିଲା ତାହା ଯେତିକି ଆଲୋଚନା ହେଉନାହିଁ ତାଠୁ ବେଶୀ ଆଲୋଚନା ହେଉଛି ରାହୁଲ ଗାନ୍ଧୀଙ୍କ ଆଚରଣ । ସାଂସଦ ପ୍ରତାପ ଷଡ଼ଙ୍ଗୀ ପଡ଼ିଯିବା ପରେ ସେ କହିଲେ ଯିଏ ଯେମିତି କରିଛି ସେମିତି ଫଳ ପାଇବ । ଏହି ଭିଡିଓ…

ମନ୍ଦିର-ମସ୍‌ଜିଦ ବିବାଦ ଉପରେ ମତଦେଲେ ମୋହନ ଭାଗବତ

ମନ୍ଦିର-ମସ୍‌ଜିଦ ବିବାଦ ଉପରେ ମତଦେଲେ ମୋହନ ଭାଗବତ । ଭାରତରେ ସବୁ ଧର୍ମର ଲୋକ ରହିବେ । ସମ୍ବିଧାନ ଅନୁଯାୟୀ ଦେଶ ଚାଲିବ । ଏଠି ରାମ ମନ୍ଦିର ନିର୍ମାଣ କରି କେହି ହିନ୍ଦୁ ନେତା ହୋଇଯାଆନ୍ତି ନାହିଁ  । ଏହା କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ।…