Browsing Tag

#india

29ରେ ଦର୍ଶକ ଦେଖିବେ ‘ବୋହୂକୁ ଲାଗିଚି ରିଲ୍‌ସ୍‌ ଭୂତ’

ସୃଜନ ଫିଲ୍ମସ ବ୍ୟାନରରେ ନିର୍ମିତ ଟେଲି ସିନେମା ‘ବୋହୂକୁ ଲାଗିଚି ରିଲ୍‌ସ୍‌ ଭୂତ’ ୨୯ ତାରିଖ ସନ୍ଧ୍ୟା ୬.୩୦ ଟାରେ ଜୀ-ସାର୍ଥକରେ ପ୍ରଦର୍ଶିତ ହେବ। ପ୍ରିୟବ୍ରତ ଗିରିଙ୍କ ନିର୍ଦ୍ଦେଶିତ ଏହି ଛବିର କାହାଣୀ ଲେଖିଛନ୍ତି ସୁଶାନ୍ତ ମଣି। ଏଥିରେ ଋଷିକ ମିଶ୍ର ଏବଂ ନିକିତା ମିଶ୍ର ନାୟକନାୟିକା…

ଚାଷୀଙ୍କୁ ମିଳିବ କ୍ଷୟକ୍ଷତି ସହାୟତା, ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ପାଇଁ ଖୁସି ଖବର । ଚାଷୀଙ୍କୁ ମିଳିବ କ୍ଷୟକ୍ଷତି ସହାୟତା । ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଦିନିଆ ବର୍ଷାରେ ହେକ୍ଟର ହେକ୍ଟର ଚାଷ ଜମୀ ନଷ୍ଟ ହୋଇଛି । ଅମଳ ସମୟରେ ଅଦିନିଆ ବର୍ଷା ସୁନାର ଫସଲକୁ ନଷ୍ଟ କରିଦେଇଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।…

ଗ୍ରାମାଞ୍ଚଳରେ ବ୍ୟକ୍ତି ପିଛା ମାସକୁ ହାରାହାରି ୩୩୫୭ ଟଙ୍କା ଖର୍ଚ୍ଚ

ଓଡ଼ିଶାର ସହରାଞ୍ଚଳରେ ଜୀବନଯାପନ କରିବା ଲାଗି ଅଧିକ ଟଙ୍କା ଆବଶ୍ୟକ। ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ମାସକୁ ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି, ସହରାଞ୍ଚଳ ଲୋକମାନେ ତା’ଠାରୁ ୭୩ ପ୍ରତିଶତ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ବ୍ୟକ୍ତି ପିଛା ମାସକୁ ହାରାହାରି…

ମୋହନାରେ ମୃଦୁ ଭୂମିକମ୍ପ

ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମୃଦୁ ଭୂମିକମ୍ପ । ମୋହନା ଓ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଝଟକା ପରେ ଭୟରେ ଭୟରେ ଘରୁ ବାହାରି ଆସିଲେ ଲୋକେ । ୨ ସେକେଣ୍ଡ ପାଖାପାଖି ଭୂମିକମ୍ପ ଅନୁଭୂତ ହୋଇଛି । ଅପରାହ୍ନ ୧ଟା ୧ ମିନିଟରେ ଭୂମିକମ୍ପ ହୋଇଥିବା ସୂଚନା ।…

ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ପାର୍ଥିବଶରୀର

ପଞ୍ଚଭୂତରେ ଲୀନ ହେଲେ ମନମୋହନ। ଲୁହ ଭରା ଆଖିରେ ସଂସାରର ସଂସ୍କାରକୁ ବିଦାୟ ଦେଲେ ଦେଶବାସୀ।  ଗୁରୁବାର ରାତିରେ ୯୨ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦେହାନ୍ତ ହୋଇଥିଲା । ଦେହାନ୍ତ ପରେ ତାଙ୍କ ଝିଅ ଆସିପାରିନଥିବାରୁ ଶୁକ୍ରବାର ପରିବର୍ତ୍ତେ ଆଜି ତାଙ୍କର…

ଅନ୍ତିମ ଯାତ୍ରାରେ ମନମୋହନ , ଶେଷ ଦର୍ଶନ କଲେ କଂଗ୍ରେସ ନେତା

କଂଗ୍ରେସ ମୁଖ୍ୟାଳୟରେ ପୂର୍ବ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀର । ଶେଷ ଦର୍ଶନ କଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେଙ୍କ ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଆଉ ସୋନିଆ ଗାନ୍ଧୀ । ତେବେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ତାଙ୍କ ବାସଭବନରୁ…

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି, ଆଜି ହେବ ଶେଷକୃତ୍ୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବାସଭବନରେ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ସମେତ ବହୁ ନେତା ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।…

ମାଟ୍ରିକ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ

ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ)ର ଲାଇଭ୍ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା ହେବ। ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ। ମାଟ୍ରିକ୍ ପରୀକ୍ଷାରେ କପି ରୋକିବା ସହ ପ୍ରଶ୍ନପତ୍ର ଭାଇରାଲ ଭଳି ଅନିୟମିତତାକୁ ପ୍ରତିହତ…

ଆଜିର ରାଶିଫଳ

ମେଷ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରର ବାତାବରଣ ଭଲ ରହିବ। ଜୀବନସାଥୀ ଆପଣଙ୍କ ପସନ୍ଦର ପୋଷାକ ଦେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ବୃଷ: ବେପାରରେ ଯଥେଷ୍ଟ ଲାଭ ହେବ। ଭାଇ ଭଉଣୀଙ୍କ ଠାରୁ କୌଣସି କାମରେ ସାହାଯ୍ୟ ନେଇ ପାରନ୍ତି। ଧନଲାଭର ଅବସର…

ଆଜିଠୁ 2 ଦିନ ବର୍ଷା

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲି ବା ଶନିବାର ଠାରୁ ଦୁଇ ଦିନ ବର୍ଷା ହେବ। ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ଉତ୍ତର-ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଦୁଇ ଦିନ ତଳେ ଲଘୁଚାପ ପ୍ରଭାବରେ ହୋଇଥିବା…