Browsing Tag

#india

‘ପୁଷ୍ପା-୨’ର ପ୍ରିମିୟର ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ପବନ କଲ୍ଯାଣଙ୍କ ପ୍ରତିକ୍ରିୟା

‘ପୁଷ୍ପା-୨’ର ପ୍ରିମିୟର ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହେବାକୁ ନେଇ ବିବାଦରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ବିବାଦ ବଢ଼ୁଥିବା ଦେଖି ଅର୍ଜୁନ, ‘ପୁଷ୍ପା-୨’ର ନିର୍ମାତା ଓ ନିର୍ଦ୍ଦେଶକ ମିଶି ମୃତକଙ୍କ ପରିବାରକୁ ୨କୋଟି ଦେଇଥିବା ବେଳେ ଏବେ ଏହି ଘଟଣାକୁ ନେଇ ସୁପରଷ୍ଟାର…

ହକି ଇଣ୍ଡିଆ ଲିଗ୍‌ରେ କଳିଙ୍ଗ ଲାନ୍‌ସର୍ସ ପରାଜୟରୁ ଅଭିଯାନ ଆରମ୍ଭ

ହକି ଇଣ୍ଡିଆ ଲିଗ୍‌ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଶକ୍ତିଶାଳୀ ୟୁପି ରୁଦ୍ର‌ାସ୍‌ଠାରୁ ୧-୩ ଗୋଲ୍‌ରେ ପରାସ୍ତ ହୋଇଛି। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ରେ କଳିଙ୍ଗ ଲାନ୍‌ସର୍ସ ସୁନ୍ଦର ପ୍ରଦର୍ଶନ କରିଥିଲା। ୧୩ତମ ମିନିଟ୍‌ରେ ଦଳର ବିଦେଶୀ ତାରକା…

କିଛି ନୂଆ ଚମତ୍କାର ଦେଖାଇବାକୁ ଯାଉଛି ଇସ୍ରୋ

ଆଜି ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ପିଏସ୍‌ଏଲ୍‌ଭି ସି୬୦ ବା ସ୍ପେଡେକ୍ସ ମିଶନ ଲଞ୍ଚ କରିବାକୁ ଯାଉଛି। ରାତି ୯ଟା ୫୮ରେ ଲଞ୍ଚ ପ୍ରୋଗ୍ରାମ ଆରମ୍ଭ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଇସ୍ରୋର ଏହି ଅଭିଯାନ ସଫଳ ହେଲେ ଏହା କରିବାରେ ଚତୁର୍ଥ ଦେଶ ହେବ ଭାରତ। ଏହାକୁ…

ଆଜି ଆକାଶରେ ଦିଶିବ କଳା ଜହ୍ନ

ଆଜି ଆକାଶରେ ଦିଶିବ କଳା ଜହ୍ନ। ସେହିପରି ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି ତାହାକୁ କଳା ଜହ୍ନ ବୋଲି କୁହାଯାଏ। କଳାଜହ୍ନ କଥା କହିଲେ ମନରେ ଅନେକ କୌତୁହଳ, ରୋମାଞ୍ଚ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ। ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ।…

ଆସନ୍ତାକଲି ଭରତ ବନ୍ଦ ଡକରା ଦେଇଛି ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା

ଆସନ୍ତା କଲି ଭାରତ ବନ୍ଦ ଡାକରା ଦିଆଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ପାଳନ ପାଇଁ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦିଅଯାଇଛି। ଛତ୍ରପୁର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ପଛୁଆ ବର୍ଗ ଓବିସି…

ଆଜି 7 ଜିଲ୍ଲାରେ ବର୍ଷା

ପଶ୍ଚିମାଝଡ଼ ପ୍ରଭାବରେ ଆଜି ସୁନ୍ଦରଗଡ଼ରେ ବର୍ଷା ହୋଇଛି। ଏଠାରେ ସର୍ବାଧିକ ୨.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ୦.୯ ଓ ଝାରସୁଗୁଡ଼ାରେ ୦.୮ ମିମି ବର୍ଷା ହୋଇଛି। ଆସନ୍ତାକାଲି ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ , କେନ୍ଦୁଝର, ମୟୁରଭଞ୍ଜ ,ମ୍ବଲପୁରରେ ବର୍ଷା ହେବା…

ଆଜି ସ୍ପେଡେକ୍ସ ମିଶନ ଲଞ୍ଚ କରିବ ଇସ୍ରୋ

ନୂଆବର୍ଷ ପୂର୍ବରୁ ଚମତ୍କାର କରିବାକୁ ଯାଉଛି ଇସ୍ରୋ । ଯାହା କେବଳ ଚୀନ୍, ଆମେରିକା ଓ ଋଷ କରିପାରିଛନ୍ତି ତାହା କରିବାକୁ ଯାଉଛି ଭାରତ । ଇସ୍ରୋର ଏହି ଅଭିଯାନ ସଫଳ ହେଲେ ଏକରିବାରେ ଚତୁର୍ଥ ଦେଶ ହେବ ଭାରତ। ଏହାକୁ କୁହାଯାଉଛି ସ୍ପେଡେକ୍ସ ମିଶନ। ଆଜି ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍…

ସରକାରଙ୍କୁ ୨୦୦ ଦିନ ପୂରିଲା, ସ୍ୱପ୍ନ ହୋଇଗଲା ଭତ୍ତା ଟଙ୍କା

୨୦୨୪ ବର୍ଷ ସରିବାକୁ ଆଉ ଦୁଇଦିନ ବାକି। ସରକାରଙ୍କୁ ୨୦୦ ଦିନ ପୂରିଲା। ମାତ୍ର ନିର୍ବାଚନ ପୂର୍ବରୁ ବିଜେପି ଘୋଷଣା ପତ୍ରରେ ସ୍ଥାନୀତ ୩୦୦୦ ଟଙ୍କା ଭତ୍ତା ହିତାଧିକାରୀଙ୍କ ପାଇଁ ସ୍ୱପ୍ନ ହୋଇଗଲା। ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦%ରୁ ଊର୍ଦ୍ଧ୍ବ ଅକ୍ଷମଙ୍କୁ ଯେଉଁ ୩୫୦୦ ଟଙ୍କା ଦିଆଯିବା ପାଇଁ…

ଯମୁନା ଘାଟରେ ବିସର୍ଜନ ହେଲା ମନମୋହନଙ୍କ ଅସ୍ଥି

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ ଗତକାଲି ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ  ସଂପନ୍ନ ହେବାର ଦିନକ ପରେ ଆଜି ଦିଲ୍ଲୀର ଗୁରୁଦ୍ୱାର ଟିଲା ସାହିବ ନିକଟସ୍ଥ ଯମୁନା ଘାଟରେ ଅସ୍ଥି ବିସର୍ଜନ କରାଯାଇଛି। ଅସ୍ଥି ବିସର୍ଜନ ପରେ ପରିବାର ସଦସ୍ୟମାନେ…

ନନ୍ଦନକାନନ ବୁଲିଲେ 43 ହଜାର ପର୍ଯ୍ୟଟକ

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବର୍ଷ-୨୦୨୪ର ଶେଷ ରବିବାର ଅବସରରେ ଆଜି ପ୍ରବଳ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ସରକାରୀ କାର୍ଯ୍ୟାଳୟ ସମେତ ଅନେକ ଘରୋଇ କଂପାନିର କାର୍ଯ୍ୟାଳୟ ଛୁଟି ଥିବାରୁ ହଜାର ହଜାର ଲୋକ ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନନ୍ଦନକାନନରେ…