Browsing Tag

#india

ମାର୍ଚ୍ଚ ୮ ତାରିଖରେ ମୁକ୍ତିଲାଭ କରିବ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀ ଆଧାରିତ ସିନେମା ‘ପାଦେ ଆକାଶ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ ତାରିଖରେ ମୁକ୍ତିଲାଭ କରିବ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀ ଆଧାରିତ ସିନେମା ‘ପାଦେ ଆକାଶ’। ତରଙ୍ଗ ସିନେ ପ୍ରଡକସନ୍ ପ୍ରଯୋଜିତ ଏହି ସିନେମାରେ ଅର୍ଚ୍ଚିତା ଓ ଅଙ୍କିତ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ‘ପାଦେ ଆକାଶ’ରେ…

ଭାରତର ଜିଡିପି ଅଭିବୃଦ୍ଧି ୨୦୨୫ରେ ୬.୬ ପ୍ରତିଶତ ରହିବ- ଜାତିସଂଘ

ଭାରତର ଜିଡିପି ଅଭିବୃଦ୍ଧି ୨୦୨୫ରେ ୬.୬ ପ୍ରତିଶତ ରହିବ। ମୁଖ୍ୟତଃ ଅଧିକ ଘରୋଇ ଖର୍ଚ୍ଚ ଓ ନିବେଶ ପାଇଁ ଅର୍ଥନୀତିର ଅଭିବୃଦ୍ଧି ଏଭଳି ସ୍ତରରେ ରହିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ବିଶ୍ବ ଅର୍ଥନୈତିକ ପରିସ୍ଥିତି ଓ ସମ୍ଭାବନା ୨୦୨୫ ରିପୋର୍ଟରେ ଦର୍ଶାଯାଇଛି।  ଏଥି ସହିତ ବିଶ୍ବର…

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍‌ ବିଧାୟକ

ପଶ୍ଚିମ ଲୁଧିଆନାର ଆପ୍‌ ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ ହୋଇଛି । ଗୁରୁତର ବିଧାୟକଙ୍କୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।ସୂଚନାରୁ ଜଣାପଡିଛି କି  ଗତକାଲି ମଧ୍ୟରାତିରେ ଗୁରପ୍ରୀତଙ୍କୁ ଗୁଳି ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡିଏମସି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।…

ନୀରଜ ଚୋପ୍ରା ଚଳିତ ବର୍ଷର ବିଶ୍ବର ଶ୍ରେଷ୍ଠ ପୁରୁଷ ଜାଭ୍‌ଲିନ୍‌ ଫିଙ୍ଗାଳି

ଅଲିମ୍ପିକ୍‌ ପଦକ ବିଜେତା ନୀରଜ ଚୋପ୍ରା ଚଳିତ ବର୍ଷର ବିଶ୍ବର ଶ୍ରେଷ୍ଠ ପୁରୁଷ ଜାଭ୍‌ଲିନ୍‌ ଫିଙ୍ଗାଳି ହେବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ବର ନାମକରା ଆମେରିକୀୟ ପତ୍ରିକା ‘ଟ୍ରାକ୍‌ ଆଣ୍ଡ ଫିଲ୍ଡ ନ୍ୟୁଜ୍‌’ ପକ୍ଷରୁ ପ୍ୟାରିସ୍‌ ଅଲିମ୍ପିକ୍ସ ରୌପ୍ୟ ବିଜେତା ନୀରଜଙ୍କୁ ଏହି ସମ୍ମାନ…

ଦେଶରେ ଏଚ୍‌ଏମ୍‌ପିଭି ଆକ୍ରନ୍ତଙ୍କ ସଂଖ୍ୟା ୧୪ ଛୁଇଁଲା

ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଏଚଏମପିଭି । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ ବର୍ତ୍ତମାନ ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଁଚିଛି। ଶୁକ୍ରବାର ମହାରାଷ୍ଟ୍ର ନାଗପୁରରେ ଦୁଇ ଶିଶୁଙ୍କ ରିପୋର୍ଟ ପଜେଟିଭ୍ ଆସିଛି । ଏବେ ସୁଦ୍ଧା ମହରାଷ୍ଟ୍ର,…

ଫ୍ଲିମ ‘ଏମରଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ଅନୁରୋଧ କଲେ କଙ୍ଗନା

ବଲିଉଡ୍‌ ଅଭିନେତା-ନିର୍ଦ୍ଦେଶକ ତଥା ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ‘ଏମରଜେନ୍ସିଂ’ ନାନାଦି ବିବାଦ ପରେ ରିଲିଜ ହେଉଛି। ଜାନୁଆରୀ ୧୭ରେ ଏହା ପରଦାକୁ ଆସିବ। ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ଏବେ କଙ୍ଗନା ଇନ୍ଦିରାଙ୍କ…

ତିରୁପତି ମନ୍ଦିରରେ ଦଳାଚକଟାରେ ୬ ମୃତ ଶତାଧିକ ଆହତ

ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରର ବୈକୁଣ୍ଠ ଦ୍ୱାର ଦର୍ଶନ ଟିକେଟ୍ କେନ୍ଦ୍ର ନିକଟରେ ଦଳାଚକଟା ଘଟି ୬ ଜଣ ମୃତ୍ୟୁ ବରଣ କରିଛନ୍ତି। ଖବର ଅନୁସାରେ ସକାଳ ସମୟରେ ହଜାର ହଜାର ଭକ୍ତ ତିରୁପତିଙ୍କ ବିଭିନ୍ନ ଟିକେଟ୍ କେନ୍ଦ୍ରରେ ଧାଡ଼ିରେ ଠିଆ ହୋଇଥିଲେ। ଯେତେବେଳେ…

ଭି ନାରାୟଣନ କିଏ?

ଭି ନାରାୟଣନ କୁ ନେଇ ଚର୍ଚ୍ଚା । ଇସ୍ରୋର ଏବେ ସେ ମୁଖ୍ୟ ହେବାକୁ ଯାଉଛନ୍ତି । ବିଶିଷ୍ଟ ବୈଜ୍ଞାନିକ ଡ. ଭି ନାରାୟଣନ ୨୦୨୫ ଜାନୁଆରି ୧୪ରେ ପରବର୍ତ୍ତୀ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। ବର୍ତମାନ ସେ ଲିକ୍ୱିଡ୍ ପ୍ରପଲସନ ସିଷ୍ଟମ୍ ସେଣ୍ଟର (ଏଲ୍‌ପିଏସ୍‌ସି)ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ…

ନୂଆ ଅବସର ମିଳିବାର ଯୋଗ ଅଛି

ମେଷ: କାର୍ଯ୍ୟକ୍ଷେତ୍ରରେ କତୃପକ୍ଷଙ୍କ ଠାରୁ ଆପଣଙ୍କୁ ପ୍ରୋତ୍ସାହନ ମିଳିବ। ନୂଆ ଚାକିରିର ଡ଼ାକରା ଆସିପାରେ। ନିଜର ସମସ୍ୟାକୁ ସାଙ୍ଗ ବା ବନ୍ଧୁଙ୍କୁ କହିବେ। ପାରିବାରିକ ଜୀବନ ସୁଖଦ ରହିବ। ‌ନୂଆ ଅବସର ମିଳିବାର ଯୋଗ ଅଛି ବୃଷ: ଘରର ପରିବେଶ ଅତି ପ୍ରସନ୍ନ ରହିବ। ପରିବାର…

ଆଶାରାମ ବାପୁଙ୍କୁ ମିଳିଲା ଅନ୍ତରୀଣ ଜାମିନ

ବିବାଦୀୟ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁ(୮୬)ଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଆଶାରାମଙ୍କ ବୟସ ଓ ତାଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଜଷ୍ଟିସ୍‌ ଏମ୍‌. ଏମ୍‌. ସୁନ୍ଦ୍ରେଶ ଏବଂ ଜଷ୍ଟିସ୍‌ ରାଜେଶ ବିନ୍ଦଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା…