Browsing Tag

#india

ଊତ୍ତରପ୍ରଦେଶର କନୌଜ ରେଳଷ୍ଟେଶନରେ ଭୁଶୁଡ଼ିଲା ବିଲ୍ଡିଂ

ଊତ୍ତରପ୍ରଦେଶର କନୌଜ ରେଳଷ୍ଟେଶନରେ ଏକ ନିର୍ମାଣାଧୀନ ବିଲ୍ଡିଂର ଛାତ ଶନିବାର ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ପୋତିହୋଇ ରହିଥିବା ଆଶଙ୍କା କରାଯାଉଛି। ଷ୍ଟେଶନର ସୌନ୍ଦର୍ଯ୍ୟକରଣ ପାଇଁ ଏକ ଦୁଇମହଲା ବିଲ୍ଡିଂ ନିର୍ମାଣ ଚାଲିଥିବାବେଳେ ଏହା ଭୁଶୁଡ଼ି ପଡ଼ିଥିଲା। ସେତେବେଳେ…

ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଣ୍ଡୋନେସିଆ ରାଷ୍ଟ୍ରପତି

ଚଳିତ ବର୍ଷ ଜାନୁଆରୀ ୨୬ତାରିଖରେ, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି। ତଥାପି, ଭାରତ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରିନାହିଁ। ପ୍ରକୃତରେ, ପୂର୍ବରୁ ଖବର ଆସିଥିଲା ଯେ ପ୍ରବୋଓ ଭାରତ ପରେ…

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ଜାନୁଆରୀ ୨୨ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଶନିବାରଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଭାରତୀୟ ଦଳ ଘୋଷଣା କରିଛି। ଦ୍ରୁତ ବୋଲର ମହମ୍ମଦ ଶାମି ୧୪ ମାସ ପରେ ଭାରତୀୟ ଦଳକୁ ଫେରିଛନ୍ତି।…

 ତାମିଲନାଡ଼ୁରେ 2 ଓଡ଼ିଆ ଦାଦନଙ୍କୁ ହତ୍ୟା

ତାମିଲନାଡ଼ୁରେ 2 ଦାଦନଙ୍କୁ ହତ୍ୟା କରାଯାଇଛି। ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇ 2 ଯୁବକଙ୍କ ମୃତ୍ୟୁ ହୋଇଛି ।ଚେନ୍ନାଇ ସେଣ୍ଟ୍ରାଲ ନିକଟ ପେରାମ୍ବର ଷ୍ଟେସନରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ ।2 ମୃତଦେହ ଉଦ୍ଧାର ନେଇ ସୂଚନା ଦେଲା ତାମିଲନାଡ଼ୁ ପୋଲିସ ।  2 ମୃତକ ହାତୀଶାଲପଡ଼ାର ଉମେଶ…

ପ୍ରୟାଗରାଜରେ ମହାକୁମ୍ଭକୁ ନେଇ ବ୍ୟାପକ ପ୍ରସ୍ତୁତି

ଆସନ୍ତା 13 ତାରିଖଠୁ ମହାକୁମ୍ଭ ଆରମ୍ଭ ହେଉଥିବାରୁ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେଇଛି ଉତ୍ତର ପ୍ରଦେଶ ପୋଲିସ । ଏଆଇ ଟୋକନୋଲୋଜିର ଉପଯୋଗ ସହ କୁମ୍ଭମେଳା ସ୍ଥଳରେ ଲାଗିଛି 4 ହଜାର କ୍ୟାମେରା । ସାଇବର ଠକଙ୍କ ଉପରେ ବି ରହିଛି ନଜର । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ବ୍ୟାନ…

ଅଭିନେତା ଟିକୁ ତଲସାନିଆଙ୍କୁ ହାର୍ଟଆଟାକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି

ଟିଭି ତଥା ବଲିଉଡର ଜଣାଶୁଣା ଅଭିନେତା ଟିକୁ ତଲସାନିଆଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି ଜଣାପଡିଛି । ତାଙ୍କୁ ହାର୍ଟଆଟାକ ଆସିଥିବା ବୋଲି ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି । ସେଠାରେ ଡାକ୍ତରମାନେ ଅଭିନେତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।…

ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ People by WTF seriesରେ ପ୍ରଥମଥର ପାଇଁ ମୋଦି ନିଜ ବ୍ୟକ୍ତିଗତ ଓ ରାଜନୀତି ଜୀବନକୁ ନେଇ ଜଣାଅଜଣା କଥା ପ୍ରକାଶ କରିଛନ୍ତି । ୨ ଘଣ୍ଟାରୁ ଅଧିକ ସମୟ ଧରି ମୋଦି ପୋଡକାଷ୍ଟରେ…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷ ପୂର୍ତ୍ତି ପାଳିତ

ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଏକବର୍ଷ ପୂରଣ ହୋଇଛି । ଏହି ଅବସରରେ ଆଯୋଧ୍ୟାରେ ଭବ୍ୟ ଆୟୋଜନ କରାଯାଇଛି । ତିନିଦିନ ପର୍ଯ୍ୟନ୍ତ ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଅୟୋଜିତ କରାଯିବ । ରାମମନ୍ଦିରକୁ ୫୦ କ୍ୱିଣ୍ଟାଲ ପୁଷ୍ପରେ ସଜା ଯାଇଛି । ପ୍ରଥମ ବାର୍ଷିକୀ…

କାନାଡ଼ା ପ୍ରଧାନମନ୍ତ୍ରୀ ରେସରେ ଭାରତୀୟ ବଂଶୋଭବ ଚନ୍ଦ୍ର ଆର୍ଯ୍ୟ

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଇସ୍ତଫା ପରେ ମାର୍ଚ୍ଚ ୯ରେ ଶାସକ ଲିବରାଲ ପାର୍ଟି ଦେଶର ନୂଆ ନେତା ବାଛିବାକୁ ଯାଉଛି। ନୂଆ ନେତା ଚୟନ ପର୍ଯ୍ୟନ୍ତ ଟ୍ରୁଡୋ କାମଚଳା ପ୍ରଧାନମନ୍ତ୍ରୀ ରହିବେ। ତେବେ ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଅଧିକାରୀ ମାର୍କ କାର୍ନେୟ ଏବଂ ପୂର୍ବତନ…

ପକ୍ଷୀଙ୍କ ଶରୀରରେ ଲାଗିଲା ଟ୍ରାନ୍ସମିଟର

ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। ‌କେଉଁ ପକ୍ଷୀ କେଉଁଠାରୁ ଆସିଛନ୍ତି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟୁଛନ୍ତି। ବାରମ୍ବାର ପ୍ରୟାସ କରାଯିବା ସତ୍ତ୍ବେ କିଛି ପକ୍ଷୀଙ୍କ ଆଗମନ ସ୍ଥଳ…