Browsing Tag

#india

ଆଜି ପରେ ବଢିବ ତାତି

ରାଜ୍ୟରେ ଏବେ ପାଗ ଆଂଶିକ ମେଘୁଆ ରହୁଥିବା ବେଳେ ଉପରବେଳା ଘଡ଼ଘଡ଼ି ସହ ବର୍ଷା ହେଉଛି। ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ ଉଷ୍ମ, ଆର୍ଦ୍ର ପରିବେଶ ଯୋଗୁଁ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୩ ଦିନ ମଧ୍ୟ ରାଜ୍ୟରେ ଏହି ପାଗ ଜାରି ରହିବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଗଜପତି, ଗଞ୍ଜାମ, ରାୟଗଡ଼ା,…

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପକ୍ଷରୁ ପରିଚାଳିତ ଶାସ୍ତ୍ରୀ +୩ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶିତ

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପକ୍ଷରୁ ପରିଚାଳିତ ଶାସ୍ତ୍ରୀ +୩ ଶେଷବର୍ଷ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଉତ୍ତୀର୍ଣ୍ଣ ହାର ୮୧. ୭୮% ରହିଛି। ଛାତ୍ରଙ୍କଠାରୁ ଆଗରେ ରହିଛନ୍ତି ଛାତ୍ରୀ। ୧୧୮ ପରୀକ୍ଷା କେନ୍ଦ୍ରରେ ୧୩୯ ସଂସ୍କୃତ କଲେଜର ୫୦୮୯ ଛାତ୍ରଛାତ୍ରୀ ପରୀକ୍ଷା…

ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ

ପୁଣି ଅଘଟଣ ଘଟିଛି କଟକ ସହରରେ। କ୍ୟାଣ୍ଟେନ୍‌ମେଣ୍ଟ ଥାନା ଅଧୀନ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଏକ ଅଘଟଣ ଘଟିଛି। ଏଠାରେ ଚାଲିଥିବା ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସୁଜୟ କୁମାର (୨୦)। ସେ ବିହାର…

ରାଜ୍ୟର ବିଜେପି ସରକାର ଆସନ୍ତା ୨୦ ତାରିଖରେ ଏକ ବର୍ଷ ପୂର୍ତି ଉତ୍ସବ ପାଳିବ

ରାଜ୍ୟର ବିଜେପି ସରକାର ଆସନ୍ତା ୨୦ ତାରିଖରେ ଏକ ବର୍ଷ ପୂର୍ତି ଉତ୍ସବ ପାଳନ କରିବେ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଉତ୍ସବରେ ଦେଢ଼ ଲକ୍ଷରୁ ଅଧିକ ଲୋକ ସାମିଲ ହେବେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ତେବେ କେଉଁଠାରେ ଉତ୍ସବ ପାଳନ ହେବ ସେ ନେଇ…

ନୂଆ ଦଳ ଗଢ଼ିପାରନ୍ତି ମସ୍କ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଲିୟନେୟାର ଏଲନ୍ ମସ୍କଙ୍କ ‘ବ୍ରୋମାନ୍ସ’ (ନିବିଡ଼ ସମ୍ପର୍କ)ର ପରିସମାପ୍ତି ସହ ଏହା ଅତିମାତ୍ରାରେ ତିକ୍ତ ହୋଇଉଠିଛି। ଉଭୟ ଟ୍ରମ୍ପ ଓ ମସ୍କ ପରସ୍ପର ବିରୋଧରେ ଏକପ୍ରକାର ଯୁଦ୍ଧ ଘୋଷଣା କରିଥିବାରୁ ଏହା ସୋସିଆଲ୍‌ ମିଡିଆରେ  ଚର୍ଚ୍ଚାର ବିଷୟ…

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସିମଲାର ଆଇଜିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୋନିଆ ହିମାଚଳପ୍ରଦେଶର ସିମଲା ଅନ୍ତର୍ଗତ ଚାରବ୍ରାରେ ଥିଲେ। ସେଠାରେ ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ…

ଲେଗ୍‌ ସ୍ପିନର୍‌ ପୀୟୂଷ ଚାୱଲା ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି

ଦୁଇ ଦଶନ୍ଧି ଧରି ଭାରତୀୟ କ୍ରିକେଟ୍‌ର ସେବା କରିଥିବା ଲେଗ୍‌ ସ୍ପିନର୍‌ ପୀୟୂଷ ଚାୱଲା ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏହି ଭେଟେରାନ୍‌ କ୍ରିକେଟର୍‌ ୨୦୦୭ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ଦିଦିକିଆ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ରହିଥିଲେ। ଶୁକ୍ରବାର ସେ…

ରେପୋ ହାର ୦.୫୦ ପ୍ରତିଶତ ହ୍ରାସ

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ରେପୋ ହାରରେ ୦.୫୦ ପ୍ରତିଶତ ହ୍ରାସ କରିଛନ୍ତି। ଫଳରେ ଏହି ଗୁରୁତ୍ବପୂର୍ଣ୍ଣ ସୁଧ ହାର ୫.୫ ପ୍ରତିଶତକୁ ହ୍ରାସ ପାଇଛି। ଏହାର ପ୍ରଭାବରେ ଆଗାମୀ ଦିନରେ ଘର, ଗାଡ଼ି ଓ ବ୍ୟକ୍ତିଗତ କାର୍ଯ୍ୟ ଲାଗି…

ରଜରେ ତିନିଟିଯାକ ସିନେମାରେ କଣ୍ଠଦାନ କରିଛନ୍ତି କରିଛନ୍ତି ସୁଗାୟିକା ଅନ୍ତରା ଚକ୍ରବର୍ତ୍ତୀ

ଚଳିତ ବର୍ଷ ରଜରେ ମୁକ୍ତିଲାଭ କରୁଥିବା ତିନିଟିଯାକ ଓଡ଼ିଆ ଛବିରେ କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି ସୁଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ରଜର ପ୍ରଥମ ସିନେମା ‘ଫାଷ୍ଟ ଲଭ୍’ରେ ସୋମେଶ ଶତପଥୀଙ୍କ ସଂଗୀତ ନିର୍ଦ୍ଦେଶନାରେ ସେ ଗାଇଛନ୍ତି ‘ଜୟ ହୋ..’। ଏଣେ ଅଭିଜିତ ମଜୁମ୍‌ଦାରଙ୍କ ସ୍ବର ସଂଯୋଜିତ…

ଶରୀର ପାଇଁ ଜରୁରୀ ଏହି ତିନି ଭିଟାମିନ

ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ଭିଟାମିନ୍‍ ଏବଂ ଖଣିଜ ପଦାର୍ଥର ଆବଶ୍ୟକତା ରହିଛି । ଶରୀରରେ ଏହି ସବୁ ଭିଟାମିନ୍‍ ର ମାତ୍ରା କମ ରହିଲେ ସମଗ୍ର ବ୍ୟବସ୍ଥା ନଷ୍ଟ ହୋଇଯାଏ । ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ ଅଧିକାଂଶ ଲୋକ ଅତ୍ୟାବଶ୍ୟକ ଭିଟାମିନ୍‍ ଅଭାବରେ ପୀଡିତ…