Browsing Tag

#india

ଆଜିର ରାଶିଫଳ

ମେଷ: ଶୀଘ୍ର ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ, ନଚେତ୍ ବ୍ୟବସାୟରେ କ୍ଷତି ହୋଇପାରେ ଏବଂ ଆପଣଙ୍କୁ ଉପରିସ୍ଥ ଅଧିକାରୀଙ୍କଠାରୁ ଭର୍ତ୍ସନା ହୋଇପାରେ । ଆପଣଙ୍କୁ କାର୍ଯ୍ୟସ୍ଥଳରେ ସହକର୍ମୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ଛାତ୍ରମାନଙ୍କ ପାଇଁ ଏହା ଏକ ଭଲ ସମୟ । ବୃଷ: ଆଜି ଏକ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ। ଦୁର୍ନୀତି, କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ,ନିଲମ୍ବିତ ହେଲେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ। ଦୁର୍ନୀତି, କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ । ବରଗଡ଼ ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ମଦନ ମୋହନ ସେଠୀ, ଭେଡେନ ଜଳସେଚନ ସବ ଡିଭିଜନ ଆସିଷ୍ଟାଣ୍ଟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାଜ…

ଦଳର ବିପର୍ଯ୍ୟସ୍ଥ ଅବସ୍ଥା ସମୟରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ

ଦଳର ବିପର୍ଯ୍ୟସ୍ଥ ଅବସ୍ଥା ସମୟରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ମଙ୍ଗଳବାର ଦିଲ୍ଲୀରେ ସୋନିଆଙ୍କ ବାସଭବନରେ ହୋଇଥିବା ବୈଠକରେ, ଦୁଇ ନେତ୍ରୀ ଇଣ୍ଡି ମେଣ୍ଟ ବୈଠକ ପରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ସମନ୍ୱୟ ରକ୍ଷା କରି ରଣନୀତି…

ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ ଡ଼ାଳିମ୍ବ

ଡାଳିମ୍ବ ଯେତିକି ସ୍ବାଦିଷ୍ଟ ସୁସ୍ଥ ଶରୀର ପାଇଁ ସେତିକି ଫଳପ୍ରଦ ହୋଇଥାଏ । ସାଧାରଣତଃ ଆମେ ଡାଳିମ୍ବର ଉପକାରିତା ସମ୍ପର୍କରେ ଅଳ୍ପ ବହୁତେ ଜାଣିଥାଉ । ଡାଳିମ୍ବରେ ଅନେକ ଲାଭକାରୀ ଗୁଣ ରହିଛି । ଏହାର ମିଠା ସ୍ୱାଦ ସହ ଏହା ଆମ ଶରୀରକୁ ପୋଷକତା ଯୋଗାଇଥାଏ । ଡାଳିମ୍ବ ପ୍ରାୟତଃ ରକ୍ତ…

ଫୈସଲ ଖାନ୍ ଓରଫ ଖାନ୍ ସାରଙ୍କୁ ବଡ଼ ଆଶ୍ବସ୍ତି ,ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଲେ ପାଟନା ଜିଲ୍ଲା ଜଜ୍

ପାଟନା ଜିଲ୍ଲା ଜଜ୍ ଫୈସଲ ଖାନ୍ ଓରଫ ଖାନ୍ ସାରଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ୨ ଜୁନରେ ତାଙ୍କ କୋଚିଂ ଇନଷ୍ଟିଚ୍ୟୁଟରେ ଗୁଳିକାଣ୍ଡ ଘଟାଇବା ଅଭିଯୋଗରେ ଦାୟର ହୋଇଥିବା ମାମଲାରେ ତାଙ୍କ ଗିରଫଦାରୀ ଉପରେ ମଧ୍ୟ ସ୍ଥଗିତ ରଖିଛନ୍ତି  । ଜୁନ୍ ୨ ତାରିଖରେ ଖାନ ଗ୍ଲୋବାଲ ଷ୍ଟଡିଜରେ…

Vivo ଲଞ୍ଚ କରିଛି ଏକ ଜବରଦସ୍ତ ପାୱାରଫୁଲ୍ ସ୍ମାର୍ଟଫୋନ୍,ଜାଣନ୍ତୁ ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ

Vivo ଲଞ୍ଚ କରିଛି ଏକ ଜବରଦସ୍ତ ପାୱାରଫୁଲ୍ ସ୍ମାର୍ଟଫୋନ୍ । ଯାହା ଫିଚର୍ସ ରହିଛି ଦମଦାର୍ । ଜାଣନ୍ତୁ ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ । Vivo V70 ସିରିଜର ଆଉ ଏକ ଶକ୍ତିଶାଳୀ ଫୋନ୍ ଲଞ୍ଚ ହୋଇଛି । ଯାହାର ନାଁ ହେଉଛି Vivo V70 Lite । ଏହି Vivo ଫୋନକୁ ଗ୍ଲୋବାଲ ମାର୍କେଟରେ ଉପସ୍ଥାପନା…

ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟିମରେ ସାମିଲ ଥିବା ମହମ୍ମଦ ସିରାଜ ଆଉଟ୍ , ସିରାଜଙ୍କ ସ୍ଥାନରେ ପ୍ରସିଦ୍ଧ…

ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟିମରେ ସାମିଲ ଥିବା ମହମ୍ମଦ ସିରାଜ ଏବେ ଟିମରୁ ବାଦ୍ ପଡିଛନ୍ତି । ୬ ଜୁନରେ ଘୋଷଣାରେ ହୋଇଥିବା ଟିମରେ ମହମ୍ମଦ ସିରାଜଙ୍କ ନାଁ ରହିଥିଲା । କିନ୍ତୁ ଏବେ ତାଙ୍କୁ ଟିମରୁ ବାଦ୍ ଦିଆଯାଇଛି । ସିରାଜଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଟି୨୦…

ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୁଭେନ୍ଦୁ ଅଧିକାରୀଙ୍କୁ ମୋହନ ମାଝୀଙ୍କ ଚିଠି ଲେଖିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ବାଦ୍ ଦେବାକୁ ଚିଠିରେ ଉଲ୍ଲେଖ ।…

ପିଓକେ ରେ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ବିନ୍ଦ୍ରୋହ ହିଂସା ପ୍ରଦର୍ଶନ, ୧୧ ମୃତ ୭୦ ରୁ ଅଧିକ ଲୋକ ଆହତ

ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ମିଳିତ ଆୱାମୀ କାର୍ଯ୍ୟ କମିଟି (JAAC) ଉପରେ ପ୍ରତିବନ୍ଧକ ଲଗାଇବା ପରେ ବଡ଼ ଧରଣର ପ୍ରତିବାଦ ଆରମ୍ଭ ହୋଇଛି। ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି…

ଆମିର ଖାନ୍ ପ୍ରଡକ୍ସନର ଆଗାମୀ ଫିଲ୍ମ ବଟୱାରା ୧୯୪୭ ର ମୋଶନ ପୋଷ୍ଟର ରିଲିଜ୍

ଆମିର ଖାନ୍ ପ୍ରଡକ୍ସନ ଆଗାମୀ ଫିଲ୍ମ ବଟୱାରା ୧୯୪୭ ର ମୋଶନ ପୋଷ୍ଟର ରିଲିଜ୍ କରି ସମସ୍ତଙ୍କୁ ବଡ଼ ଏବଂ ସୁନ୍ଦର ସପ୍ରାଇଜ୍ ଦେଇଛି । ଏହି ଫିଲ୍ମରେ ସନି ଦେଓଲଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ତୀବ୍ର, ରୋମାଞ୍ଚକର ଏବଂ ସ୍ପଷ୍ଟ ହୃଦୟସ୍ପର୍ଶୀ, ଏହି ମୋସନ୍ ପୋଷ୍ଟରଟି କ୍ରୋଧ,…