ବିଶ୍ବକପରେ ଆଜି ଭାରତ, ପାକିସ୍ତାନ ମ୍ୟାଚ୍
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ମୈଦାନ ପ୍ରସ୍ତୁତ । ଭାରତ-ପାକିସ୍ତାନ ଖେଳାଳିମାନେ ପ୍ରସ୍ତୁତ । ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ମ୍ୟାଚ । ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପାକିସ୍ତାନ ଅଧିନାୟକ ବାବର ଆଜାମ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ…