Browsing Tag

India vs Australia

ଭାରତ-ଅଷ୍ଟ୍ରେଲିଆ ମୁକାବିଲା

ଚେନ୍ନାଇ: ଆଜି ଚେନ୍ନାଇ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଘରୋଇ ଟିମ୍ ଭାରତ । ଅପରାହ୍ଣ ୨ଟାରୁ ଆରମ୍ଭ ହେବ ଖେଳ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଭାରତର ଓପନର ଶୁଭମନ ଗିଲ୍ ପ୍ରଥମ ମ୍ୟାଚରୁ ବାଦ ପଡ଼ିପାରନ୍ତି ।…