ପର୍ଥ ଟେଷ୍ଟରେ ଭାରତର ଧୂଆଁଦାର ପ୍ରଦର୍ଶନ
ଦ୍ବିତୀୟ ଇନିଂସରେ ୫୩୪ ରନର ଟାର୍ଗେଟର ପିଚ୍ଛା କରୁଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆର ପର୍ଥରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ରେ ଭାରତର ଦବଦବା ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଭାରତୀୟ ଟିମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ବୋଲିଂରେ ନିଜେ ଅଧିନାୟକ…