ରାଶିଫଳ
ମେଷ: ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ। ପରିବାରରେ ଭଲ ପରିବେଶ ରହିବ। ଅଫିସରେ ଅଧୁରା କାମ ପୂରା କରିବାକୁ ଚେଷ୍ଟା କରିବେ।
ବୃଷ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଶୁଭ। ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଟେଣ୍ଟ ହାଉସ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ…
Trending