ଆଜିର ରାଶିଫଳ
ମେଷ: ବନ୍ଧୁ ପରାମର୍ଶ ନେଇ ବ୍ୟବସାୟ ଆରମ୍ଭ କରିବା ପାଇଁ ସ୍ଥିର କରିବେ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ପରିବାରର ଝିଅଙ୍କୁ ବଡ଼ ସଫଳତା ମିଳିବ।
ବୃଷ: ଜମି ବ୍ୟବସାୟୀ ବଡ଼ ସଉଦା କରିବେ। ରାଜନୀତି କ୍ଷେତ୍ରରେ ନୂଆ ଲୋକଙ୍କ ସହିତ ସମ୍ପର୍କ ହେବ। କର୍ତ୍ତୃପକ୍ଷ ଦେଇଥିବା ଲକ୍ଷ୍ୟକୁ…