Browsing Tag

high court

ଓଆରଏଚଡିସି ମାମଲାରେ ବିଧାୟକ ମୋକିମ୍‌ଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ରିହାତି

କଟକ: ହାଇକୋର୍ଟରୁ ବିଧାୟକ ମୋକିମଙ୍କୁ ମିଳିଛି ବଡ଼ ରିହାତି । ଓଆରଏଚଡିସି ମାମଲାରେ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଆସନ୍ତା ୧୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ। ଭିଜିଲାନ୍ସ କୋର୍ଟ ମହମ୍ମଦ ମୋକିମ୍‌ଙ୍କୁ ଶୁଣାଇଥିବା ଦଣ୍ଡାଦେଶ