Browsing Tag

h

ଆଜିର ରାଶିଫଳ

ମେଷ: କାରବାରରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ରାସ୍ତା ନଜର ଆସିପାରେ। ବାଲ୍ୟବନ୍ଧୁ ସହ ସାକ୍ଷାତ ହେବ। ‌ ବୃଷ: ନୂଆ କାର୍ଯ୍ୟ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ନିଜସ୍ବ କ୍ଷମତା ବଳରେ ବହୁତ କିଛି ହାସଲ କରିବେ। ଧାର ଦେବା ନେବାରୁ…