Browsing Tag

#govt

ଜାନୁଆରୀରେ ରେର୍କଡ କଲା ଜିଏସ୍‌ଟି ଆଦାୟ

ମେଟ୍ରୋ ଟିଭି ଓଡିଶା,୧/୨ : ଜାନୁଆରୀ ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଦାୟ ୧.୩୮ ଲକ୍ଷ କୋଟି ଟଙ୍କା ଛୁଇଁଛି । ଗତ ବର୍ଷ ସମାନ ସମୟ ତୁଳନାରେ ପରୋକ୍ଷ ଟିକସ ଆଦାୟ ୧୫% ବୃଦ୍ଧି ଘଟିଛି । ଜାନୁଆରୀ ୩୦ ସୁଦ୍ଧା ୧.୦୫ କୋଟି ଜିଏସ୍ଟିଆର୍-୩ବି ଫାଇଲ କରାଯାଇଛି । ଏହା ମଧ୍ୟରେ ୩୬

ନିର୍ବାଚନ ପାଇଁ ଅନ୍‌ଲାଇନ୍‌ରେ କରନ୍ତୁ ଭୋଟର କାର୍ଡ

ମେଟ୍ରୋ ଟିଭି ଓଡିଶା,୧୦/୧: ଭାରତରେ ଭୋଟର କାର୍ଡର ବ୍ୟବହାର କେବଳ ଭୋଟ ପାଇ ନୁହେଁ ବରଂ ଠିକଣା ପ୍ରମାଣପତ୍ର ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପାଇ ମଧ୍ୟ ବ୍ୟବହାର କରାଯାଏ । ଯଦି କେବେ ଭୋଟର କାର୍ଡ ହଜି ଯାଏ ତାହାଲେ ପୁଣି ଅନଲାଇନ ଦ୍ୱାରା ନୂତନ ଭୋଟ କାର୍ଡ ତିଆର ହୋଇପାରିବ ।